OR/690426 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690425b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690425b|OR/690429 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690429}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690426LE-BOSTON_ND_01.mp3</mp3player>|"ଅନେକ ଯୋଗୀ ଅଛନ୍ତି: କର୍ମ-ଯୋଗୀ, ଜ୍ଞାନ-ଯୋଗୀ, ଧ୍ୟାନ-ଯୋଗୀ, ହଟ-ଯୋଗୀ, ଭକ୍ତି-ଯୋଗୀ। ଯୋଗ ପ୍ରଣାଳୀ ଏକ ପାହାଚ ଶ୍ରେଣୀ ପରି। ଯେପରି ନ୍ୟୁୟର୍କରେ, ଏମ୍ପାୟାର ଷ୍ଟେଟ୍ ବିଲଡିଂ, ସେହି ୧୦୨ ମହଲା କୋଠା , ତେଣୁ ସେଠାରେ ଏକ ସିଡ଼ି କିମ୍ବା ଲିଫ୍ଟ ଅଛି । ତେଣୁ ଯୋଗ ପ୍ରଣାଳୀ ଜୀବନର ସର୍ବୋଚ୍ଚ ସିଦ୍ଧତାକୁ ଯିବା ପାଇଁ ଏକ ଲିଫ୍ଟ ସଦୃଶ । କିନ୍ତୁ ଭିନ୍ନ, ମୁଁ କହିବାକୁ ଚାହେଁ ଫ୍ଲାଟଗୁଡିକ । ଠିକ୍ କର୍ମ-ଯୋଗ ପରି । ଆପଣ ନିକଟକୁ ଯାଇପାରିବେ, ପ୍ରଥମ କିମ୍ବା ଦ୍ୱିତୀୟ ମହଲାକୁ ଅଗ୍ରଗତି କରିପାରିବେ । ସେହିପରି, ଜ୍ଞାନ-ଯୋଗ ଦ୍ୱାରା ଆପଣ ପଚାଶତମ ମହଲାକୁ  ଅଗ୍ରଗତି କରିପାରିବେ । ଏବଂ ସେହିପରି, ଧ୍ୟାନ-ଯୋଗ ଦ୍ୱାରା ଆପଣ ଅଷ୍ଟାଦଶ ମହଲା ପର୍ଯ୍ୟନ୍ତ ଅଗ୍ରଗତି କରିପାରିବେ । କିନ୍ତୁ ଭକ୍ତି-ଯୋଗ ଦ୍ୱାରା, ଆପଣ ସର୍ବୋଚ୍ଚ ପ୍ଲାଟଫର୍ମକୁ ଯାଇପାରିବେ। ଏହା ମଧ୍ୟ ଅତି ସୁନ୍ଦର ଭାବରେ ଭଗବଦ୍-ଗୀତାରେ ବ୍ୟାଖ୍ୟା କରାଯାଇଛି, ଭକ୍ତ୍ୟା ମାମଭିଜାନାତି (ଭ.ଗୀ. ୧୮.୫୫)। 'ଯଦି ଆପଣ ମୋତେ ଶତ ପ୍ରତିଶତ ଜାଣିବାକୁ ଚାହାଁନ୍ତି, ତେବେ ଏହି ଭକ୍ତି-ଯୋଗକୁ ଆସନ୍ତୁ।' ଏବଂ ଏହି ଭକ୍ତି-ଯୋଗର ଅର୍ଥ ହେଉଛି ଏହି ଶ୍ରବଣଂ । ପ୍ରଥମ କଥା ହେଉଛି ଶ୍ରବଣଂ ଏବଂ କୀର୍ତ୍ତନଂ । ତୁମେ କେବଳ ଜପ ଏବଂ ଶୁଣ, ସରଳ ପ୍ରକ୍ରିୟା । "|Vanisource:690426 - Lecture Engagement - Boston|690426 - ପ୍ରବଚନ Engagement - ବୋଷ୍ଟୋନ୍}}

Latest revision as of 05:06, 17 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଅନେକ ଯୋଗୀ ଅଛନ୍ତି: କର୍ମ-ଯୋଗୀ, ଜ୍ଞାନ-ଯୋଗୀ, ଧ୍ୟାନ-ଯୋଗୀ, ହଟ-ଯୋଗୀ, ଭକ୍ତି-ଯୋଗୀ। ଯୋଗ ପ୍ରଣାଳୀ ଏକ ପାହାଚ ଶ୍ରେଣୀ ପରି। ଯେପରି ନ୍ୟୁୟର୍କରେ, ଏମ୍ପାୟାର ଷ୍ଟେଟ୍ ବିଲଡିଂ, ସେହି ୧୦୨ ମହଲା କୋଠା , ତେଣୁ ସେଠାରେ ଏକ ସିଡ଼ି କିମ୍ବା ଲିଫ୍ଟ ଅଛି । ତେଣୁ ଯୋଗ ପ୍ରଣାଳୀ ଜୀବନର ସର୍ବୋଚ୍ଚ ସିଦ୍ଧତାକୁ ଯିବା ପାଇଁ ଏକ ଲିଫ୍ଟ ସଦୃଶ । କିନ୍ତୁ ଭିନ୍ନ, ମୁଁ କହିବାକୁ ଚାହେଁ ଫ୍ଲାଟଗୁଡିକ । ଠିକ୍ କର୍ମ-ଯୋଗ ପରି । ଆପଣ ନିକଟକୁ ଯାଇପାରିବେ, ପ୍ରଥମ କିମ୍ବା ଦ୍ୱିତୀୟ ମହଲାକୁ ଅଗ୍ରଗତି କରିପାରିବେ । ସେହିପରି, ଜ୍ଞାନ-ଯୋଗ ଦ୍ୱାରା ଆପଣ ପଚାଶତମ ମହଲାକୁ ଅଗ୍ରଗତି କରିପାରିବେ । ଏବଂ ସେହିପରି, ଧ୍ୟାନ-ଯୋଗ ଦ୍ୱାରା ଆପଣ ଅଷ୍ଟାଦଶ ମହଲା ପର୍ଯ୍ୟନ୍ତ ଅଗ୍ରଗତି କରିପାରିବେ । କିନ୍ତୁ ଭକ୍ତି-ଯୋଗ ଦ୍ୱାରା, ଆପଣ ସର୍ବୋଚ୍ଚ ପ୍ଲାଟଫର୍ମକୁ ଯାଇପାରିବେ। ଏହା ମଧ୍ୟ ଅତି ସୁନ୍ଦର ଭାବରେ ଭଗବଦ୍-ଗୀତାରେ ବ୍ୟାଖ୍ୟା କରାଯାଇଛି, ଭକ୍ତ୍ୟା ମାମଭିଜାନାତି (ଭ.ଗୀ. ୧୮.୫୫)। 'ଯଦି ଆପଣ ମୋତେ ଶତ ପ୍ରତିଶତ ଜାଣିବାକୁ ଚାହାଁନ୍ତି, ତେବେ ଏହି ଭକ୍ତି-ଯୋଗକୁ ଆସନ୍ତୁ।' ଏବଂ ଏହି ଭକ୍ତି-ଯୋଗର ଅର୍ଥ ହେଉଛି ଏହି ଶ୍ରବଣଂ । ପ୍ରଥମ କଥା ହେଉଛି ଶ୍ରବଣଂ ଏବଂ କୀର୍ତ୍ତନଂ । ତୁମେ କେବଳ ଜପ ଏବଂ ଶୁଣ, ସରଳ ପ୍ରକ୍ରିୟା । "
690426 - ପ୍ରବଚନ Engagement - ବୋଷ୍ଟୋନ୍