OR/690716c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୯ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୯]] | [[Category:OR/ଅମୃତ ବାଣୀ - ୧୯୬୯]] | ||
[[Category:OR/ଅମୃତ ବାଣୀ - Los Angeles]] | [[Category:OR/ଅମୃତ ବାଣୀ - Los Angeles]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/690716b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690716b|OR/690827 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690827}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690716IN-LOS_ANGELES_ND_01.mp3</mp3player>|"ତେଣୁ ଯେତେବେଳେ ଏହି ଭୌତିକ ପ୍ରଦୂଷଣର ଦୁଃଖ ବୁଝିପାରୁ ନାହିଁ, ସେତେବେଳେ ତାଙ୍କ ଜୀବନ ପଶୁ ଜୀବନ ଅଟେ। ସେ ଜାଣନ୍ତି ଯେ ସେ ଯନ୍ତ୍ରଣା ଭୋଗୁଛନ୍ତି, କିନ୍ତୁ ସେ କିଛି ନିର୍ବୋଧ ଉପାୟ ଦ୍ୱାରା ଯନ୍ତ୍ରଣାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି: ଭୁଲିଯିବା ଦ୍ୱାରା, ମଦ୍ୟପାନ ଦ୍ୱାରା, ନିଶାଗ୍ରହଣ କରି, ଏହା ଦ୍ୱାରା ତାହା ଦ୍ୱାରା । ସେ ତାଙ୍କର ଦୁଃଖ ବିଷୟରେ ଜାଣିଛନ୍ତି, କିନ୍ତୁ ସେ ନିଜ ଦୁଃଖକୁ ଏକ ନିର୍ବୋଧ ଉପାୟରେ ଘୋଡାଇବାକୁ ଚାହୁଁଛନ୍ତି। ଠେକୁଆ ପରି। ଠେକୁଆ ଯେତେବେଳେ କିଛି ଜଘନ୍ୟ ପଶୁଙ୍କ ସାମ୍ନାକୁ ଆସେ, ଠେକୁଆ ଆଖି ବନ୍ଦ କରିଦିଏ; ସେ ନିରାପଦରେ ବୋଲି ଭାବେ । ସେହିଭଳି, କେବଳ କୃତ୍ରିମ ଉପାୟରେ ଆମର ଦୁଃଖକୁ ଘୋଡାଇବାକୁ ଚେଷ୍ଟା କରିବା ତାହା ସମାଧାନ ନୁହେଁ। ତାହା ହେଉଛି ଅଜ୍ଞତା। ଆଧ୍ୟାତ୍ମିକ ଜୀବନର ଜ୍ଞାନ, ଆଧ୍ୟାତ୍ମିକ ସୁଖ ଦ୍ୱାରା ଦୁଃଖ ଦୂର ହୋଇପାରିବ। "|Vanisource:690716 - Lecture Initiation - Los Angeles|690716 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690716IN-LOS_ANGELES_ND_01.mp3</mp3player>|"ତେଣୁ ଯେତେବେଳେ ଏହି ଭୌତିକ ପ୍ରଦୂଷଣର ଦୁଃଖ ବୁଝିପାରୁ ନାହିଁ, ସେତେବେଳେ ତାଙ୍କ ଜୀବନ ପଶୁ ଜୀବନ ଅଟେ। ସେ ଜାଣନ୍ତି ଯେ ସେ ଯନ୍ତ୍ରଣା