OR/720119 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଜୟପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ଜୟପୁର]]
[[Category:OR/ଅମୃତ ବାଣୀ - ଜୟପୁର]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/720118 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଜୟପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720118|OR/720218 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720218}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720119R1-JAIPUR_ND_01.mp3</mp3player>|"ଯଦି କେବଳ ପରମପୁରୁଷ ଭଗବାନଙ୍କ ମହିମାଗାନ କରିବାକୁ ଚେଷ୍ଟା କରାଯାଏ। ତାହା ଏକ ସତ୍ୟ ଅଟେ। ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହା ସଠିକ୍ ଭାଷାରେ ଲେଖା ହୋଇଛି କିମ୍ବା ଭୁଲ୍ ଭାଷାରେ ଲେଖା ହୋଇଛି । ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ସମଗ୍ର ଚିନ୍ତାଧାରା ପରମପୁରୁଷ ଭଗବାନଙ୍କ ମହିମାଗାନ କରିବାକୁ ଚେଷ୍ଟା କରାଯାଇଥାଏ, ତାହାହେଲେ ନାମାନି ଅନନ୍ତସ୍ୟ ୟଶୋ ଽଙ୍କିତାନି ୟତ  ଗୃଣନ୍ତି ଗାୟନ୍ତି ଶୃଣୁବନ୍ତି ସାଧଵଃ । ତା’ପରେ ଯେଉଁମାନେ ପ୍ରକୃତରେ ସାଧୁ ଅଟନ୍ତି, ଏପରିକି ଏହି ସମସ୍ତ ତ୍ରୁଟି ସତ୍ତ୍ୱେ, କେବଳ ଭଗବାନଙ୍କ ମହିମାଗାନ କରିବାର ଏକମାତ୍ର ପ୍ରୟାସ ହେଉଛି, ତେଣୁ ଯେଉଁମାନେ ସାଧୁ ଅଟନ୍ତି, ଯେଉଁମାନେ ଭକ୍ତ, ସେମାନେ ଏହା ଶୁଣନ୍ତି। ଶୃଣୁବନ୍ତି ଗାୟନ୍ତି ଗୃଣନ୍ତି । "|Vanisource:720119 - Conversation - Jaipur|720119 - ବାର୍ତ୍ତାଳାପ - ଜୟପୁର}}

Latest revision as of 06:05, 17 December 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି କେବଳ ପରମପୁରୁଷ ଭଗବାନଙ୍କ ମହିମାଗାନ କରିବାକୁ ଚେଷ୍ଟା କରାଯାଏ। ତାହା ଏକ ସତ୍ୟ ଅଟେ। ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହା ସଠିକ୍ ଭାଷାରେ ଲେଖା ହୋଇଛି କିମ୍ବା ଭୁଲ୍ ଭାଷାରେ ଲେଖା ହୋଇଛି । ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ସମଗ୍ର ଚିନ୍ତାଧାରା ପରମପୁରୁଷ ଭଗବାନଙ୍କ ମହିମାଗାନ କରିବାକୁ ଚେଷ୍ଟା କରାଯାଇଥାଏ, ତାହାହେଲେ ନାମାନି ଅନନ୍ତସ୍ୟ ୟଶୋ ଽଙ୍କିତାନି ୟତ ଗୃଣନ୍ତି ଗାୟନ୍ତି ଶୃଣୁବନ୍ତି ସାଧଵଃ । ତା’ପରେ ଯେଉଁମାନେ ପ୍ରକୃତରେ ସାଧୁ ଅଟନ୍ତି, ଏପରିକି ଏହି ସମସ୍ତ ତ୍ରୁଟି ସତ୍ତ୍ୱେ, କେବଳ ଭଗବାନଙ୍କ ମହିମାଗାନ କରିବାର ଏକମାତ୍ର ପ୍ରୟାସ ହେଉଛି, ତେଣୁ ଯେଉଁମାନେ ସାଧୁ ଅଟନ୍ତି, ଯେଉଁମାନେ ଭକ୍ତ, ସେମାନେ ଏହା ଶୁଣନ୍ତି। ଶୃଣୁବନ୍ତି ଗାୟନ୍ତି ଗୃଣନ୍ତି । "
720119 - ବାର୍ତ୍ତାଳାପ - ଜୟପୁର