OR/690915 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690914 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690914|OR/690915b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690915b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690915LE-LONDON_ND_01.mp3</mp3player>|"ତେଣୁ ଏହି ଆନ୍ଦୋଳନ କେବଳ ତୁମର ଚେତନା, ମୂଳ ଚେତନାକୁ ପୁନର୍ଜୀବିତ କରିବା ପାଇଁ ଅଟେ । ମୂଳ ଚେତନା ହେଉଛି କୃଷ୍ଣ ଚେତନା । ଏବଂ ଅନ୍ୟ ସମସ୍ତ ଚେତନା ଯାହା ତୁମେ ବର୍ତ୍ତମାନ ହାସଲ କରିଛ, ସେଗୁଡ଼ିକ କୁତ୍ରିମ, ଅସ୍ଥାୟୀ । "ମୁଁ ଭାରତୀୟ", "ମୁଁ ଇଂରାଜୀ", "ମୁଁ ଏହା","ମୁଁ ତାହା"- ଏଗୁଡିକ ସବୁ କୁତ୍ରିମ ଚେତନା । ପ୍ରକୃତ ଚେତନା ହେଉଛି ଅହଂ ବ୍ରହ୍ମସ୍ମୀ । ତେଣୁ ପାଞ୍ଚ ଶହ ବର୍ଷ ପୂର୍ବେ ଭାରତର ବଙ୍ଗଳାରେ ଏହି ଆନ୍ଦୋଳନ ଆରମ୍ଭ କରିଥିବା ପ୍ରଭୁ ଚୈତନ୍ୟ  ତୁରନ୍ତ ତୁମକୁ ସୂଚନା ଦେଇଛନ୍ତି ଯେ ଜିବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ ([[Vanisource: CC Madhya 20.108-109 | ଚ.ଚ. ମଧ୍ୟ ୨୦.୧୦୮]]), ତାହା ଆମର ପ୍ରକୃତ ପରିଚୟ, ପ୍ରକୃତ ସାମ୍ବିଧାନିକ ସ୍ଥିତି ହେଉଛି, ଆମେ କୃଷ୍ଣ, ବା ଭଗବାନଙ୍କର ଅଂଶବିଶେଷ । ତେଣୁ ତୁମର କର୍ତ୍ତବ୍ୟ କ'ଣ ତୁମେ ବୁଝି ପାରିବ।"|Vanisource:690915 - Lecture at Conway Hall - London|690915 - ପ୍ରବଚନ at Conway Hall - ଲଣ୍ଡନ}}

Latest revision as of 05:01, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଆନ୍ଦୋଳନ କେବଳ ତୁମର ଚେତନା, ମୂଳ ଚେତନାକୁ ପୁନର୍ଜୀବିତ କରିବା ପାଇଁ ଅଟେ । ମୂଳ ଚେତନା ହେଉଛି କୃଷ୍ଣ ଚେତନା । ଏବଂ ଅନ୍ୟ ସମସ୍ତ ଚେତନା ଯାହା ତୁମେ ବର୍ତ୍ତମାନ ହାସଲ କରିଛ, ସେଗୁଡ଼ିକ କୁତ୍ରିମ, ଅସ୍ଥାୟୀ । "ମୁଁ ଭାରତୀୟ", "ମୁଁ ଇଂରାଜୀ", "ମୁଁ ଏହା","ମୁଁ ତାହା"- ଏଗୁଡିକ ସବୁ କୁତ୍ରିମ ଚେତନା । ପ୍ରକୃତ ଚେତନା ହେଉଛି ଅହଂ ବ୍ରହ୍ମସ୍ମୀ । ତେଣୁ ପାଞ୍ଚ ଶହ ବର୍ଷ ପୂର୍ବେ ଭାରତର ବଙ୍ଗଳାରେ ଏହି ଆନ୍ଦୋଳନ ଆରମ୍ଭ କରିଥିବା ପ୍ରଭୁ ଚୈତନ୍ୟ ତୁରନ୍ତ ତୁମକୁ ସୂଚନା ଦେଇଛନ୍ତି ଯେ ଜିବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ ( ଚ.ଚ. ମଧ୍ୟ ୨୦.୧୦୮), ତାହା ଆମର ପ୍ରକୃତ ପରିଚୟ, ପ୍ରକୃତ ସାମ୍ବିଧାନିକ ସ୍ଥିତି ହେଉଛି, ଆମେ କୃଷ୍ଣ, ବା ଭଗବାନଙ୍କର ଅଂଶବିଶେଷ । ତେଣୁ ତୁମର କର୍ତ୍ତବ୍ୟ କ'ଣ ତୁମେ ବୁଝି ପାରିବ।"
690915 - ପ୍ରବଚନ at Conway Hall - ଲଣ୍ଡନ