OR/720320 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଚିର ଅଂଶ-ବିଶେଷ ସେବକ, ଠିକ୍ ଆପଣଙ୍କ ଶରୀରର ଅଂଶବିଶେଷ ପରି, ସେମାନେ ସମସ୍ତେ ଆପଣଙ୍କର ସେବକ। ଏହି ଆଙ୍ଗୁଠି ଆପଣଙ୍କ ଶରୀରର ଅଂଶବିଶେଷ, କିନ୍ତୁ ଏହା ସର୍ବଦା ସମଗ୍ର ଶରୀର ସେବା କରୁଛି । ତାହା ହେଉଛି ବ୍ୟବସାୟ । ଆଙ୍ଗୁଠି ଉପଭୋଗକାରୀ ନୁହେଁ, କିମ୍ବା ହାତ ଉପଭୋଗକାରୀ ନୁହେଁ; ପେଟ ଉପଭୋଗକାରୀ । ତୁମେ ଆଙ୍ଗୁଠି ଏବଂ ହାତରେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ଏଠାରେ ଦିଅ । ଆପଣ ନେଇ ପାରିବେ ନାହିଁ । ତାହା ହେଉଛି ଅପବ୍ୟବହାର । ସେହିଭଳି, ଦାସ୍ୟଂ ଗତାନାଂ: ଏହା ପ୍ରକୃତରେ ଆତ୍ମ-ହୃଦୟଙ୍ଗମ, ଯେ 'ମୁଁ ଅଂଶବିଶେଷ', ମମୈବାଂଶୋ ଜୀବ-ଭୂତ ( ଭ.ଗୀ.୧୫.୭) । ତେଣୁ ଜଣେ ବୁଝିବା ଉଚିତ୍ ଯେ ଅଂଶବିଶେଷର କର୍ତ୍ତବ୍ୟ କ'ଣ?"
720320 - ପ୍ରବଚନ - ମୁମ୍ବାଇ