OR/691222b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/691222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|691222|OR/691223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|691223}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/691222SB-BOSTON_ND_02.mp3</mp3player>|"ସଫଳ ଜୀବନର ଅର୍ଥ ହେଉଛି ଆମର ଚେତନାକୁ କୃଷ୍ଣ ଚେତନାରେ ପରିଣତ କରିବା। ତାହା ହେଉଛି ସଫଳତା। ଲବଧ୍ଵା ସୁ-ଦୁର୍ଲଭଂ ଇଦଂ ବହୁ-ସମ୍ଭବାନ୍ତେ । ଅନେକ, ଅନେକ ଜନ୍ମ ପରେ, ମନୁଷ୍ୟମ୍, ଆମେ ଏହି ମାନବ ଜୀବନର ରୂପ ପାଇଛୁ। ତେଣୁ ଶାସ୍ତ୍ର କୁହନ୍ତି ତୁର୍ଣ୍ଣାମ ୟତେତ । ମୁଁ ବହୁତ ଖୁସି । ତୁମେ ସବୁ ଯୁବକ ବାଳକ ଏବଂ ଝିଅ, ତୁମେମାନେ ଭାଗ୍ୟବାନ । ମୁଁ ତୁମକୁ ଧୋକା ଦେଉନାହିଁ । ବାସ୍ତବରେ ତୁମେ ଭାଗ୍ୟବାନ । ତୁମେମାନେ ସଠିକ୍ ସ୍ଥାନକୁ ଆସିଛ, ଯେଉଁଠାରେ ତୁମେମାନେ କୃଷ୍ଣ ଚେତନା ଶିଖିପାରିବେ । ଏହା ହେଉଛି ଜୀବନର ସବୁଠାରୁ ବଡ ବରଦାନ । "|Vanisource:691222 - Lecture SB 02.01.01-5 - Boston|691222 - ପ୍ରବଚନ SB 02.01.01-5 - ବୋଷ୍ଟୋନ୍}}

Latest revision as of 05:06, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସଫଳ ଜୀବନର ଅର୍ଥ ହେଉଛି ଆମର ଚେତନାକୁ କୃଷ୍ଣ ଚେତନାରେ ପରିଣତ କରିବା। ତାହା ହେଉଛି ସଫଳତା। ଲବଧ୍ଵା ସୁ-ଦୁର୍ଲଭଂ ଇଦଂ ବହୁ-ସମ୍ଭବାନ୍ତେ । ଅନେକ, ଅନେକ ଜନ୍ମ ପରେ, ମନୁଷ୍ୟମ୍, ଆମେ ଏହି ମାନବ ଜୀବନର ରୂପ ପାଇଛୁ। ତେଣୁ ଶାସ୍ତ୍ର କୁହନ୍ତି ତୁର୍ଣ୍ଣାମ ୟତେତ । ମୁଁ ବହୁତ ଖୁସି । ତୁମେ ସବୁ ଯୁବକ ବାଳକ ଏବଂ ଝିଅ, ତୁମେମାନେ ଭାଗ୍ୟବାନ । ମୁଁ ତୁମକୁ ଧୋକା ଦେଉନାହିଁ । ବାସ୍ତବରେ ତୁମେ ଭାଗ୍ୟବାନ । ତୁମେମାନେ ସଠିକ୍ ସ୍ଥାନକୁ ଆସିଛ, ଯେଉଁଠାରେ ତୁମେମାନେ କୃଷ୍ଣ ଚେତନା ଶିଖିପାରିବେ । ଏହା ହେଉଛି ଜୀବନର ସବୁଠାରୁ ବଡ ବରଦାନ । "
691222 - ପ୍ରବଚନ SB 02.01.01-5 - ବୋଷ୍ଟୋନ୍