OR/690311 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ହାୱାଇ]]
[[Category:OR/ଅମୃତ ବାଣୀ - ହାୱାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690310 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690310|OR/690314 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690314}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690311SB-HAWAII_ND_01.mp3</mp3player>|"ତେଣୁ ବୈଷ୍ଣବ ବିନୟଶୀଳ ଏବଂ ନମ୍ର ଅଟନ୍ତି। ସେ ଗର୍ବିତ ନୁହଁନ୍ତି, କାରଣ... ଯଦିଓ ତାଙ୍କୁ ବହୁ ପରିମାଣର ଧନ, ଭଲ ଯୋଗ୍ୟତା, ସବୁକିଛି ମିଳିଥାଏ, ସେ ଭାବନ୍ତି ଯେ "ଏହି ଜିନିଷଗୁଡ଼ିକ କୃଷ୍ଣଙ୍କର । ମୁଁ ତାଙ୍କର ସେବକ। ଏହି ଯୋଗ୍ୟତା ସହିତ ମୁଁ ତାଙ୍କୁ ସେବା କରିବାର ସୁଯୋଗ ପାଇଛି । ଯଦି ମୁଁ ଉଚ୍ଚଶିକ୍ଷିତ, ଯଦି ମୋର ଭଲ ଜ୍ଞାନ ଅଛି, ଯଦି ମୁଁ ମହାନ ଦାର୍ଶନିକ, ବୈଜ୍ଞାନିକ - ସବୁକିଛି - ଯଦି ମୁଁ ଏହି ସମସ୍ତ ଯୋଗ୍ୟତାକୁ କୃଷ୍ଣଙ୍କ ସେବାରେ ନିୟୋଜିତ ନକରେ, ତେବେ ମୁଁ ସ୍ୱାଭାବିକ ଭାବରେ ମିଥ୍ୟା ଗର୍ବିତ ହେବି, ଏବଂ ତାହା ମୋର ପତନର କାରଣ ହେବ ।"|Vanisource:690311 - Lecture SB 07.09.10 - Hawaii|690311 - ପ୍ରବଚନ SB 07.09.10 - ହାୱାଇ}}

Latest revision as of 06:01, 9 February 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ବୈଷ୍ଣବ ବିନୟଶୀଳ ଏବଂ ନମ୍ର ଅଟନ୍ତି। ସେ ଗର୍ବିତ ନୁହଁନ୍ତି, କାରଣ... ଯଦିଓ ତାଙ୍କୁ ବହୁ ପରିମାଣର ଧନ, ଭଲ ଯୋଗ୍ୟତା, ସବୁକିଛି ମିଳିଥାଏ, ସେ ଭାବନ୍ତି ଯେ "ଏହି ଜିନିଷଗୁଡ଼ିକ କୃଷ୍ଣଙ୍କର । ମୁଁ ତାଙ୍କର ସେବକ। ଏହି ଯୋଗ୍ୟତା ସହିତ ମୁଁ ତାଙ୍କୁ ସେବା କରିବାର ସୁଯୋଗ ପାଇଛି । ଯଦି ମୁଁ ଉଚ୍ଚଶିକ୍ଷିତ, ଯଦି ମୋର ଭଲ ଜ୍ଞାନ ଅଛି, ଯଦି ମୁଁ ମହାନ ଦାର୍ଶନିକ, ବୈଜ୍ଞାନିକ - ସବୁକିଛି - ଯଦି ମୁଁ ଏହି ସମସ୍ତ ଯୋଗ୍ୟତାକୁ କୃଷ୍ଣଙ୍କ ସେବାରେ ନିୟୋଜିତ ନକରେ, ତେବେ ମୁଁ ସ୍ୱାଭାବିକ ଭାବରେ ମିଥ୍ୟା ଗର୍ବିତ ହେବି, ଏବଂ ତାହା ମୋର ପତନର କାରଣ ହେବ ।"
690311 - ପ୍ରବଚନ SB 07.09.10 - ହାୱାଇ