OR/710915 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୋମବାସା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୧ Category:OR/ଅ...") |
(Vanibot #0025: NectarDropsConnector - update old navigation bars (prev/next) to reflect new neighboring items) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୧]] | [[Category:OR/ଅମୃତ ବାଣୀ - ୧୯୭୧]] | ||
[[Category:OR/ଅମୃତ ବାଣୀ - ମୋମବାସା]] | [[Category:OR/ଅମୃତ ବାଣୀ - ମୋମବାସା]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/710913 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୋମବାସା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|710913|OR/720118 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଜୟପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720118}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710915SB-MOMBASA_ND_01.mp3</mp3player>|: ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/710915SB-MOMBASA_ND_01.mp3</mp3player>|: ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ | ||
: ବୀର୍ଯ୍ୟନି ଲୀଳା-ତନୁଭିଃ କୃତାନି | : ବୀର୍ଯ୍ୟନି ଲୀଳା-ତନୁଭିଃ କୃତାନି |
Latest revision as of 06:09, 29 November 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
: ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ
"ଏହିପରି ଭାବରେ, ସେ ଆଧ୍ୟାତ୍ମିକ ଜୀବନରେ ଆଗକୁ ବଢନ୍ତି, ତାପରେ ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ, କେବଳ କୃଷ୍ଣଙ୍କ ଲୀଳା ବିଷୟରେ ଶୁଣିବା ମାତ୍ରେ, ସେ ତୁରନ୍ତ ଆନନ୍ଦରେ ପରିପୂର୍ଣ୍ଣ ହେବେ ଏବଂ ସେ କାନ୍ଦିବେ। ଏଗୁଡ଼ିକ ହେଉଛି ଲକ୍ଷଣ। ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ, ବୀର୍ଯ୍ୟନି ଲୀଳା-ତନୁଭିଃ କୃତାନି । ବୀର୍ଯ୍ୟନି ଲୀଳା: 'ଓଃ, କୃଷ୍ଣ ଏତେ ସଂଖ୍ୟକ ରାକ୍ଷସଙ୍କୁ ହତ୍ୟା କରୁଛନ୍ତି, କୃଷ୍ଣ ଗୋପୀଙ୍କ ସହ ନାଚୁଛନ୍ତି, କୃଷ୍ଣ ତାଙ୍କ ଗୋପାଳ ବାଳକମାନଙ୍କ ସହ ଖେଳୁଛନ୍ତି, କୃଷ୍ଣ ସେଠାକୁ ଯାଉଛନ୍ତି,' ଏହା ହେଉଛି ଲୀଳା ସ୍ମରଣ । କୃଷ୍ଣ ପୁସ୍ତକ ପଢିବାର ଅର୍ଥ ହେଉଛି କୃଷ୍ଣଙ୍କର ଏହି ସମସ୍ତ କାର୍ଯ୍ୟକଳାପକୁ ମନେ ପକାଇବା । ବାରମ୍ବାର କୃଷ୍ଣ ପୁସ୍ତକ ପଢ଼ନ୍ତୁ, ଆପଣ ଦିବ୍ୟ ସ୍ଥିତିର ଉପଯୁକ୍ତ ପର୍ଯ୍ୟାୟରେ ଅଛନ୍ତି। " |
710915 - ପ୍ରବଚନ SB 07 Canto - ମୋମବାସା |