OR/690619 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ନିୟୁ ବୃନ୍ଦାବନ]]

<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690618 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690618|OR/690621 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690621}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690619SB-NEW_VRINDABAN_ND_01.mp3</mp3player>|"ଏହି କାର୍ଯ୍ୟକଳାପ, କୃଷ୍ଣ ଭାବନାମୃତ କାର୍ଯ୍ୟକଳାପ କେବଳ ଧର୍ମପରାୟଣ ନୁହେଁ; ଏହା ଦିବ୍ୟ ଅଟେ। ତେଣୁ ଯଦି ଆପଣ କୃଷ୍ଣ ଭାବନାମୃତର ଏହି ପ୍ଲାଟଫର୍ମରେ ରହନ୍ତି, ତେବେ ସହଜ ପ୍ରକ୍ରିୟା, ଯେପରି ଆମେ ନୂତନ ବୃନ୍ଦାବନରେ କାର୍ଯ୍ୟ କରୁଛୁ, ଜପ କରୁଛୁ, ନାଚୁଛୁ, ଭଗବତ-ପ୍ରସାଦ ଖାଉଛୁ, ଭାଗବତ କିମ୍ବା ଭଗବଦ୍-ଗୀତା ଶୁଣୁଛୁ, ବୁଝିବାକୁ ଚେଷ୍ଟା କରୁଛୁ, ସରଳ ପ୍ରକ୍ରିୟା... ଏହା ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ । ଏବଂ ତୁମେ ଅଳ୍ପ ପ୍ରସାଦରେ ସନ୍ତୁଷ୍ଟ, ଏହା କ’ଣ ତାହା ଚିନ୍ତା କର ନାହିଁ । ଏହି ପ୍ରକ୍ରିୟା ତୁମକୁ ଦୃଢ କରିବ । ତେଣୁ ବିଚ୍ୟୁତ ହୁଅ ନାହିଁ । ସେଠାରେ କିଛି ସାମାନ୍ୟ ନୀତି ନିୟମ ଅଛି, ସେଗୁଡିକ ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ । କେବଳ ଏହି ନୀତି ଅବଲମ୍ବନ କରନ୍ତୁ, ହରେ କୃଷ୍ଣ ଜପ କରନ୍ତୁ, ପ୍ରସାଦ ଖାଆନ୍ତୁ, ଏବଂ ଆପଣଙ୍କ ଜୀବନ ସଫଳ ହେବ । ଏଠାରେ ନାରଦ ମୁନିଙ୍କ ଆଶ୍ଵାସନା ଅଛି ଯେ, 'ଯଦିଓ ସେ ପତିତ ହୁଅନ୍ତି, ତଥାପି, କୌଣସି କ୍ଷତି ନାହିଁ। କିନ୍ତୁ, ଅନ୍ୟପକ୍ଷରେ, ଯେଉଁମାନେ କୃଷ୍ଣ ଚେତନାରେ ନାହାଁନ୍ତି, ଯଦି ସେ ଅତି ନିୟମିତ ବ୍ୟବସାୟୀ କିମ୍ବା ନିୟମିତ କର୍ମୀ, ଅନେକ ଜିନିଷ, ତଥାପି, ତାଙ୍କର ଲାଭ କିଛି ନୁହେଁ '। "|Vanisource:690619 - Lecture SB 01.05.15-17 - New Vrindaban, USA|690619 - ପ୍ରବଚନ SB 01.05.15-17 - New Vrindaban, USA}}

Latest revision as of 05:05, 1 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି କାର୍ଯ୍ୟକଳାପ, କୃଷ୍ଣ ଭାବନାମୃତ କାର୍ଯ୍ୟକଳାପ କେବଳ ଧର୍ମପରାୟଣ ନୁହେଁ; ଏହା ଦିବ୍ୟ ଅଟେ। ତେଣୁ ଯଦି ଆପଣ କୃଷ୍ଣ ଭାବନାମୃତର ଏହି ପ୍ଲାଟଫର୍ମରେ ରହନ୍ତି, ତେବେ ସହଜ ପ୍ରକ୍ରିୟା, ଯେପରି ଆମେ ନୂତନ ବୃନ୍ଦାବନରେ କାର୍ଯ୍ୟ କରୁଛୁ, ଜପ କରୁଛୁ, ନାଚୁଛୁ, ଭଗବତ-ପ୍ରସାଦ ଖାଉଛୁ, ଭାଗବତ କିମ୍ବା ଭଗବଦ୍-ଗୀତା ଶୁଣୁଛୁ, ବୁଝିବାକୁ ଚେଷ୍ଟା କରୁଛୁ, ସରଳ ପ୍ରକ୍ରିୟା... ଏହା ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ । ଏବଂ ତୁମେ ଅଳ୍ପ ପ୍ରସାଦରେ ସନ୍ତୁଷ୍ଟ, ଏହା କ’ଣ ତାହା ଚିନ୍ତା କର ନାହିଁ । ଏହି ପ୍ରକ୍ରିୟା ତୁମକୁ ଦୃଢ କରିବ । ତେଣୁ ବିଚ୍ୟୁତ ହୁଅ ନାହିଁ । ସେଠାରେ କିଛି ସାମାନ୍ୟ ନୀତି ନିୟମ ଅଛି, ସେଗୁଡିକ ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ । କେବଳ ଏହି ନୀତି ଅବଲମ୍ବନ କରନ୍ତୁ, ହରେ କୃଷ୍ଣ ଜପ କରନ୍ତୁ, ପ୍ରସାଦ ଖାଆନ୍ତୁ, ଏବଂ ଆପଣଙ୍କ ଜୀବନ ସଫଳ ହେବ । ଏଠାରେ ନାରଦ ମୁନିଙ୍କ ଆଶ୍ଵାସନା ଅଛି ଯେ, 'ଯଦିଓ ସେ ପତିତ ହୁଅନ୍ତି, ତଥାପି, କୌଣସି କ୍ଷତି ନାହିଁ। କିନ୍ତୁ, ଅନ୍ୟପକ୍ଷରେ, ଯେଉଁମାନେ କୃଷ୍ଣ ଚେତନାରେ ନାହାଁନ୍ତି, ଯଦି ସେ ଅତି ନିୟମିତ ବ୍ୟବସାୟୀ କିମ୍ବା ନିୟମିତ କର୍ମୀ, ଅନେକ ଜିନିଷ, ତଥାପି, ତାଙ୍କର ଲାଭ କିଛି ନୁହେଁ '। "
690619 - ପ୍ରବଚନ SB 01.05.15-17 - New Vrindaban, USA