OR/690509b ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୯ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୯]] | [[Category:OR/ଅମୃତ ବାଣୀ - ୧୯୬୯]] | ||
[[Category:OR/ଅମୃତ ବାଣୀ - କଲମ୍ବସ୍]] | [[Category:OR/ଅମୃତ ବାଣୀ - କଲମ୍ବସ୍]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/690509 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690509|OR/690510 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690510}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690509TO-COLUMBUS_ND_02.mp3</mp3player>|"ତେଣୁ ଏହି ମହାଭାରତ ଇତିହାସ ଏହି ଶ୍ରେଣୀଗୁଡିକ ପାଇଁ ସ୍ଵତନ୍ତ୍ର ଭାବରେ ଉଦ୍ଦିଷ୍ଟ ଥିଲା: ମହିଳା, ଶ୍ରମିକ ଶ୍ରେଣୀ ଏବଂ ଏହି ଦ୍ୱିଜାବନ୍ଧୁ ଶ୍ରେଣୀ, କିମ୍ବା ତଥାକଥିତ ବ୍ରାହ୍ମଣ ଏବଂ କ୍ଷତ୍ରିୟ । କିନ୍ତୁ ତଥାପି ଯଦି ଆପଣ ମହାଭାରତ ପଢନ୍ତି ତେବେ ଆପଣ ଜାଣିପାରିବେ ଯେ ଏହା ଏଇ ସମୟର ସର୍ବଶ୍ରେଷ୍ଠ ପଣ୍ଡିତଙ୍କ ପାଇଁ ମଧ୍ୟ କଷ୍ଟକର । ଭଗବଦ୍-ଗୀତା ପରି। ଭଗବଦ୍-ଗୀତା ମହାଭାରତରେ ସ୍ଥାପିତ ହୋଇଛି ଏବଂ ମୂଳତଃ ଏହା କମ୍ ବୁଦ୍ଧିମାନ ଶ୍ରେଣୀର ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ତୁମେ କେବଳ ବୁଝିବାକୁ ଚେଷ୍ଟା କରିପାରିବ ଯେ ସେହି ଦିନରେ କେଉଁ ଶ୍ରେଣୀର ପୁରୁଷ ବିଦ୍ୟମାନ ଥିଲେ। ପ୍ରକୃତରେ ଏହା ଥିଲା । ଭଗବଦ୍-ଗୀତା ଏତେ ସୁନ୍ଦର ଦାର୍ଶନିକ ଆଧ୍ୟାତ୍ମିକ ପୁସ୍ତକ, ଯଦିଓ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ଶିକ୍ଷା ଦିଆଯାଇଥିଲା। ତେଣୁ ଯୁଦ୍ଧକ୍ଷେତ୍ରରେ ସେ କେତେ ସମୟ ଦେଇ ପାରିବେ? ଏବଂ ସେ ଯୁଦ୍ଧ କରିବାକୁ ଯାଉଥିବା ସମୟରେ ସେ ଭାବିଲେ, 'ଓଃ, କାହିଁକି ମୁଁ ଯୁଦ୍ଧ କରିବି?' । ତେଣୁ କୃଷ୍ଣଙ୍କ ଦ୍ଵାରା କିଛି ନିର୍ଦ୍ଦେଶ ଦିଆଯାଇଥିଲା - ତେଣୁ ଆପଣ କଳ୍ପନା କରିପାରିବେ, ପ୍ରାୟ ଅଧ ଘଣ୍ଟା କିମ୍ବା ପ୍ରାୟ ଏକ ଘଣ୍ଟା ସେ କଥାବାର୍ତ୍ତା କରିଥିଲେ - ଏବଂ ସେ ସମଗ୍ର ଭଗବଦ୍-ଗୀତକୁ ବୁଝଥିଲେ। ତେବେ ଅର୍ଜୁନ କେଉଁ ଶ୍ରେଣୀର ମଣିଷ ଥିଲେ? ସେଇ ସମାନ ଭଗବତ-ଗୀତା, ଏହି ଯୁଗର ବହୁତ ବଡ ପଣ୍ଡିତ, ସେମାନେ ବୁଝିପାରିବେ ନାହିଁ। ଅର୍ଜୁନ ଏହାକୁ ଅଧ ଘଣ୍ଟା ମଧ୍ୟରେ ବୁଝିଥିଲେ। "|Vanisource:690509 - Lecture Temple Opening - Columbus|690509 - ପ୍ରବଚନ Temple Opening - କଲମ୍ବସ୍}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690509TO-COLUMBUS_ND_02.mp3</mp3player>|"ତେଣୁ ଏହି ମହାଭାରତ ଇତିହାସ ଏହି ଶ୍ରେଣୀଗୁଡିକ ପାଇଁ ସ୍ଵତନ୍ତ୍ର ଭାବରେ ଉଦ୍ଦିଷ୍ଟ ଥିଲା: ମହିଳା, ଶ୍ରମିକ ଶ୍ରେଣୀ ଏବଂ ଏହି ଦ୍ୱିଜାବନ୍ଧୁ ଶ୍ରେଣୀ, କିମ୍ବା ତଥାକଥିତ ବ୍ରାହ୍ମଣ ଏବଂ କ୍ଷତ୍ରିୟ । କିନ୍ତୁ ତଥାପି ଯଦି ଆପଣ ମହାଭାରତ ପଢନ୍ତି ତେବେ ଆପଣ ଜାଣିପାରିବେ ଯେ ଏହା ଏଇ ସମୟର ସର୍ବଶ୍ରେଷ୍ଠ ପଣ୍ଡିତଙ୍କ ପାଇଁ ମଧ୍ୟ କଷ୍ଟକର । ଭଗବଦ୍-ଗୀତା ପରି। ଭଗବଦ୍-ଗୀତା ମହାଭାରତରେ ସ୍ଥାପିତ ହୋଇଛି ଏବଂ ମୂଳତଃ ଏହା କମ୍ ବୁଦ୍ଧିମାନ ଶ୍ରେଣୀର ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ତୁମେ କେବଳ ବୁଝିବାକୁ ଚେଷ୍ଟା କରିପାରିବ ଯେ ସେହି ଦିନରେ କେଉଁ ଶ୍ରେଣୀର ପୁରୁଷ ବିଦ୍ୟମାନ ଥିଲେ। ପ୍ରକୃତରେ ଏହା ଥିଲା । ଭଗବଦ୍-ଗୀତା ଏତେ ସୁନ୍ଦର ଦାର୍ଶନିକ ଆଧ୍ୟାତ୍ମିକ ପୁସ୍ତକ, ଯଦିଓ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ଶିକ୍ଷା ଦିଆଯାଇଥିଲା। ତେଣୁ ଯୁଦ୍ଧକ୍ଷେତ୍ରରେ ସେ କେତେ ସମୟ ଦେଇ ପାରିବେ? ଏବଂ ସେ ଯୁଦ୍ଧ କରିବାକୁ ଯାଉଥିବା ସମୟରେ ସେ ଭାବିଲେ, 'ଓଃ, କାହିଁକି ମୁଁ ଯୁଦ୍ଧ କରିବି?' । ତେଣୁ କୃଷ୍ଣଙ୍କ ଦ୍ଵାରା କିଛି ନିର୍ଦ୍ଦେଶ ଦିଆଯାଇଥିଲା - ତେଣୁ ଆପଣ କଳ୍ପନା କରିପାରିବେ, ପ୍ରାୟ ଅଧ ଘଣ୍ଟା କିମ୍ବା ପ୍ରାୟ ଏକ ଘଣ୍ଟା ସେ କଥାବାର୍ତ୍ତା କରିଥିଲେ - ଏବଂ ସେ ସମଗ୍ର ଭଗବଦ୍-ଗୀତକୁ ବୁଝଥିଲେ। ତେବେ ଅର୍ଜୁନ କେଉଁ ଶ୍ରେଣୀର ମଣିଷ ଥିଲେ? ସେଇ ସମାନ ଭଗବତ-ଗୀତା, ଏହି ଯୁଗର ବହୁତ ବଡ ପଣ୍ଡିତ, ସେମାନେ ବୁଝିପାରିବେ ନାହିଁ। ଅର୍ଜୁନ ଏହାକୁ ଅଧ ଘଣ୍ଟା ମଧ୍ୟରେ ବୁଝିଥିଲେ। "|Vanisource:690509 - Lecture Temple Opening - Columbus|690509 - ପ୍ରବଚନ Temple Opening - କଲମ୍ବସ୍}} |
