OR/710408 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ୧୯୭୧]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/710407b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710407b|OR/710409 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710409}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710408BG-BOMBAY_ND_01.mp3</mp3player>|"ଏହି ଯୁଗରେ, କେବଳ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ  ରାମ ରାମ ହରେ ହରେ ଜପ କରି ଜଣେ ଅତି ସହଜରେ ଆଧ୍ୟାତ୍ମିକ ଜୀବନରେ ଅଗ୍ରଗତି କରିପାରିବ । ଏବଂ ଆପଣ ଦେଖିପାରିବେ । ଏହି ବାଳକ ଓ ବାଳିକାମାନେ, ଯେଉଁମାନେ ପାଶ୍ଚାତ୍ୟ ଦେଶରୁ ଆସୁଛନ୍ତି, ଯଦିଓ ସେମାନଙ୍କର ଅତୀତ ଜୀବନରେ ଅନେକ ଭୁଲ ବୁଝାମଣା ଥିଲା, ବର୍ତ୍ତମାନ ସେମାନେ ଶୁଦ୍ଧ ଅଟନ୍ତି । କେବଳ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ୱାରା  । ଏହା ହେଉଛି... ସେମାନେ ବର୍ତ୍ତମାନ ଦୈବୀ ସଂପତ ବିକାଶ କରୁଛନ୍ତି । ଦୈବୀ ସଂପତ ଅର୍ଥ ହେଉଛି ବୈଶିଷ୍ଟ୍ୟ ଯାହା ଦ୍ୱାରା ସେମାନେ ମୁକ୍ତି ଏବଂ ଆଧ୍ୟାତ୍ମିକ ହୃଦୟଙ୍ଗମ ପାଇଁ ଅତି ସହଜ ଅଗ୍ରଗତି କରିପାରିବେ। ଏହାକୁ ଦୈବୀ ସଂପତ କୁହାଯାଏ। "|Vanisource:710408 - Lecture BG 16.2-7 - Bombay|710408 - ପ୍ରବଚନ BG 16.2-7 - ମୁମ୍ବାଇ}}

Latest revision as of 05:30, 21 October 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଯୁଗରେ, କେବଳ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ ଜପ କରି ଜଣେ ଅତି ସହଜରେ ଆଧ୍ୟାତ୍ମିକ ଜୀବନରେ ଅଗ୍ରଗତି କରିପାରିବ । ଏବଂ ଆପଣ ଦେଖିପାରିବେ । ଏହି ବାଳକ ଓ ବାଳିକାମାନେ, ଯେଉଁମାନେ ପାଶ୍ଚାତ୍ୟ ଦେଶରୁ ଆସୁଛନ୍ତି, ଯଦିଓ ସେମାନଙ୍କର ଅତୀତ ଜୀବନରେ ଅନେକ ଭୁଲ ବୁଝାମଣା ଥିଲା, ବର୍ତ୍ତମାନ ସେମାନେ ଶୁଦ୍ଧ ଅଟନ୍ତି । କେବଳ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ୱାରା । ଏହା ହେଉଛି... ସେମାନେ ବର୍ତ୍ତମାନ ଦୈବୀ ସଂପତ ବିକାଶ କରୁଛନ୍ତି । ଦୈବୀ ସଂପତ ଅର୍ଥ ହେଉଛି ବୈଶିଷ୍ଟ୍ୟ ଯାହା ଦ୍ୱାରା ସେମାନେ ମୁକ୍ତି ଏବଂ ଆଧ୍ୟାତ୍ମିକ ହୃଦୟଙ୍ଗମ ପାଇଁ ଅତି ସହଜ ଅଗ୍ରଗତି କରିପାରିବେ। ଏହାକୁ ଦୈବୀ ସଂପତ କୁହାଯାଏ। "
710408 - ପ୍ରବଚନ BG 16.2-7 - ମୁମ୍ବାଇ