Template

OR/Oriya Main Page - What is Vanipedia: Difference between revisions

No edit summary
No edit summary
 
Line 1: Line 1:
<big>ବାଣୀପିଡିଆ ଶ୍ରୀଲ ପ୍ରଭୁପାଦଙ୍କ ଶବ୍ଦର (ବାଣୀ) ଏକ ଗତିଶୀଳ ବିଶ୍ଵକୋଷ ଅଟେ | ସହଯୋଗୀତାର ମାଧ୍ୟମରେ, ଆମେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ବିଭିନ୍ନ ଦୃଷ୍ଟିଭଙ୍ଗୀ କୁ ଅନୁସନ୍ଧାନ ଆଉ ବ୍ୟାପକ ଭାବେ ସଂକଳନ କରି ତାକୁ ସୁଲଭ ଓ ସହଜରେ ବୋଧଗମ୍ୟ ହେବା ପରି ଉପସ୍ଥାପନା କରୁ |
<big>ବାଣୀପିଡିଆ ଶ୍ରୀଲ ପ୍ରଭୁପାଦଙ୍କ ଶବ୍ଦର (ବାଣୀ) ଏକ ଗତିଶୀଳ ବିଶ୍ଵକୋଷ ଅଟେ ସହଯୋଗୀତାର ମାଧ୍ୟମରେ, ଆମେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ବିଭିନ୍ନ ଦୃଷ୍ଟିଭଙ୍ଗୀ କୁ ଅନୁସନ୍ଧାନ ଆଉ ବ୍ୟାପକ ଭାବେ ସଂକଳନ କରି ତାକୁ ସୁଲଭ ଓ ସହଜରେ ବୋଧଗମ୍ୟ ହେବା ପରି ଉପସ୍ଥାପନା କରୁ
ଆମେ ଶ୍ରୀଲ ପ୍ରଭୁପାଦଙ୍କ ଡିଜିଟାଲ ଉପଦେଶର ଏକ ଅତୁଳନୀୟ ଭଣ୍ଡାର ତିଆରି କରୁଛୁ, ଯାହା ତାଙ୍କୁ ଏକ ନିତ୍ୟ ଆଉ ବିଶ୍ଵବ୍ୟାପୀ ମଞ୍ଚ ପ୍ରଦାନ କରିବ, ପୁରା ଦୁନିଆରେ କୃଷ୍ଣ ଭାବନାମୃତ ବିଜ୍ଞାନ ର ପ୍ରଚାର ଆଉ ଶିକ୍ଷା ଦେବା ପାଇଁ, ଯାହା ସମସ୍ତେ ଲାଭାନ୍ଵିତ ହେବେ |
ଆମେ ଶ୍ରୀଲ ପ୍ରଭୁପାଦଙ୍କ ଡିଜିଟାଲ ଉପଦେଶର ଏକ ଅତୁଳନୀୟ ଭଣ୍ଡାର ତିଆରି କରୁଛୁ, ଯାହା ତାଙ୍କୁ ଏକ ନିତ୍ୟ ଆଉ ବିଶ୍ଵବ୍ୟାପୀ ମଞ୍ଚ ପ୍ରଦାନ କରିବ, ପୁରା ଦୁନିଆରେ କୃଷ୍ଣ ଭାବନାମୃତ ବିଜ୍ଞାନ ର ପ୍ରଚାର ଆଉ ଶିକ୍ଷା ଦେବା ପାଇଁ, ଯାହା ସମସ୍ତେ ଲାଭାନ୍ଵିତ ହେବେ


ବାଣୀପେଡିଆ ପରିଯୋଜନା ଏକ ବିଶ୍ଵବ୍ୟାପୀ ବହୁଭାଷିକ ସହଯୋଗୀତାମୂଳକ ପ୍ରଚେଷ୍ଟା ଯାହା ଶ୍ରୀଲ ପ୍ରଭୁପାଦଙ୍କ ବହୁ ଭକ୍ତଙ୍କ କାରଣରୁ ସଫଳ ହୋଇ ଚାଲିଛି, ଯେଉଁମାନେ ବିଭିନ୍ନ ଭାବରେ ଭାଗ ନେବାପାଇଁ ଆଗେଇ ଆସୁଛନ୍ତି | ପ୍ରତ୍ୟେକଟି ଭାଷା ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି | ଆମେ ଇଛାକରୁଛୁ ଶ୍ରୀଲ ପ୍ରଭୁପାଦଙ୍କ ରେକର୍ଡ କରାଯାଇଥିବା ପ୍ରବଚନ ଓ ବାର୍ତ୍ତାଳାପ ଆଉ ତାଙ୍କ ଚିଠି ସମୂହ ଅତି କମରେ ଷୋହଳଟି ଭାଷାରେ ଅନୁବାଦିତ ହେଉ, ଆଉ ଅନ୍ୟ ବତିଶିଟି ଭାଷାରେ କମସେ କମ ୨୫% କାମ ସରୁ, ଯାହା ତାଙ୍କ ୫௦ତମ ପ୍ରସ୍ଥାନ ବାର୍ଷିକୀରେ ଉପହାର ସ୍ୱରୂପ ନଭେମ୍ବର ୨௦୨୭ ରେ ଦିଆଯାଇ ପାରିବ | କଣ ଓଡ଼ିଆ ସେହି ଭାଷା ମାନଙ୍କ ଭିତରେ ଗୋଟିଏ ହୋଇପାରିବ?
ବାଣୀପେଡିଆ ପରିଯୋଜନା ଏକ ବିଶ୍ଵବ୍ୟାପୀ ବହୁଭାଷିକ ସହଯୋଗୀତାମୂଳକ ପ୍ରଚେଷ୍ଟା ଯାହା ଶ୍ରୀଲ ପ୍ରଭୁପାଦଙ୍କ ବହୁ ଭକ୍ତଙ୍କ କାରଣରୁ ସଫଳ ହୋଇ ଚାଲିଛି, ଯେଉଁମାନେ ବିଭିନ୍ନ ଭାବରେ ଭାଗ ନେବାପାଇଁ ଆଗେଇ ଆସୁଛନ୍ତି ପ୍ରତ୍ୟେକଟି ଭାଷା ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି ଆମେ ଇଛାକରୁଛୁ ଶ୍ରୀଲ ପ୍ରଭୁପାଦଙ୍କ ରେକର୍ଡ କରାଯାଇଥିବା ପ୍ରବଚନ ଓ ବାର୍ତ୍ତାଳାପ ଆଉ ତାଙ୍କ ଚିଠି ସମୂହ ଅତି କମରେ ଷୋହଳଟି ଭାଷାରେ ଅନୁବାଦିତ ହେଉ, ଆଉ ଅନ୍ୟ ବତିଶିଟି ଭାଷାରେ କମସେ କମ ୨୫% କାମ ସରୁ, ଯାହା ତାଙ୍କ ୫௦ତମ ପ୍ରସ୍ଥାନ ବାର୍ଷିକୀରେ ଉପହାର ସ୍ୱରୂପ ନଭେମ୍ବର ୨௦୨୭ ରେ ଦିଆଯାଇ ପାରିବ କଣ ଓଡ଼ିଆ ସେହି ଭାଷା ମାନଙ୍କ ଭିତରେ ଗୋଟିଏ ହୋଇପାରିବ?


