OR/Prabhupada 0037 - ଯେ କେହି କୃଷ୍ଣଙ୍କୁ ଜାଣନ୍ତି, ସେ ଗୁରୁ ଅଟେନ୍ତି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0037 - in all Languages Category:OR-Quotes - 1975 Category:OR-Quotes - Lec...") |
m (Text replacement - "...|Original" to "|Original") |
||
Line 7: | Line 7: | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0036 - ଆମ ଜୀବନର ଲକ୍ଷ୍ୟ | {{1080 videos navigation - All Languages|Oriya|OR/Prabhupada 0036 - ଆମ ଜୀବନର ଲକ୍ଷ୍ୟ|0036|OR/Prabhupada 0038 - ଜ୍ଞାନ ବେଦରୁ ଉତ୍ପନ|0038}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
<div class="center"> | <div class="center"> | ||
'''<big>[[Vaniquotes:Caitanya Mahaprabhu says that who is guru. Guru means yei krsna-tattva-vetta sei guru haya: "Anyone who knows Krsna, he is guru." Guru cannot be manufactured. Anyone who knows about Krsna as far as possible | '''<big>[[Vaniquotes:Caitanya Mahaprabhu says that who is guru. Guru means yei krsna-tattva-vetta sei guru haya: "Anyone who knows Krsna, he is guru." Guru cannot be manufactured. Anyone who knows about Krsna as far as possible|Original Vaniquotes page in English]]</big>''' | ||
</div> | </div> | ||
---- | ---- | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|Ib-MXw9-1IQ|ଯେ କେହି କୃଷ୍ଣଙ୍କୁ ଜାଣନ୍ତି, ସେ ଗୁରୁ ଅଟେନ୍ତି<br />- Prabhupāda 0037}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 32: | Line 32: | ||
