OR/690525 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - New Vrindaban‎]]
[[Category:OR/ଅମୃତ ବାଣୀ - New Vrindaban‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690524 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690524|OR/690604 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690604}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690525IN-NEW_VRINDAVAN_ND_01.mp3</mp3player>|"ତେଣୁ ବ୍ରାହ୍ମଣ ଯୋଗ୍ୟତା ହେଉଛି ସତ୍ୟତା, ପରିଷ୍କାର ପରିଚ୍ଛନ୍ନତା, ସତ୍ୟଂ ଶୌଚମ । ସମ, ମନର ସନ୍ତୁଳନ, କୌଣସି ବିଘ୍ନ ବିନା, କୌଣସି ଚିନ୍ତା ବିନା। ସତ୍ୟଂ ଶୌଚମ ଶମୋ ଦମ । ଦମ ଅର୍ଥ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା । ଶମୋ ଦମ ତିତିକ୍ଷ । ତିତିକ୍ଷର ଅର୍ଥ ସହନଶୀଳତା । ଭୌତିକ ଜଗତରେ ବହୁତ କିଛି ଘଟିବ। ଆମକୁ ସହ୍ୟ କରିବାକୁ ଅଭ୍ୟାସ କରିବାକୁ ପଡିବ। ତାଂସ ତିତିକ୍ଷସ୍ଵ ଭାରତ । କୃଷ୍ଣ କୁହନ୍ତି, "ତୁମକୁ ସହନଶୀଳତା ଶିଖିବାକୁ ପଡିବ । ସୁଖା-ଦୁଃଖ, ସୁଖ, ଦୁଃଖ, ସେମାନେ ଋତୁ ପରିବର୍ତ୍ତନ ପରି ଆସିବେ" । ଠିକ୍ ଯେପରି ବର୍ଷା ହୁଏ, ବେଳେବେଳେ ତୁଷାରପାତ ହୁଏ, ବେଳେବେଳେ ଅତ୍ୟଧିକ ଗରମ ହୁଏ । ତୁମେ କିପରି ଯୁଦ୍ଧ କରିପାରିବ? ଏହା ସମ୍ଭବ ନୁହେଁ । ସହ୍ୟ କରିବାକୁ ଚେଷ୍ଟା କର । କେବଳ ସେତିକି । "|Vanisource:690525 - Lecture Initiation Brahmana - New Vrindaban, USA|690525 - ପ୍ରବଚନ Initiation Brahmana - New Vrindaban, USA}}

Latest revision as of 05:17, 29 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ବ୍ରାହ୍ମଣ ଯୋଗ୍ୟତା ହେଉଛି ସତ୍ୟତା, ପରିଷ୍କାର ପରିଚ୍ଛନ୍ନତା, ସତ୍ୟଂ ଶୌଚମ । ସମ, ମନର ସନ୍ତୁଳନ, କୌଣସି ବିଘ୍ନ ବିନା, କୌଣସି ଚିନ୍ତା ବିନା। ସତ୍ୟଂ ଶୌଚମ ଶମୋ ଦମ । ଦମ ଅର୍ଥ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା । ଶମୋ ଦମ ତିତିକ୍ଷ । ତିତିକ୍ଷର ଅର୍ଥ ସହନଶୀଳତା । ଭୌତିକ ଜଗତରେ ବହୁତ କିଛି ଘଟିବ। ଆମକୁ ସହ୍ୟ କରିବାକୁ ଅଭ୍ୟାସ କରିବାକୁ ପଡିବ। ତାଂସ ତିତିକ୍ଷସ୍ଵ ଭାରତ । କୃଷ୍ଣ କୁହନ୍ତି, "ତୁମକୁ ସହନଶୀଳତା ଶିଖିବାକୁ ପଡିବ । ସୁଖା-ଦୁଃଖ, ସୁଖ, ଦୁଃଖ, ସେମାନେ ଋତୁ ପରିବର୍ତ୍ତନ ପରି ଆସିବେ" । ଠିକ୍ ଯେପରି ବର୍ଷା ହୁଏ, ବେଳେବେଳେ ତୁଷାରପାତ ହୁଏ, ବେଳେବେଳେ ଅତ୍ୟଧିକ ଗରମ ହୁଏ । ତୁମେ କିପରି ଯୁଦ୍ଧ କରିପାରିବ? ଏହା ସମ୍ଭବ ନୁହେଁ । ସହ୍ୟ କରିବାକୁ ଚେଷ୍ଟା କର । କେବଳ ସେତିକି । "
690525 - ପ୍ରବଚନ Initiation Brahmana - New Vrindaban, USA