Latest revision as of 05:06, 21 April 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ଏହି ମହାଭାରତ ଇତିହାସ ଏହି ଶ୍ରେଣୀଗୁଡିକ ପାଇଁ ସ୍ଵତନ୍ତ୍ର ଭାବରେ ଉଦ୍ଦିଷ୍ଟ ଥିଲା: ମହିଳା, ଶ୍ରମିକ ଶ୍ରେଣୀ ଏବଂ ଏହି ଦ୍ୱିଜାବନ୍ଧୁ ଶ୍ରେଣୀ, କିମ୍ବା ତଥାକଥିତ ବ୍ରାହ୍ମଣ ଏବଂ କ୍ଷତ୍ରିୟ । କିନ୍ତୁ ତଥାପି ଯଦି ଆପଣ ମହାଭାରତ ପଢନ୍ତି ତେବେ ଆପଣ ଜାଣିପାରିବେ ଯେ ଏହା ଏଇ ସମୟର ସର୍ବଶ୍ରେଷ୍ଠ ପଣ୍ଡିତଙ୍କ ପାଇଁ ମଧ୍ୟ କଷ୍ଟକର । ଭଗବଦ୍-ଗୀତା ପରି। ଭଗବଦ୍-ଗୀତା ମହାଭାରତରେ ସ୍ଥାପିତ ହୋଇଛି ଏବଂ ମୂଳତଃ ଏହା କମ୍ ବୁଦ୍ଧିମାନ ଶ୍ରେଣୀର ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ତୁମେ କେବଳ ବୁଝିବାକୁ ଚେଷ୍ଟା କରିପାରିବ ଯେ ସେହି ଦିନରେ କେଉଁ ଶ୍ରେଣୀର ପୁରୁଷ ବିଦ୍ୟମାନ ଥିଲେ। ପ୍ରକୃତରେ ଏହା ଥିଲା । ଭଗବଦ୍-ଗୀତା ଏତେ ସୁନ୍ଦର ଦାର୍ଶନିକ ଆଧ୍ୟାତ୍ମିକ ପୁସ୍ତକ, ଯଦିଓ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ଶିକ୍ଷା ଦିଆଯାଇଥିଲା। ତେଣୁ ଯୁଦ୍ଧକ୍ଷେତ୍ରରେ ସେ କେତେ ସମୟ ଦେଇ ପାରିବେ? ଏବଂ ସେ ଯୁଦ୍ଧ କରିବାକୁ ଯାଉଥିବା ସମୟରେ ସେ ଭାବିଲେ, 'ଓଃ, କାହିଁକି ମୁଁ ଯୁଦ୍ଧ କରିବି?' । ତେଣୁ କୃଷ୍ଣଙ୍କ ଦ୍ଵାରା କିଛି ନିର୍ଦ୍ଦେଶ ଦିଆଯାଇଥିଲା - ତେଣୁ ଆପଣ କଳ୍ପନା କରିପାରିବେ, ପ୍ରାୟ ଅଧ ଘଣ୍ଟା କିମ୍ବା ପ୍ରାୟ ଏକ ଘଣ୍ଟା ସେ କଥାବାର୍ତ୍ତା କରିଥିଲେ - ଏବଂ ସେ ସମଗ୍ର ଭଗବଦ୍-ଗୀତକୁ ବୁଝଥିଲେ। ତେବେ ଅର୍ଜୁନ କେଉଁ ଶ୍ରେଣୀର ମଣିଷ ଥିଲେ? ସେଇ ସମାନ ଭଗବତ-ଗୀତା, ଏହି ଯୁଗର ବହୁତ ବଡ ପଣ୍ଡିତ, ସେମାନେ ବୁଝିପାରିବେ ନାହିଁ। ଅର୍ଜୁନ ଏହାକୁ ଅଧ ଘଣ୍ଟା ମଧ୍ୟରେ ବୁଝିଥିଲେ। " |
690509 - ପ୍ରବଚନ Temple Opening - କଲମ୍ବସ୍ |