ତେଣୁ ଆମେ କିପରି ଭଗବାନଙ୍କର ଶକ୍ତିକୁ ବୁଝିପାରିବା, ଆମେ କିପରି ତାଙ୍କର ରଚନାତ୍ମକ ଶକ୍ତିକୁ ବୁଝିପାରିବା, ଏବଂ ଭଗବାନଙ୍କର କ୍ଷମତା କ'ଣ, ସେ କିପରି ସବୁକିଛି କରିପାରୁଛନ୍ତି- ତାହା ମଧ୍ୟ ଏକ ମହାନ ବିଜ୍ଞାନ ଅଟେ । ତାହାକୁ କୃଷ୍ଣ ବିଜ୍ଞାନ କୁହାଯାଏ । କୃଷ୍ଣ-ତତ୍ଵ-ଜ୍ଞାନ । ଯେଇ କୃଷ୍ଣ-ତତ୍ଵ ବେତ୍ତା, ସେଇ ଗୁରୁ ହୟ ([[Vanisource:CC Madhya 8.128|CC Madhya 8.128]]) । ଚୈତନ୍ୟ ମହାପ୍ରଭୁ କୁହନ୍ତି ଯେ ଗୁରୁ କିଏ । ଗୁରୁ ଅର୍ଥାତ୍ ଯେଇ କୃଷ୍ଣ-ତତ୍ଵ ବେତ୍ତା, ସେଇ ଗୁରୁ ହୟ: ""ଯେ କେହି କୃଷ୍ଣଙ୍କୁ ଜାଣନ୍ତି, ସେ ଗୁରୁ ଅଟେନ୍ତି ।" ଗୁରୁଙ୍କୁ ନିର୍ମାଣ କରାଯାଇପାରିବ ନାହିଁ । ଯେ କେହି କୃଷ୍ଣଙ୍କ ସମ୍ଵନ୍ଧରେ ଯେତିକି ସମ୍ଭବ ସେତିକି ଜାଣିଛି... ଆମେ ଜାଣିପାରିବା ନାହିଁ । ଆମେ କୃଷ୍ଣଙ୍କୁ ଶତ ପ୍ରତିଶତ ଜାଣିପାରିବା ନାହିଁ । ତାହା ସମ୍ଭବ ନୁହେଁ । କୃଷ୍ଣଙ୍କର ବହୁ ଶକ୍ତି ଅଛି । ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ ([[Vanisource:CC Madhya 13.65|CC Madhya 13.65 ଭାବାର୍ଥ]]) । ଏକ ଶକ୍ତି ଏକ ପ୍ରକାରରେ କାମ କରୁଛି, ଅନ୍ୟ ଏକ ଶକ୍ତି ଅନ୍ୟ ଏକ ପ୍ରକାରରେ କାମ କରୁଛି । କିନ୍ତୁ ସେ ସମସ୍ତେ କୃଷ୍ଣଙ୍କର ଶକ୍ତି ଅଟନ୍ତି । ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ । | ତେଣୁ ଆମେ କିପରି ଭଗବାନଙ୍କର ଶକ୍ତିକୁ ବୁଝିପାରିବା, ଆମେ କିପରି ତାଙ୍କର ରଚନାତ୍ମକ ଶକ୍ତିକୁ ବୁଝିପାରିବା, ଏବଂ ଭଗବାନଙ୍କର କ୍ଷମତା କ'ଣ, ସେ କିପରି ସବୁକିଛି କରିପାରୁଛନ୍ତି- ତାହା ମଧ୍ୟ ଏକ ମହାନ ବିଜ୍ଞାନ ଅଟେ । ତାହାକୁ କୃଷ୍ଣ ବିଜ୍ଞାନ କୁହାଯାଏ । କୃଷ୍ଣ-ତତ୍ଵ-ଜ୍ଞାନ । ଯେଇ କୃଷ୍ଣ-ତତ୍ଵ ବେତ୍ତା, ସେଇ ଗୁରୁ ହୟ ([[Vanisource:CC Madhya 8.128|CC Madhya 8.128]]) । ଚୈତନ୍ୟ ମହାପ୍ରଭୁ କୁହନ୍ତି ଯେ ଗୁରୁ କିଏ । ଗୁରୁ ଅର୍ଥାତ୍ ଯେଇ କୃଷ୍ଣ-ତତ୍ଵ ବେତ୍ତା, ସେଇ ଗୁରୁ ହୟ: ""ଯେ କେହି କୃଷ୍ଣଙ୍କୁ ଜାଣନ୍ତି, ସେ ଗୁରୁ ଅଟେନ୍ତି ।" ଗୁରୁଙ୍କୁ ନିର୍ମାଣ କରାଯାଇପାରିବ ନାହିଁ । ଯେ କେହି କୃଷ୍ଣଙ୍କ ସମ୍ଵନ୍ଧରେ ଯେତିକି ସମ୍ଭବ ସେତିକି ଜାଣିଛି... ଆମେ ଜାଣିପାରିବା ନାହିଁ । ଆମେ କୃଷ୍ଣଙ୍କୁ ଶତ ପ୍ରତିଶତ ଜାଣିପାରିବା ନାହିଁ । ତାହା ସମ୍ଭବ ନୁହେଁ । କୃଷ୍ଣଙ୍କର ବହୁ ଶକ୍ତି ଅଛି । ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ ([[Vanisource:CC Madhya 13.65|CC Madhya 13.65 ଭାବାର୍ଥ]]) । ଏକ ଶକ୍ତି ଏକ ପ୍ରକାରରେ କାମ କରୁଛି, ଅନ୍ୟ ଏକ ଶକ୍ତି ଅନ୍ୟ ଏକ ପ୍ରକାରରେ କାମ କରୁଛି । କିନ୍ତୁ ସେ ସମସ୍ତେ କୃଷ୍ଣଙ୍କର ଶକ୍ତି ଅଟନ୍ତି । ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ । | ||
ମାୟାଧ୍ୟକ୍ଷେନ ପ୍ରକୃତିଃ ସୂୟତେ ସ ଚରାଚରମ୍ ([[Vanisource:BG 9.10|BG 9.10]]) । ପ୍ରକୃତି...ଆମେ ଏହି ଫୁଲକୁ ପ୍ରକୃତିରୁ ଆସିବାର ଦେଖୁଛୁ, ଏବଂ କେବଳ ଫୁଲ ନୁହେଁ, ବହୁତ କିଛି ବାହାରୁଛି- ବୀଜ ମାଧ୍ୟମରେ । ଗୋଲାପ ବୀଜ, ଗୋଲାପ ଗଛ ବାହାରିବ । ବେଲ ବୀଜ, ବେଲ ଗଛ ବାହାରିବ । ତେଣୁ ଏହା କିପରି ହେଉଛି? ସେହି ଭୂମି, ସେହି ପାଣି, ଏବଂ ମଧ୍ୟ ସେହି ବୀଜ ଦେଖିବାକୁ ସମାନ, କିନ୍ତୁ ଏହା ଭିନ୍ନ ଢ଼ଙ୍ଗରେ ବାହାରୁଛି । ଏହା କିପରି ସମ୍ଭବ? ତାହାକୁ ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ ସ୍ଵଭାବିକୀ ଜ୍ଞାନ କୁହାଯାଏ । ସାଧାରଣ ବ୍ୟକ୍ତି କିମ୍ଵା ତଥାକଥିତ ବୈଜ୍ଞାନିକ, ସେମାନେ କୁହନ୍ତି, "ଏହା ପ୍ରକୃତିର ଉତ୍ପାଦନ ଅଟେ ।" ସେମାନେ ଜାଣିନାହାଁନ୍ତି ପ୍ରକୃତି କ'ଣ, କିଏ ପ୍ରାକୃତିକ ଗତିବିଧିମାନଙ୍କର ପର୍ଯ୍ୟବେକ୍ଷଣ କରୁଛି, ଭୂତ ପ୍ରକୃତି, ଏହା କିପରି କାର୍ଯ୍ୟ କରୁଛି ? | ମାୟାଧ୍ୟକ୍ଷେନ ପ୍ରକୃତିଃ ସୂୟତେ ସ ଚରାଚରମ୍ ([[Vanisource:BG 9.10 (1972)|BG 9.10]]) । ପ୍ରକୃତି...