OR/690916b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690916 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690916|OR/690917 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690917}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690916LE-LONDON_ND_02.mp3</mp3player>|"ସୁଖର ଅର୍ଥ ହେଉଛି ଅସୀମିତ, ଅବରୋଧିତ ସୁଖ, କୌଣସି ସର୍ତ୍ତ ବିନା । ତାହା ହେଉଛି ପ୍ରକୃତ ସୁଖ। ଯଦି ପ୍ରତିବନ୍ଧକ ଅଛି, ଯଦି ସର୍ତ୍ତ ଅଛି ... ଠିକ୍ ଏଠାକାର ପରି, ଯଦି ମୁଁ ଏକ ରେଷ୍ଟୁରାଣ୍ଟକୁ ଯାଏ, ସର୍ତ୍ତଟି ହେଉଛି ସର୍ବପ୍ରଥମେ ଧନ ଜମାକର, ତାପରେ ତୁମେ କିଛି ଉପଭୋଗ କର । ସେହିପରି ଭାବରେ, ଯଦି ମୋତେ ଏକ ସୁନ୍ଦର ଆପାର୍ଟମେଣ୍ଟ, ଏକ ସୁନ୍ଦର ଘର ଉପଭୋଗ କରିବାକୁ ଇଛା, ସର୍ବପ୍ରଥମେ ଏତେ ଟଙ୍କା, ଏତେ ପାଉଣ୍ଡ ଦିଅ, ଏବଂ ତା'ପରେ ଉପଭୋଗ କରିବ । ସର୍ତ୍ତ ଅଛି । କିନ୍ତୁ ବ୍ରହ୍ମ-ସୌଖ୍ୟମ୍ ରେ ଏପରି କିଛି ସର୍ତ୍ତ ନାହିଁ । ଯଦି ତୁମେ ସରଳ ଭାବରେ, ଯଦି ତୁମେ ସେହି ପ୍ଲାଟଫର୍ମ ନିକଟକୁ ଯାଇ ପାରିବ, ତେବେ ... ଏହାର ଅର୍ଥ ହେଉଛି, ରାମ । ଇତି ରାମ-ପଦେନାସୌ ପରଂ ବ୍ରହ୍ମ ଇତି ଅବିଧୀୟତେ  ([[Vanisource:CC Madhya 9.29|ଚ.ଚ. ମଧ୍ୟ ୯.୨୯]]) । ରାମ । ରାମ ଅର୍ଥ ରାମନ । ରାମ । ପରମପୁରୁଷ ଭଗବାନ ରାମ ।  ଯଦି ତୁମେ ତାଙ୍କ ସହିତ ଜଡିତ ହୁଅ, ରାମ କିମ୍ବା କୃଷ୍ଣ କିମ୍ବା ବିଷ୍ଣୁ, ନାରାୟଣ... ନାରାୟଣ ପରା ଅବ୍ୟକ୍ତାତ  । ସେ ଦିବ୍ୟ । ତେଣୁ ଯେକୌଣସି ପ୍ରକାର, ଯଦି ତୁମେ ତାଙ୍କ ସହିତ ସଙ୍ଗ କର, ଯଦି ତୁମେ ସେହି ପଦବୀକୁ ଉନ୍ନୀତ ହୁଅ, ତେବେ ତୁମେ ଅନନ୍ତ, ଅସୀମ ସୁଖ ପାଇବ ।"|Vanisource:690916 - Lecture - London|690916 - ପ୍ରବଚନ - ଲଣ୍ଡନ}}

Latest revision as of 05:02, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସୁଖର ଅର୍ଥ ହେଉଛି ଅସୀମିତ, ଅବରୋଧିତ ସୁଖ, କୌଣସି ସର୍ତ୍ତ ବିନା । ତାହା ହେଉଛି ପ୍ରକୃତ ସୁଖ। ଯଦି ପ୍ରତିବନ୍ଧକ ଅଛି, ଯଦି ସର୍ତ୍ତ ଅଛି ... ଠିକ୍ ଏଠାକାର ପରି, ଯଦି ମୁଁ ଏକ ରେଷ୍ଟୁରାଣ୍ଟକୁ ଯାଏ, ସର୍ତ୍ତଟି ହେଉଛି ସର୍ବପ୍ରଥମେ ଧନ ଜମାକର, ତାପରେ ତୁମେ କିଛି ଉପଭୋଗ କର । ସେହିପରି ଭାବରେ, ଯଦି ମୋତେ ଏକ ସୁନ୍ଦର ଆପାର୍ଟମେଣ୍ଟ, ଏକ ସୁନ୍ଦର ଘର ଉପଭୋଗ କରିବାକୁ ଇଛା, ସର୍ବପ୍ରଥମେ ଏତେ ଟଙ୍କା, ଏତେ ପାଉଣ୍ଡ ଦିଅ, ଏବଂ ତା'ପରେ ଉପଭୋଗ କରିବ । ସର୍ତ୍ତ ଅଛି । କିନ୍ତୁ ବ୍ରହ୍ମ-ସୌଖ୍ୟମ୍ ରେ ଏପରି କିଛି ସର୍ତ୍ତ ନାହିଁ । ଯଦି ତୁମେ ସରଳ ଭାବରେ, ଯଦି ତୁମେ ସେହି ପ୍ଲାଟଫର୍ମ ନିକଟକୁ ଯାଇ ପାରିବ, ତେବେ ... ଏହାର ଅର୍ଥ ହେଉଛି, ରାମ । ଇତି ରାମ-ପଦେନାସୌ ପରଂ ବ୍ରହ୍ମ ଇତି ଅବିଧୀୟତେ (ଚ.ଚ. ମଧ୍ୟ ୯.୨୯) । ରାମ । ରାମ ଅର୍ଥ ରାମନ । ରାମ । ପରମପୁରୁଷ ଭଗବାନ ରାମ । ଯଦି ତୁମେ ତାଙ୍କ ସହିତ ଜଡିତ ହୁଅ, ରାମ କିମ୍ବା କୃଷ୍ଣ କିମ୍ବା ବିଷ୍ଣୁ, ନାରାୟଣ... ନାରାୟଣ ପରା ଅବ୍ୟକ୍ତାତ । ସେ ଦିବ୍ୟ । ତେଣୁ ଯେକୌଣସି ପ୍ରକାର, ଯଦି ତୁମେ ତାଙ୍କ ସହିତ ସଙ୍ଗ କର, ଯଦି ତୁମେ ସେହି ପଦବୀକୁ ଉନ୍ନୀତ ହୁଅ, ତେବେ ତୁମେ ଅନନ୍ତ, ଅସୀମ ସୁଖ ପାଇବ ।"
690916 - ପ୍ରବଚନ - ଲଣ୍ଡନ