୧୯୭୭ ମସିହା ଜାନୁଆରୀ ଅଣତିରିଶ ତାରିଖରେ ଶ୍ରୀଲ ପ୍ରଭୁପାଦ ଭୁବନେଶ୍ୱରରେ କହିଥିଲେ "ତ ବର୍ତ୍ତମାନ ତୁମେ ସବୁ ଜିବସି ଯୋଜନା କର ପ୍ରତିଟି ଘରେ କେମିତି ବହିଗୁଡ଼ିକ ପହଞ୍ଚିବ | ଅନ୍ୟ ଭାଷା ପାଇଁ ମଧ୍ୟ ସେହି ସମାନ ନୀତି | ଆମେରିକାରେ ଇଂଗ୍ରାଜୀ ଭାଷା | ସେହିପରି, ଆମେ ଏଠି ହିନ୍ଦୀ ଭାଷା, ଓଡ଼ିଆ ଭାଷା, ଅଥବା ଇଉରୋପ ରେ ମଧ୍ୟ କରି ପାରିବା | ତେଣୁ ଆଗକୁ ଆମର ବହୁତ କାମ ଅଛି | ଆମ କାର୍ଯ୍ୟ ସରିଗଲା ବୋଲି ଭାବ ନାହିଁ | ନା | ସରଳତାରେ ବହୁତ ବୁଦ୍ଧିମାନ ସହ କରିବାକୁ ହେବ |"  ବାଣୀପେଡିଆରେ ଓଡ଼ିଆ ଭାଷା ବହୁତ ପଛରେ ଅଛି | ଆସନ୍ତୁ ପ୍ରଭୁପାଦଙ୍କ ସେବାରେ ଏହାକୁ ଆଗେଇ ନେବା, ଯାହା ଓଡ଼ିଆର ଘରେ ଘରେ ପହଞ୍ଚି ପାରିବ |
୧୯୭୭ ମସିହା ଜାନୁଆରୀ ଅଣତିରିଶ ତାରିଖରେ ଶ୍ରୀଲ ପ୍ରଭୁପାଦ ଭୁବନେଶ୍ୱରରେ କହିଥିଲେ "ତ ବର୍ତ୍ତମାନ ତୁମେ ସବୁ ଜିବସି ଯୋଜନା କର ପ୍ରତିଟି ଘରେ କେମିତି ବହିଗୁଡ଼ିକ ପହଞ୍ଚିବ ଅନ୍ୟ ଭାଷା ପାଇଁ ମଧ୍ୟ ସେହି ସମାନ ନୀତି ଆମେରିକାରେ ଇଂଗ୍ରାଜୀ ଭାଷା ସେହିପରି, ଆମେ ଏଠି ହିନ୍ଦୀ ଭାଷା, ଓଡ଼ିଆ ଭାଷା, ଅଥବା ଇଉରୋପ ରେ ମଧ୍ୟ କରି ପାରିବା ତେଣୁ ଆଗକୁ ଆମର ବହୁତ କାମ ଅଛି ଆମ କାର୍ଯ୍ୟ ସରିଗଲା ବୋଲି ଭାବ ନାହିଁ ନା ସରଳତାରେ ବହୁତ ବୁଦ୍ଧିମାନ ସହ କରିବାକୁ ହେବ "  ବାଣୀପେଡିଆରେ ଓଡ଼ିଆ ଭାଷା ବହୁତ ପଛରେ ଅଛି ଆସନ୍ତୁ ପ୍ରଭୁପାଦଙ୍କ ସେବାରେ ଏହାକୁ ଆଗେଇ ନେବା, ଯାହା ଓଡ଼ିଆର ଘରେ ଘରେ ପହଞ୍ଚି ପାରିବ
</big>
</big>


[[Category:Participating Languages - Templates]]
[[Category:Participating Languages - Templates]]

Latest revision as of 19:45, 30 July 2020

ବାଣୀପିଡିଆ ଶ୍ରୀଲ ପ୍ରଭୁପାଦଙ୍କ ଶବ୍ଦର (ବାଣୀ) ଏକ ଗତିଶୀଳ ବିଶ୍ଵକୋଷ ଅଟେ । ସହଯୋଗୀତାର ମାଧ୍ୟମରେ, ଆମେ ଶ୍ରୀଲ ପ୍ରଭୁପାଦଙ୍କ ଶିକ୍ଷାର ବିଭିନ୍ନ ଦୃଷ୍ଟିଭଙ୍ଗୀ କୁ ଅନୁସନ୍ଧାନ ଆଉ ବ୍ୟାପକ ଭାବେ ସଂକଳନ କରି ତାକୁ ସୁଲଭ ଓ ସହଜରେ ବୋଧଗମ୍ୟ ହେବା ପରି ଉପସ୍ଥାପନା କରୁ । ଆମେ ଶ୍ରୀଲ ପ୍ରଭୁପାଦଙ୍କ ଡିଜିଟାଲ ଉପଦେଶର ଏକ ଅତୁଳନୀୟ ଭଣ୍ଡାର ତିଆରି କରୁଛୁ, ଯାହା ତାଙ୍କୁ ଏକ ନିତ୍ୟ ଆଉ ବିଶ୍ଵବ୍ୟାପୀ ମଞ୍ଚ ପ୍ରଦାନ କରିବ, ପୁରା ଦୁନିଆରେ କୃଷ୍ଣ ଭାବନାମୃତ ବିଜ୍ଞାନ ର ପ୍ରଚାର ଆଉ ଶିକ୍ଷା ଦେବା ପାଇଁ, ଯାହା ସମସ୍ତେ ଲାଭାନ୍ଵିତ ହେବେ ।

ବାଣୀପେଡିଆ ପରିଯୋଜନା ଏକ ବିଶ୍ଵବ୍ୟାପୀ ବହୁଭାଷିକ ସହଯୋଗୀତାମୂଳକ ପ୍ରଚେଷ୍ଟା ଯାହା ଶ୍ରୀଲ ପ୍ରଭୁପାଦଙ୍କ ବହୁ ଭକ୍ତଙ୍କ କାରଣରୁ ସଫଳ ହୋଇ ଚାଲିଛି, ଯେଉଁମାନେ ବିଭିନ୍ନ ଭାବରେ ଭାଗ ନେବାପାଇଁ ଆଗେଇ ଆସୁଛନ୍ତି । ପ୍ରତ୍ୟେକଟି ଭାଷା ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି । ଆମେ ଇଛାକରୁଛୁ ଶ୍ରୀଲ ପ୍ରଭୁପାଦଙ୍କ ରେକର୍ଡ କରାଯାଇଥିବା ପ୍ରବଚନ ଓ ବାର୍ତ୍ତାଳାପ ଆଉ ତାଙ୍କ ଚିଠି ସମୂହ ଅତି କମରେ ଷୋହଳଟି ଭାଷାରେ ଅନୁବାଦିତ ହେଉ, ଆଉ ଅନ୍ୟ ବତିଶିଟି ଭାଷାରେ କମସେ କମ ୨୫% କାମ ସରୁ, ଯାହା ତାଙ୍କ ୫௦ତମ ପ୍ରସ୍ଥାନ ବାର୍ଷିକୀରେ ଉପହାର ସ୍ୱରୂପ ନଭେମ୍ବର ୨௦୨୭ ରେ ଦିଆଯାଇ ପାରିବ । କଣ ଓଡ଼ିଆ ସେହି ଭାଷା ମାନଙ୍କ ଭିତରେ ଗୋଟିଏ ହୋଇପାରିବ?

୧୯୭୭ ମସିହା ଜାନୁଆରୀ ଅଣତିରିଶ ତାରିଖରେ ଶ୍ରୀଲ ପ୍ରଭୁପାଦ ଭୁବନେଶ୍ୱରରେ କହିଥିଲେ "ତ ବର୍ତ୍ତମାନ ତୁମେ ସବୁ ଜିବସି ଯୋଜନା କର ପ୍ରତିଟି ଘରେ କେମିତି ବହିଗୁଡ଼ିକ ପହଞ୍ଚିବ । ଅନ୍ୟ ଭାଷା ପାଇଁ ମଧ୍ୟ ସେହି ସମାନ ନୀତି । ଆମେରିକାରେ ଇଂଗ୍ରାଜୀ ଭାଷା । ସେହିପରି, ଆମେ ଏଠି ହିନ୍ଦୀ ଭାଷା, ଓଡ଼ିଆ ଭାଷା, ଅଥବା ଇଉରୋପ ରେ ମଧ୍ୟ କରି ପାରିବା । ତେଣୁ ଆଗକୁ ଆମର ବହୁତ କାମ ଅଛି । ଆମ କାର୍ଯ୍ୟ ସରିଗଲା ବୋଲି ଭାବ ନାହିଁ । ନା । ସରଳତାରେ ବହୁତ ବୁଦ୍ଧିମାନ ସହ କରିବାକୁ ହେବ ।" ବାଣୀପେଡିଆରେ ଓଡ଼ିଆ ଭାଷା ବହୁତ ପଛରେ ଅଛି । ଆସନ୍ତୁ ପ୍ରଭୁପାଦଙ୍କ ସେବାରେ ଏହାକୁ ଆଗେଇ ନେବା, ଯାହା ଓଡ଼ିଆର ଘରେ ଘରେ ପହଞ୍ଚି ପାରିବ ।