ଆମେ ଏହି ଫୁଲକୁ ପ୍ରକୃତିରୁ ଆସିବାର ଦେଖୁଛୁ, ଏବଂ କେବଳ ଫୁଲ ନୁହେଁ, ବହୁତ କିଛି ବାହାରୁଛି- ବୀଜ ମାଧ୍ୟମରେ । ଗୋଲାପ ବୀଜ, ଗୋଲାପ ଗଛ ବାହାରିବ । ବେଲ ବୀଜ, ବେଲ ଗଛ ବାହାରିବ । ତେଣୁ ଏହା କିପରି ହେଉଛି? ସେହି ଭୂମି, ସେହି ପାଣି, ଏବଂ ମଧ୍ୟ ସେହି ବୀଜ ଦେଖିବାକୁ ସମାନ, କିନ୍ତୁ ଏହା ଭିନ୍ନ ଢ଼ଙ୍ଗରେ ବାହାରୁଛି । ଏହା କିପରି ସମ୍ଭବ? ତାହାକୁ ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ ସ୍ଵଭାବିକୀ ଜ୍ଞାନ କୁହାଯାଏ । ସାଧାରଣ ବ୍ୟକ୍ତି କିମ୍ଵା ତଥାକଥିତ ବୈଜ୍ଞାନିକ, ସେମାନେ କୁହନ୍ତି, "ଏହା ପ୍ରକୃତିର ଉତ୍ପାଦନ ଅଟେ ।" ସେମାନେ ଜାଣିନାହାଁନ୍ତି ପ୍ରକୃତି କ'ଣ, କିଏ ପ୍ରାକୃତିକ ଗତିବିଧିମାନଙ୍କର ପର୍ଯ୍ୟବେକ୍ଷଣ କରୁଛି, ଭୂତ ପ୍ରକୃତି, ଏହା କିପରି କାର୍ଯ୍ୟ କରୁଛି ? | ||
ତାହା ଭଗବଦ୍ ଗୀତାରେ କୁହାଯାଇଛି, ମାୟାଧ୍ୟକ୍ଷେଣ ([[Vanisource:BG 9.10|BG 9.10]]) । କୃଷ୍ଣ କହୁଛନ୍ତି, "ପ୍ରକୃତି ମୋ ପର୍ଯ୍ୟବେକ୍ଷଣରେ କାର୍ଯ୍ୟ କରୁଛି ।" ତାହା ତଥ୍ୟ ଅଟେ । ପ୍ରକୃତି, ପଦାର୍ଥ...ପଦାର୍ଥ ସ୍ଵତଃ ଏକତ୍ରିତ ହୁଏ ନାହିଁ । ଏହି ଗଗନଚୁମ୍ଵୀ କୋଠାଘରଗୁଡ଼ିକ, ସେମାନଙ୍କୁ ପଦାର୍ଥ ଦ୍ଵାରା ନିର୍ମାଣ କରାଯାଏ । କିନ୍ତୁ ପଦାର୍ଥ ସ୍ଵତଃ ଏହି ଗଗନଚୁମ୍ଵୀ କୋଠାଘର ନିର୍ମାଣ କରିବାକୁ ଅସେ ନାହିଁ । ତାହା ସମ୍ଭବ ନୁହେଁ । ସେଠାରେ ଏକ କ୍ଷୁଦ୍ର, ଅତି କ୍ଷୁଦ୍ର ଆତ୍ମା, ଯାନ୍ତ୍ରିକ କିମ୍ଵା ବସ୍ତୁକାର, ଯିଏ ଏହାକୁ ନିଏ ଏବଂ ଏହାକୁ ଅଳଂକୃତ କରେ ଏବଂ ଏକ ଗଗନଚୁମ୍ଵୀ କୋଠାଘର ନିର୍ମାଣ କରେ । ତାହା ଆମର ଅନୁଭବ । ତେଣୁ ଆମେ କିପରି କହିପାରିବା ଯେ ପଦାର୍ଥ ସ୍ଵଚାଳିତ ଭାବରେ କାର୍ଯ୍ୟ କରେ? ପଦାର୍ଥ ସ୍ଵତଃ କାର୍ଯ୍ୟ କରେ ନାହିଁ । ଏଥିପାଇଁ ଉଚ୍ଚ ବୁଦ୍ଧି, ଉଚ୍ଚ ପ୍ରତାରଣା ଅବଶ୍ୟକ, ସେଥିପାଇଁ ଉଚ୍ଚ ଅଦେଶର । ଯେପରିକି ଏହି ଭୌତିକ ଜଗତରେ ଆମେ ପାଇଥିବା ଉଚ୍ଚତମ ଆଦେଶ ହେଉଛି, ସୂର୍ଯ୍ୟ, ସୂର୍ଯ୍ୟଙ୍କର ଗତିବିଧି, ଉଷ୍ମଶକ୍ତ, ସୂର୍ଯ୍ୟଙ୍କର ପ୍ରକାଶ ଶକ୍ତି । ତେଣୁ ଏହାକୁ କିପରି ଉପଯୋଗ କରାଯାଉଛି? ତାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଅଛି: ଯସ୍ୟାଜ୍ଞୟା ଭ୍ରମତି ସମ୍ଭ୍ରତ କାଳ ଚକ୍ରୋ ଗୋବିନ୍ଦଂ ଅଦି ପୁରୁଷଂ ତଂ ଅହଂ ଭଜାମି । | ତାହା ଭଗବଦ୍ ଗୀତାରେ କୁହାଯାଇଛି, ମାୟାଧ୍ୟକ୍ଷେଣ ([[Vanisource:BG 9.10 (1972)|BG 9.10]]) । କୃଷ୍ଣ କହୁଛନ୍ତି, "ପ୍ରକୃତି ମୋ ପର୍ଯ୍ୟବେକ୍ଷଣରେ କାର୍ଯ୍ୟ କରୁଛି ।" ତାହା ତଥ୍ୟ ଅଟେ । ପ୍ରକୃତି, ପଦାର୍ଥ...ପଦାର୍ଥ ସ୍ଵତଃ ଏକତ୍ରିତ ହୁଏ ନାହିଁ । ଏହି ଗଗନଚୁମ୍ଵୀ କୋଠାଘରଗୁଡ଼ିକ, ସେମାନଙ୍କୁ ପଦାର୍ଥ ଦ୍ଵାରା ନିର୍ମାଣ କରାଯାଏ । କିନ୍ତୁ ପଦାର୍ଥ ସ୍ଵତଃ ଏହି ଗଗନଚୁମ୍ଵୀ କୋଠାଘର ନିର୍ମାଣ କରିବାକୁ ଅସେ ନାହିଁ । ତାହା ସମ୍ଭବ ନୁହେଁ । ସେଠାରେ ଏକ କ୍ଷୁଦ୍ର, ଅତି କ୍ଷୁଦ୍ର ଆତ୍ମା, ଯାନ୍ତ୍ରିକ କିମ୍ଵା ବସ୍ତୁକାର, ଯିଏ ଏହାକୁ ନିଏ ଏବଂ ଏହାକୁ ଅଳଂକୃତ କରେ ଏବଂ ଏକ ଗଗନଚୁମ୍ଵୀ କୋଠାଘର ନିର୍ମାଣ କରେ । ତାହା ଆମର ଅନୁଭବ । ତେଣୁ ଆମେ କିପରି କହିପାରିବା ଯେ ପଦାର୍ଥ ସ୍ଵଚାଳିତ ଭାବରେ କାର୍ଯ୍ୟ କରେ? ପଦାର୍ଥ ସ୍ଵତଃ କାର୍ଯ୍ୟ କରେ ନାହିଁ । ଏଥିପାଇଁ ଉଚ୍ଚ ବୁଦ୍ଧି, ଉଚ୍ଚ ପ୍ରତାରଣା ଅବଶ୍ୟକ, ସେଥିପାଇଁ ଉଚ୍ଚ ଅଦେଶର । ଯେପରିକି ଏହି ଭୌତିକ ଜଗତରେ ଆମେ ପାଇଥିବା ଉଚ୍ଚତମ ଆଦେଶ ହେଉଛି, ସୂର୍ଯ୍ୟ, ସୂର୍ଯ୍ୟଙ୍କର ଗତିବିଧି, ଉଷ୍ମଶକ୍ତ, ସୂର୍ଯ୍ୟଙ୍କର ପ୍ରକାଶ ଶକ୍ତି । ତେଣୁ ଏହାକୁ କିପରି ଉପଯୋଗ କରାଯାଉଛି? ତାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଅଛି: ଯସ୍ୟାଜ୍ଞୟା ଭ୍ରମତି ସମ୍ଭ୍ରତ କାଳ ଚକ୍ରୋ ଗୋବିନ୍ଦଂ ଅଦି ପୁରୁଷଂ ତଂ ଅହଂ ଭଜାମି । | ||
ଏହି ସୂର୍ଯ୍ୟଗ୍ରହ ମଧ୍ୟ ଏହି ଗ୍ରହ ପରି ଏକ ଗ୍ରହ ଅଟେ । ଯେପରି ଏହି ଗ୍ରହରେ ଅନେକ ଅଧ୍ୟକ୍ଷ ହୋଇପାରନ୍ତି, କିନ୍ତୁ ବିଗତ ସମୟରେ କେବଳ ଜଣେ ହିଁ ଅଧ୍ୟକ୍ଷ ଥିଲେ, ତେଣୁ ସେହିପରି, ପ୍ରତ୍ୟେକ ଗ୍ରହରେ ଜଣେ ଅଧ୍ୟକ୍ଷ ଅଛନ୍ତି । ସୂର୍ଯ୍ୟଗ୍ରହରେ, ଆମେ ଭଗବଦ୍ ଗୀତାରୁ ଏହି ଜ୍ଞାନ ପ୍ରାପ୍ତ କରୁ । କୃଷ୍ଣ କହୁଛନ୍ତି, ଇମଂ ବିବସ୍ଵତେ ଯୋଗଂ ପ୍ରୋକ୍ତ ବାନହମବ୍ୟୟମ୍ ([[Vanisource:BG 4.1|BG 4.1]]) "ମୁଁ ପ୍ରଥମେ ଭଗବଦ୍ ଗୀତାର ଏହି ବିଜ୍ଞାନ ବିବସ୍ଵାନଙ୍କୁ କହିଥିଲି ।" ବିବସ୍ଵାନ୍ ଅର୍ଥାତ୍ ସୂର୍ଯ୍ୟଗ୍ରହର ଅଧ୍ୟକ୍ଷ, ଏବଂ ତାଙ୍କର ପୁତ୍ର ମନୁ ଅଟନ୍ତି । ଏହା ହିଁ ସମୟ । ଏହି ସମୟ ଚାଲିଛି । ଏହାକୁ ବୈବସ୍ଵତ ମନୁ ଅବଦ୍ଧି କୁହାଯାଏ । ବୈବସ୍ଵତ ଅର୍ଥାତ୍ ବିବସ୍ଵାନଙ୍କଠାରୁ, ବିବସ୍ଵାନଙ୍କର ପୁତ୍ର । ତାଙ୍କୁ ବୈବସ୍ଵତ ମନୁ କୁହାଯାଏ । | ଏହି ସୂର୍ଯ୍ୟଗ୍ରହ ମଧ୍ୟ ଏହି ଗ୍ରହ ପରି ଏକ ଗ୍ରହ ଅଟେ । ଯେପରି ଏହି ଗ୍ରହରେ ଅନେକ ଅଧ୍ୟକ୍ଷ ହୋଇପାରନ୍ତି, କିନ୍ତୁ ବିଗତ ସମୟରେ କେବଳ ଜଣେ ହିଁ ଅଧ୍ୟକ୍ଷ ଥିଲେ, ତେଣୁ ସେହିପରି, ପ୍ରତ୍ୟେକ ଗ୍ରହରେ ଜଣେ ଅଧ୍ୟକ୍ଷ ଅଛନ୍ତି । ସୂର୍ଯ୍ୟଗ୍ରହରେ, ଆମେ ଭଗବଦ୍ ଗୀତାରୁ ଏହି ଜ୍ଞାନ ପ୍ରାପ୍ତ କରୁ । କୃଷ୍ଣ କହୁଛନ୍ତି, ଇମଂ ବିବସ୍ଵତେ ଯୋଗଂ ପ୍ରୋକ୍ତ ବାନହମବ୍ୟୟମ୍ ([[Vanisource:BG 4.1 (1972)|BG 4.1]]) "ମୁଁ ପ୍ରଥମେ ଭଗବଦ୍ ଗୀତାର ଏହି ବିଜ୍ଞାନ ବିବସ୍ଵାନଙ୍କୁ କହିଥିଲି ।" ବିବସ୍ଵାନ୍ ଅର୍ଥାତ୍ ସୂର୍ଯ୍ୟଗ୍ରହର ଅଧ୍ୟକ୍ଷ, ଏବଂ ତାଙ୍କର ପୁତ୍ର ମନୁ ଅଟନ୍ତି । ଏହା ହିଁ ସମୟ । ଏହି ସମୟ ଚାଲିଛି । ଏହାକୁ ବୈବସ୍ଵତ ମନୁ ଅବଦ୍ଧି କୁହାଯାଏ । ବୈବସ୍ଵତ ଅର୍ଥାତ୍ ବିବସ୍ଵାନଙ୍କଠାରୁ, ବିବସ୍ଵାନଙ୍କର ପୁତ୍ର । ତାଙ୍କୁ ବୈବସ୍ଵତ ମନୁ କୁହାଯାଏ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 17:10, 9 April 2021
Lecture on BG 7.1 -- Hong Kong, January 25, 1975
ତେଣୁ ଆମେ କିପରି ଭଗବାନଙ୍କର ଶକ୍ତିକୁ ବୁଝିପାରିବା, ଆମେ କିପରି ତାଙ୍କର ରଚନାତ୍ମକ ଶକ୍ତିକୁ ବୁଝିପାରିବା, ଏବଂ ଭଗବାନଙ୍କର କ୍ଷମତା କ'ଣ, ସେ କିପରି ସବୁକିଛି କରିପାରୁଛନ୍ତି- ତାହା ମଧ୍ୟ ଏକ ମହାନ ବିଜ୍ଞାନ ଅଟେ । ତାହାକୁ କୃଷ୍ଣ ବିଜ୍ଞାନ କୁହାଯାଏ । କୃଷ୍ଣ-ତତ୍ଵ-ଜ୍ଞାନ । ଯେଇ କୃଷ୍ଣ-ତତ୍ଵ ବେତ୍ତା, ସେଇ ଗୁରୁ ହୟ (CC Madhya 8.128) । ଚୈତନ୍ୟ ମହାପ୍ରଭୁ କୁହନ୍ତି ଯେ ଗୁରୁ କିଏ । ଗୁରୁ ଅର୍ଥାତ୍ ଯେଇ କୃଷ୍ଣ-ତତ୍ଵ ବେତ୍ତା, ସେଇ ଗୁରୁ ହୟ: ""ଯେ କେହି କୃଷ୍ଣଙ୍କୁ ଜାଣନ୍ତି, ସେ ଗୁରୁ ଅଟେନ୍ତି ।" ଗୁରୁଙ୍କୁ ନିର୍ମାଣ କରାଯାଇପାରିବ ନାହିଁ । ଯେ କେହି କୃଷ୍ଣଙ୍କ ସମ୍ଵନ୍ଧରେ ଯେତିକି ସମ୍ଭବ ସେତିକି ଜାଣିଛି... ଆମେ ଜାଣିପାରିବା ନାହିଁ । ଆମେ କୃଷ୍ଣଙ୍କୁ ଶତ ପ୍ରତିଶତ ଜାଣିପାରିବା ନାହିଁ । ତାହା ସମ୍ଭବ ନୁହେଁ । କୃଷ୍ଣଙ୍କର ବହୁ ଶକ୍ତି ଅଛି । ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ (CC Madhya 13.65 ଭାବାର୍ଥ) । ଏକ ଶକ୍ତି ଏକ ପ୍ରକାରରେ କାମ କରୁଛି, ଅନ୍ୟ ଏକ ଶକ୍ତି ଅନ୍ୟ ଏକ ପ୍ରକାରରେ କାମ କରୁଛି । କିନ୍ତୁ ସେ ସମସ୍ତେ କୃଷ୍ଣଙ୍କର ଶକ୍ତି ଅଟନ୍ତି । ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ ।
ମାୟାଧ୍ୟକ୍ଷେନ ପ୍ରକୃତିଃ ସୂୟତେ ସ ଚରାଚରମ୍ (BG 9.10) । ପ୍ରକୃତି...ଆମେ ଏହି ଫୁଲକୁ ପ୍ରକୃତିରୁ ଆସିବାର ଦେଖୁଛୁ, ଏବଂ କେବଳ ଫୁଲ ନୁହେଁ, ବହୁତ କିଛି ବାହାରୁଛି- ବୀଜ ମାଧ୍ୟମରେ । ଗୋଲାପ ବୀଜ, ଗୋଲାପ ଗଛ ବାହାରିବ । ବେଲ ବୀଜ, ବେଲ ଗଛ ବାହାରିବ । ତେଣୁ ଏହା କିପରି ହେଉଛି? ସେହି ଭୂମି, ସେହି ପାଣି, ଏବଂ ମଧ୍ୟ ସେହି ବୀଜ ଦେଖିବାକୁ ସମାନ, କିନ୍ତୁ ଏହା ଭିନ୍ନ ଢ଼ଙ୍ଗରେ ବାହାରୁଛି । ଏହା କିପରି ସମ୍ଭବ? ତାହାକୁ ପରାସ୍ୟ ଶକ୍ତିର ବିବିଧେବ ଶ୍ରୃୟତେ ସ୍ଵଭାବିକୀ ଜ୍ଞାନ କୁହାଯାଏ । ସାଧାରଣ ବ୍ୟକ୍ତି କିମ୍ଵା ତଥାକଥିତ ବୈଜ୍ଞାନିକ, ସେମାନେ କୁହନ୍ତି, "ଏହା ପ୍ରକୃତିର ଉତ୍ପାଦନ ଅଟେ ।" ସେମାନେ ଜାଣିନାହାଁନ୍ତି ପ୍ରକୃତି କ'ଣ, କିଏ ପ୍ରାକୃତିକ ଗତିବିଧିମାନଙ୍କର ପର୍ଯ୍ୟବେକ୍ଷଣ କରୁଛି, ଭୂତ ପ୍ରକୃତି, ଏହା କିପରି କାର୍ଯ୍ୟ କରୁଛି ?
