OR/690423 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବଫାଲୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ତେଣୁ ତପୋ ଦିବ୍ୟମ୍ ୟେନ ଶୁଦ୍ଧୟେତ ସତ୍ତ୍ୱମ୍ |
ଏବଂ ତୁମର ଅସ୍ତିତ୍ୱ ଶୁଦ୍ଧ ହେବା ମାତ୍ରେ ... ପଶୁ ଜୀବନ ଏବଂ ମାନବ ଜୀବନ ମଧ୍ୟରେ ପାର୍ଥକ୍ୟ ହେଉଛି ମାନବ ଜୀବନ, ଅସ୍ତିତ୍ୱ ଅଧିକ ଶୁଦ୍ଧ ହୋଇଥାଏ |