OR/690503c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690503b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690503b|OR/690505 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690505}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690503LE-BOSTON_ND_03.mp3</mp3player>|"ଯଦି ତୁମେ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିଚାଲ, ତୁମର ଲାଭର ପ୍ରଥମ କିସ୍ତି ହେବ ଯେ ତୁମେ ବୁଝିବ ଯେ ତୁମେ ଏହି ଶରୀର ନୁହଁ, ତୁମେ ଆତ୍ମା, ଯାହା ବୁଝିବା ପାଇଁ ଅତି କମରେ ଅନେକ ବର୍ଷ ଲାଗେ, ଯେ 'ମୁଁ ଶରୀର ନୁହେଁ '। ସମସ୍ତେ ... ତୁମେ କାହାକୁବି ପଚାର, 'ତୁମେ କଣ? ' ସେ କହିବେ, 'ମୁଁ ଏହା, ସାର୍, ଏହା ଏବଂ ସେୟା'। 'ମୁଁ ଆମେରିକୀୟ', 'ମୁଁ ଏହି ଶରୀର', 'ମୁଁ ସେହି ଶରୀର'। କିନ୍ତୁ କେହି ଜାଣନ୍ତି ନାହିଁ ଯେ ସେ ଏହି ଶରୀର ନୁହଁନ୍ତି। କିନ୍ତୁ ଯଦି ତୁମେ ଜପ କର ଏହି ହରେ କୃଷ୍ଣ ମନ୍ତ୍ର, ତୁମର ଲାଭର ପ୍ରଥମ କିସ୍ତି ହେବ ଯେ ତୁମେ ନିଜକୁ ଅନୁଭବ କରିବ, ଅହଂ ବ୍ରହ୍ମାସ୍ମୀ: 'ମୁଁ ଏହି ଶରୀର ନୁହେଁ, କିନ୍ତୁ ମୁଁ ଆତ୍ମା ଅଟେ। ମୁଁ ପରମପୁରୁଷ ଭଗବାନଙ୍କ ଅଂଶବିଶେଷ ଅଟେ। ତୁମେ ବୁଝିବାର ଏହି ସ୍ଥରକୁ ଆସିବା ମାତ୍ରେ, ତା' ପରବର୍ତ୍ତୀ ପର୍ଯ୍ୟାୟ ହେବ ତୁମେ ପ୍ରଫୁଲୀତ ହେବ। "|Vanisource:690503 - Lecture at Arlington Street Church - Boston|690503 - ପ୍ରବଚନ at Arlington Street Church - ବୋଷ୍ଟୋନ୍}}

Latest revision as of 05:05, 21 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିଚାଲ, ତୁମର ଲାଭର ପ୍ରଥମ କିସ୍ତି ହେବ ଯେ ତୁମେ ବୁଝିବ ଯେ ତୁମେ ଏହି ଶରୀର ନୁହଁ, ତୁମେ ଆତ୍ମା, ଯାହା ବୁଝିବା ପାଇଁ ଅତି କମରେ ଅନେକ ବର୍ଷ ଲାଗେ, ଯେ 'ମୁଁ ଶରୀର ନୁହେଁ '। ସମସ୍ତେ ... ତୁମେ କାହାକୁବି ପଚାର, 'ତୁମେ କଣ? ' ସେ କହିବେ, 'ମୁଁ ଏହା, ସାର୍, ଏହା ଏବଂ ସେୟା'। 'ମୁଁ ଆମେରିକୀୟ', 'ମୁଁ ଏହି ଶରୀର', 'ମୁଁ ସେହି ଶରୀର'। କିନ୍ତୁ କେହି ଜାଣନ୍ତି ନାହିଁ ଯେ ସେ ଏହି ଶରୀର ନୁହଁନ୍ତି। କିନ୍ତୁ ଯଦି ତୁମେ ଜପ କର ଏହି ହରେ କୃଷ୍ଣ ମନ୍ତ୍ର, ତୁମର ଲାଭର ପ୍ରଥମ କିସ୍ତି ହେବ ଯେ ତୁମେ ନିଜକୁ ଅନୁଭବ କରିବ, ଅହଂ ବ୍ରହ୍ମାସ୍ମୀ: 'ମୁଁ ଏହି ଶରୀର ନୁହେଁ, କିନ୍ତୁ ମୁଁ ଆତ୍ମା ଅଟେ। ମୁଁ ପରମପୁରୁଷ ଭଗବାନଙ୍କ ଅଂଶବିଶେଷ ଅଟେ। ତୁମେ ବୁଝିବାର ଏହି ସ୍ଥରକୁ ଆସିବା ମାତ୍ରେ, ତା' ପରବର୍ତ୍ତୀ ପର୍ଯ୍ୟାୟ ହେବ ତୁମେ ପ୍ରଫୁଲୀତ ହେବ। "
690503 - ପ୍ରବଚନ at Arlington Street Church - ବୋଷ୍ଟୋନ୍