ତାହା ଭଗବଦ୍ ଗୀତାରେ କୁହାଯାଇଛି, ମାୟାଧ୍ୟକ୍ଷେଣ (BG 9.10) । କୃଷ୍ଣ କହୁଛନ୍ତି, "ପ୍ରକୃତି ମୋ ପର୍ଯ୍ୟବେକ୍ଷଣରେ କାର୍ଯ୍ୟ କରୁଛି ।" ତାହା ତଥ୍ୟ ଅଟେ । ପ୍ରକୃତି, ପଦାର୍ଥ...ପଦାର୍ଥ ସ୍ଵତଃ ଏକତ୍ରିତ ହୁଏ ନାହିଁ । ଏହି ଗଗନଚୁମ୍ଵୀ କୋଠାଘରଗୁଡ଼ିକ, ସେମାନଙ୍କୁ ପଦାର୍ଥ ଦ୍ଵାରା ନିର୍ମାଣ କରାଯାଏ । କିନ୍ତୁ ପଦାର୍ଥ ସ୍ଵତଃ ଏହି ଗଗନଚୁମ୍ଵୀ କୋଠାଘର ନିର୍ମାଣ କରିବାକୁ ଅସେ ନାହିଁ । ତାହା ସମ୍ଭବ ନୁହେଁ । ସେଠାରେ ଏକ କ୍ଷୁଦ୍ର, ଅତି କ୍ଷୁଦ୍ର ଆତ୍ମା, ଯାନ୍ତ୍ରିକ କିମ୍ଵା ବସ୍ତୁକାର, ଯିଏ ଏହାକୁ ନିଏ ଏବଂ ଏହାକୁ ଅଳଂକୃତ କରେ ଏବଂ ଏକ ଗଗନଚୁମ୍ଵୀ କୋଠାଘର ନିର୍ମାଣ କରେ । ତାହା ଆମର ଅନୁଭବ । ତେଣୁ ଆମେ କିପରି କହିପାରିବା ଯେ ପଦାର୍ଥ ସ୍ଵଚାଳିତ ଭାବରେ କାର୍ଯ୍ୟ କରେ? ପଦାର୍ଥ ସ୍ଵତଃ କାର୍ଯ୍ୟ କରେ ନାହିଁ । ଏଥିପାଇଁ ଉଚ୍ଚ ବୁଦ୍ଧି, ଉଚ୍ଚ ପ୍ରତାରଣା ଅବଶ୍ୟକ, ସେଥିପାଇଁ ଉଚ୍ଚ ଅଦେଶର । ଯେପରିକି ଏହି ଭୌତିକ ଜଗତରେ ଆମେ ପାଇଥିବା ଉଚ୍ଚତମ ଆଦେଶ ହେଉଛି, ସୂର୍ଯ୍ୟ, ସୂର୍ଯ୍ୟଙ୍କର ଗତିବିଧି, ଉଷ୍ମଶକ୍ତ, ସୂର୍ଯ୍ୟଙ୍କର ପ୍ରକାଶ ଶକ୍ତି । ତେଣୁ ଏହାକୁ କିପରି ଉପଯୋଗ କରାଯାଉଛି? ତାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଅଛି: ଯସ୍ୟାଜ୍ଞୟା ଭ୍ରମତି ସମ୍ଭ୍ରତ କାଳ ଚକ୍ରୋ ଗୋବିନ୍ଦଂ ଅଦି ପୁରୁଷଂ ତଂ ଅହଂ ଭଜାମି ।
ଏହି ସୂର୍ଯ୍ୟଗ୍ରହ ମଧ୍ୟ ଏହି ଗ୍ରହ ପରି ଏକ ଗ୍ରହ ଅଟେ । ଯେପରି ଏହି ଗ୍ରହରେ ଅନେକ ଅଧ୍ୟକ୍ଷ ହୋଇପାରନ୍ତି, କିନ୍ତୁ ବିଗତ ସମୟରେ କେବଳ ଜଣେ ହିଁ ଅଧ୍ୟକ୍ଷ ଥିଲେ, ତେଣୁ ସେହିପରି, ପ୍ରତ୍ୟେକ ଗ୍ରହରେ ଜଣେ ଅଧ୍ୟକ୍ଷ ଅଛନ୍ତି । ସୂର୍ଯ୍ୟଗ୍ରହରେ, ଆମେ ଭଗବଦ୍ ଗୀତାରୁ ଏହି ଜ୍ଞାନ ପ୍ରାପ୍ତ କରୁ । କୃଷ୍ଣ କହୁଛନ୍ତି, ଇମଂ ବିବସ୍ଵତେ ଯୋଗଂ ପ୍ରୋକ୍ତ ବାନହମବ୍ୟୟମ୍ (BG 4.1) "ମୁଁ ପ୍ରଥମେ ଭଗବଦ୍ ଗୀତାର ଏହି ବିଜ୍ଞାନ ବିବସ୍ଵାନଙ୍କୁ କହିଥିଲି ।" ବିବସ୍ଵାନ୍ ଅର୍ଥାତ୍ ସୂର୍ଯ୍ୟଗ୍ରହର ଅଧ୍ୟକ୍ଷ, ଏବଂ ତାଙ୍କର ପୁତ୍ର ମନୁ ଅଟନ୍ତି । ଏହା ହିଁ ସମୟ । ଏହି ସମୟ ଚାଲିଛି । ଏହାକୁ ବୈବସ୍ଵତ ମନୁ ଅବଦ୍ଧି କୁହାଯାଏ । ବୈବସ୍ଵତ ଅର୍ଥାତ୍ ବିବସ୍ଵାନଙ୍କଠାରୁ, ବିବସ୍ଵାନଙ୍କର ପୁତ୍ର । ତାଙ୍କୁ ବୈବସ୍ଵତ ମନୁ କୁହାଯାଏ ।