OR/720325 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ୧୯୭୨]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/720322 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720322|OR/720406 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମେଲବର୍ନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720406}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720325BG-BOMBAY_ND_01.mp3</mp3player>|"ଆଧ୍ୟାତ୍ମିକ ଦୁନିଆରେ ନିମ୍ନ ଶକ୍ତିର କୌଣସି ପ୍ରକାଶ ନାହିଁ; ସେଠାରେ କେବଳ ଉନ୍ନତ ଶକ୍ତି, ଚେତନା, ଚିଦ୍ୟ-ବତ(?) ଅଛି। ତେଣୁ ଆଧ୍ୟାତ୍ମିକ ଜଗତକୁ ଜୀବନ୍ତ ଜଗତ କୁହାଯାଏ । ସେଠାରେ ଅଚେତନାର କିମ୍ବା ଜୀବଜନ୍ତୁଙ୍କର କୌଣସି ଅଭିବ୍ୟକ୍ତି ନାହିଁ । ସେଠାରେ ବିଭିନ୍ନତା ମଧ୍ୟ ଅଛି, ଯେପରି ଆମେ ଏଠାରେ ପାଇଛୁ । ଜଳ ଅଛି, ଗଛ ଅଛି, ଜମି ଅଛି । ନିର୍ବିଶେଷ ନୁହେଁ, ନିରାକାର ନୁହେଁ - ସବୁକିଛି ଅଛି - କିନ୍ତୁ ସେଗୁଡ଼ିକ ସର୍ବୋଚ୍ଚ ଶକ୍ତି ଦ୍ୱାରା ନିର୍ମିତ । ଏହା ବର୍ଣ୍ଣନା କରାଯାଇଛି ଯେ ଯମୁନା ନଦୀ ତରଙ୍ଗ ସହିତ ପ୍ରବାହିତ ହେଉଛି, କିନ୍ତୁ ଯେତେବେଳେ କୃଷ୍ଣ ଯମୁନା କୂଳକୁ ଆସନ୍ତି, ସେତେବେଳେ କୃଷ୍ଣଙ୍କର ବଂଶୀ ଶୁଣିବା ପାଇଁ ତରଙ୍ଗ ବନ୍ଦ ହୋଇଯାଏ। "|Vanisource:720325 - Lecture BG 07.06 - Bombay|720325 - ପ୍ରବଚନ BG 07.06 - ମୁମ୍ବାଇ}}

Latest revision as of 06:03, 25 December 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧ୍ୟାତ୍ମିକ ଦୁନିଆରେ ନିମ୍ନ ଶକ୍ତିର କୌଣସି ପ୍ରକାଶ ନାହିଁ; ସେଠାରେ କେବଳ ଉନ୍ନତ ଶକ୍ତି, ଚେତନା, ଚିଦ୍ୟ-ବତ(?) ଅଛି। ତେଣୁ ଆଧ୍ୟାତ୍ମିକ ଜଗତକୁ ଜୀବନ୍ତ ଜଗତ କୁହାଯାଏ । ସେଠାରେ ଅଚେତନାର କିମ୍ବା ଜୀବଜନ୍ତୁଙ୍କର କୌଣସି ଅଭିବ୍ୟକ୍ତି ନାହିଁ । ସେଠାରେ ବିଭିନ୍ନତା ମଧ୍ୟ ଅଛି, ଯେପରି ଆମେ ଏଠାରେ ପାଇଛୁ । ଜଳ ଅଛି, ଗଛ ଅଛି, ଜମି ଅଛି । ନିର୍ବିଶେଷ ନୁହେଁ, ନିରାକାର ନୁହେଁ - ସବୁକିଛି ଅଛି - କିନ୍ତୁ ସେଗୁଡ଼ିକ ସର୍ବୋଚ୍ଚ ଶକ୍ତି ଦ୍ୱାରା ନିର୍ମିତ । ଏହା ବର୍ଣ୍ଣନା କରାଯାଇଛି ଯେ ଯମୁନା ନଦୀ ତରଙ୍ଗ ସହିତ ପ୍ରବାହିତ ହେଉଛି, କିନ୍ତୁ ଯେତେବେଳେ କୃଷ୍ଣ ଯମୁନା କୂଳକୁ ଆସନ୍ତି, ସେତେବେଳେ କୃଷ୍ଣଙ୍କର ବଂଶୀ ଶୁଣିବା ପାଇଁ ତରଙ୍ଗ ବନ୍ଦ ହୋଇଯାଏ। "
720325 - ପ୍ରବଚନ BG 07.06 - ମୁମ୍ବାଇ