ଭୋଗୁଛନ୍ତି, କିନ୍ତୁ ସେ କିଛି ନିର୍ବୋଧ ଉପାୟ ଦ୍ୱାରା ଯନ୍ତ୍ରଣାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି: ଭୁଲିଯିବା ଦ୍ୱାରା, ମଦ୍ୟପାନ ଦ୍ୱାରା, ନିଶାଗ୍ରହଣ କରି, ଏହା ଦ୍ୱାରା ତାହା ଦ୍ୱାରା । ସେ ତାଙ୍କର ଦୁଃଖ ବିଷୟରେ ଜାଣିଛନ୍ତି, କିନ୍ତୁ ସେ ନିଜ ଦୁଃଖକୁ ଏକ ନିର୍ବୋଧ ଉପାୟରେ ଘୋଡାଇବାକୁ ଚାହୁଁଛନ୍ତି। ଠେକୁଆ ପରି। ଠେକୁଆ ଯେତେବେଳେ କିଛି ଜଘନ୍ୟ ପଶୁଙ୍କ ସାମ୍ନାକୁ ଆସେ, ଠେକୁଆ ଆଖି ବନ୍ଦ କରିଦିଏ; ସେ ନିରାପଦରେ ବୋଲି ଭାବେ । ସେହିଭଳି, କେବଳ କୃତ୍ରିମ ଉପାୟରେ ଆମର ଦୁଃଖକୁ ଘୋଡାଇବାକୁ ଚେଷ୍ଟା କରିବା ତାହା ସମାଧାନ ନୁହେଁ। ତାହା ହେଉଛି ଅଜ୍ଞତା। ଆଧ୍ୟାତ୍ମିକ ଜୀବନର ଜ୍ଞାନ, ଆଧ୍ୟାତ୍ମିକ ସୁଖ ଦ୍ୱାରା ଦୁଃଖ ଦୂର ହୋଇପାରିବ। "|Vanisource:690716 - Lecture Initiation - Los Angeles|690716 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ}} |
Latest revision as of 05:20, 5 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ଯେତେବେଳେ ଏହି ଭୌତିକ ପ୍ରଦୂଷଣର ଦୁଃଖ ବୁଝିପାରୁ ନାହିଁ, ସେତେବେଳେ ତାଙ୍କ ଜୀବନ ପଶୁ ଜୀବନ ଅଟେ। ସେ ଜାଣନ୍ତି ଯେ ସେ ଯନ୍ତ୍ରଣା ଭୋଗୁଛନ୍ତି, କିନ୍ତୁ ସେ କିଛି ନିର୍ବୋଧ ଉପାୟ ଦ୍ୱାରା ଯନ୍ତ୍ରଣାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି: ଭୁଲିଯିବା ଦ୍ୱାରା, ମଦ୍ୟପାନ ଦ୍ୱାରା, ନିଶାଗ୍ରହଣ କରି, ଏହା ଦ୍ୱାରା ତାହା ଦ୍ୱାରା । ସେ ତାଙ୍କର ଦୁଃଖ ବିଷୟରେ ଜାଣିଛନ୍ତି, କିନ୍ତୁ ସେ ନିଜ ଦୁଃଖକୁ ଏକ ନିର୍ବୋଧ ଉପାୟରେ ଘୋଡାଇବାକୁ ଚାହୁଁଛନ୍ତି। ଠେକୁଆ ପରି। ଠେକୁଆ ଯେତେବେଳେ କିଛି ଜଘନ୍ୟ ପଶୁଙ୍କ ସାମ୍ନାକୁ ଆସେ, ଠେକୁଆ ଆଖି ବନ୍ଦ କରିଦିଏ; ସେ ନିରାପଦରେ ବୋଲି ଭାବେ । ସେହିଭଳି, କେବଳ କୃତ୍ରିମ ଉପାୟରେ ଆମର ଦୁଃଖକୁ ଘୋଡାଇବାକୁ ଚେଷ୍ଟା କରିବା ତାହା ସମାଧାନ ନୁହେଁ। ତାହା ହେଉଛି ଅଜ୍ଞତା। ଆଧ୍ୟାତ୍ମିକ ଜୀବନର ଜ୍ଞାନ, ଆଧ୍ୟାତ୍ମିକ ସୁଖ ଦ୍ୱାରା ଦୁଃଖ ଦୂର ହୋଇପାରିବ। " |
690716 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ |