OR/710204b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୧ Category:OR/ଅ...") |
(Vanibot #0025: NectarDropsConnector - update old navigation bars (prev/next) to reflect new neighboring items) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୧]] | [[Category:OR/ଅମୃତ ବାଣୀ - ୧୯୭୧]] | ||
[[Category:OR/ଅମୃତ ବାଣୀ - ଗୋରଖପୁର]] | [[Category:OR/ଅମୃତ ବାଣୀ - ଗୋରଖପୁର]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/710204 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710204|OR/710206 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710206}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710204SB-NEW_YORK_ND_02.mp3</mp3player>|"ୟଂ ଏବୈଷ ବୃଣୁତେ... ନାୟଂ ଆତ୍ମା ପ୍ରବଚନେନ ଲଭ୍ୟ... (କଠ ଉପନିଷଦ ୧.୨.୨୩)। ଏହା ବୈଦିକ ନିର୍ଦେଶ । କେବଳ କଥାବାର୍ତ୍ତା କରି ଅତି ସୁନ୍ଦର ବକ୍ତା କିମ୍ବା ଅଧ୍ୟାପକ ହୋଇ ଆପଣ ପରମଙ୍କୁ ବୁଝିପାରିବେ ନାହିଁ। ନାୟଂ ଆତ୍ମା ନ ମେଧୟା । କାରଣ ତୁମେ ବହୁତ ସୁନ୍ଦର ମସ୍ତିଷ୍କ ପାଇଛ, ତେଣୁ ତୁମେ ବୁଝିବାକୁ ସମର୍ଥ ହେବ - ନା। ନ ମେଧୟା । ନାୟଂ ଆତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ । ତା’ହେଲେ କିପରି? ୟଂ ଏବୈଷ ବୃଣୁତେ ତେନ ଲଭ୍ୟଃ-ଲଭ୍ୟଃ (କଠ ଉପନିଷଦ ୧.୨.୨୩): "କେବଳ ସେହି ବ୍ୟକ୍ତି, ଯିଏ ପରମପୁରୁଷ ଭଗବାନଙ୍କ ଦ୍ୱାରା ଅନୁଗ୍ରହ ପ୍ରାପ୍ତ, ସେ ବୁଝିପାରନ୍ତି " । ସେ ବୁଝିପାରନ୍ତି। ଅନ୍ୟଥା, କେହି ବୁଝିପାରିବେ ନାହିଁ ।"|Vanisource:710204 - Lecture SB 06.03.12-15 - Gorakhpur|710204 - ପ୍ରବଚନ SB 06.03.12-15 - ଗୋରଖପୁର}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710204SB-NEW_YORK_ND_02.mp3</mp3player>|"ୟଂ ଏବୈଷ ବୃଣୁତେ... ନାୟଂ ଆତ୍ମା ପ୍ରବଚନେନ ଲଭ୍ୟ... (କଠ ଉପନିଷଦ ୧.୨.୨୩)। ଏହା ବୈଦିକ ନିର୍ଦେଶ । କେବଳ କଥାବାର୍ତ୍ତା କରି ଅତି ସୁନ୍ଦର ବକ୍ତା କିମ୍ବା ଅଧ୍ୟାପକ ହୋଇ ଆପଣ ପରମଙ୍କୁ ବୁଝିପାରିବେ ନାହିଁ। ନାୟଂ ଆତ୍ମା ନ ମେଧୟା । କାରଣ ତୁମେ ବହୁତ ସୁନ୍ଦର ମସ୍ତିଷ୍କ ପାଇଛ, ତେଣୁ ତୁମେ ବୁଝିବାକୁ ସମର୍ଥ ହେବ - ନା। ନ ମେଧୟା । ନାୟଂ ଆତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ । ତା’ହେଲେ କିପରି? ୟଂ ଏବୈଷ ବୃଣୁତେ ତେନ ଲଭ୍ୟଃ-ଲଭ୍ୟଃ (କଠ ଉପନିଷଦ ୧.୨.୨୩): "କେବଳ ସେହି ବ୍ୟକ୍ତି, ଯିଏ ପରମପୁରୁଷ ଭଗବାନଙ୍କ ଦ୍ୱାରା ଅନୁଗ୍ରହ ପ୍ରାପ୍ତ, ସେ ବୁଝିପାରନ୍ତି " । ସେ ବୁଝିପାରନ୍ତି। ଅନ୍ୟଥା, କେହି ବୁଝିପାରିବେ ନାହିଁ ।"|Vanisource:710204 - Lecture SB 06.03.12-15 - Gorakhpur|710204 - ପ୍ରବଚନ SB 06.03.12-15 - ଗୋରଖପୁର}} |
Latest revision as of 05:04, 5 June 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ୟଂ ଏବୈଷ ବୃଣୁତେ... ନାୟଂ ଆତ୍ମା ପ୍ରବଚନେନ ଲଭ୍ୟ... (କଠ ଉପନିଷଦ ୧.୨.୨୩)। ଏହା ବୈଦିକ ନିର୍ଦେଶ । କେବଳ କଥାବାର୍ତ୍ତା କରି ଅତି ସୁନ୍ଦର ବକ୍ତା କିମ୍ବା ଅଧ୍ୟାପକ ହୋଇ ଆପଣ ପରମଙ୍କୁ ବୁଝିପାରିବେ ନାହିଁ। ନାୟଂ ଆତ୍ମା ନ ମେଧୟା । କାରଣ ତୁମେ ବହୁତ ସୁନ୍ଦର ମସ୍ତିଷ୍କ ପାଇଛ, ତେଣୁ ତୁମେ ବୁଝିବାକୁ ସମର୍ଥ ହେବ - ନା। ନ ମେଧୟା । ନାୟଂ ଆତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ । ତା’ହେଲେ କିପରି? ୟଂ ଏବୈଷ ବୃଣୁତେ ତେନ ଲଭ୍ୟଃ-ଲଭ୍ୟଃ (କଠ ଉପନିଷଦ ୧.୨.୨୩): "କେବଳ ସେହି ବ୍ୟକ୍ତି, ଯିଏ ପରମପୁରୁଷ ଭଗବାନଙ୍କ ଦ୍ୱାରା ଅନୁଗ୍ରହ ପ୍ରାପ୍ତ, ସେ ବୁଝିପାରନ୍ତି " । ସେ ବୁଝିପାରନ୍ତି। ଅନ୍ୟଥା, କେହି ବୁଝିପାରିବେ ନାହିଁ ।" |
710204 - ପ୍ରବଚନ SB 06.03.12-15 - ଗୋରଖପୁର |