OR/720423 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୨]] | [[Category:OR/ଅମୃତ ବାଣୀ - ୧୯୭୨]] | ||
[[Category:OR/ଅମୃତ ବାଣୀ - ଟୋକିଓ]] | [[Category:OR/ଅମୃତ ବାଣୀ - ଟୋକିଓ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/720422 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720422|OR/720425 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720425}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720423SB-TOKYO_ND_01.mp3</mp3player>|"ଏହି ପରିସ୍ଥିତି, ଭୌତିକତା ସହିତ ଆମର ସମ୍ପର୍କ, ସ୍ୱପ୍ନ ଭଳି ଅଟେ । ବାସ୍ତବରେ ଆମେ ପତିତ ହୋଇ ନାହୁଁ । ତେଣୁ, ଆମେ ପତିତ ହୋଇନଥିବାରୁ, ଯେକୌଣସି ମୁହୂର୍ତ୍ତରେ ଆମେ ଆମର କୃଷ୍ଣ ଚେତନାକୁ ପୁନର୍ଜୀବିତ କରିପାରିବା । ଯେତେ ଶୀଘ୍ର ଆମେ ବୁଝିବା ଯେ 'ମୋର କିଛି କରିବାର ନାହିଁ । ମୁଁ କେବଳ କୃଷ୍ଣଙ୍କର ସେବକ, ଚିର ସେବକ । କେବଳ ସେତିକି', ତୁରନ୍ତ ସେ ମୁକ୍ତ ହୋଇଯାଏ । ଠିକ୍ ସେହିପରି: ତୁମେ ଯେତେ ଶୀଘ୍ର ... ବେଳେବେଳେ ଆମେ ତାହା କରିଥାଉ । ଯେତେବେଳେ ଭୟଭୀତ ସ୍ୱପ୍ନ ଅତ୍ୟଧିକ ଅସହିଷ୍ଣୁ ହୋଇଯାଏ, ଆମେ ସ୍ୱପ୍ନକୁ ଭାଙ୍ଗିବା । ଆମେ ସ୍ୱପ୍ନକୁ ଭାଙ୍ଗୁ; ନଚେତ୍ ଏହା ଅସହିଷ୍ଣୁ ହୋଇଯାଏ । ସେହିପରି ଭାବରେ, ଆମେ କୃଷ୍ଣ ଚେତନା ସ୍ଥଳରେ ପହଞ୍ଚିବା ମାତ୍ରେ ଏହି ଭୌତିକ ସଂଯୋଗକୁ ଭାଙ୍ଗି ପାରିବା: 'ଓଃ, କୃଷ୍ଣ ମୋର ଚିର ମାଲିକ । ମୁଁ ତାଙ୍କର ସେବକ' । ଖାଲି ଏତିକି। ଏହା ହେଉଛି ଉପାୟ । ବାସ୍ତବରେ ଆମେ ପତିତ ନୁହଁ । କାହାର ପତନ ହୋଇପାରିବ ନାହିଁ । ସମାନ ଉଦାହରଣ: ପ୍ରକୃତରେ କୌଣସି ବାଘ ନାହିଁ; ଏହା ସ୍ୱପ୍ନ । ସେହିଭଳି, ଆମର ପତିତ ଅବସ୍ଥା ମଧ୍ୟ ସ୍ୱପ୍ନ । ଆମେ ପଡ଼ି ନାହୁଁ । ଆମେ ଯେକୌଣସି ମୁହୂର୍ତ୍ତରେ ସେହି ଭ୍ରମାତ୍ମକ ଅବସ୍ଥାକୁ ତ୍ୟାଗ କରିପାରିବା ।"|Vanisource:720423 - Lecture SB 02.09.01 - Tokyo|720423 - ପ୍ରବଚନ SB 02.09.01 - ଟୋକିଓ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720423SB-TOKYO_ND_01.mp3</mp3player>|"ଏହି ପରିସ୍ଥିତି, ଭୌତିକତା ସହିତ ଆମର ସମ୍ପର୍କ, ସ୍ୱପ୍ନ ଭଳି ଅଟେ । ବାସ୍ତବରେ ଆମେ ପତିତ ହୋଇ ନାହୁଁ । ତେଣୁ, ଆମେ ପତିତ ହୋଇନଥିବାରୁ, ଯେକୌଣସି ମୁହୂର୍ତ୍ତରେ ଆମେ ଆମର କୃଷ୍ଣ ଚେତନାକୁ ପୁନର୍ଜୀବିତ କରିପାରିବା । ଯେତେ ଶୀଘ୍ର ଆମେ ବୁଝିବା ଯେ 'ମୋର କିଛି କରିବାର ନାହିଁ । ମୁଁ କେବଳ କୃଷ୍ଣଙ୍କର ସେବକ, ଚିର ସେବକ । କେବଳ ସେତିକି', ତୁରନ୍ତ ସେ ମୁକ୍ତ ହୋଇଯାଏ । ଠିକ୍ ସେହିପରି: ତୁମେ ଯେତେ ଶୀଘ୍ର ... ବେଳେବେଳେ ଆମେ ତାହା କରିଥାଉ । ଯେତେବେଳେ ଭୟଭୀତ ସ୍ୱପ୍ନ ଅତ୍ୟଧିକ ଅସହିଷ୍ଣୁ ହୋଇଯାଏ, ଆମେ ସ୍ୱପ୍ନକୁ ଭାଙ୍ଗିବା । ଆମେ ସ୍ୱପ୍ନକୁ ଭାଙ୍ଗୁ; ନଚେତ୍ ଏହା ଅସହିଷ୍ଣୁ ହୋଇଯାଏ । ସେହିପରି ଭାବରେ, ଆମେ କୃଷ୍ଣ ଚେତନା ସ୍ଥଳରେ ପହଞ୍ଚିବା ମାତ୍ରେ ଏହି ଭୌତିକ ସଂଯୋଗକୁ ଭାଙ୍ଗି ପାରିବା: 'ଓଃ, କୃଷ୍ଣ ମୋର ଚିର ମାଲିକ । ମୁଁ ତାଙ୍କର ସେବକ' । ଖାଲି ଏତିକି। ଏହା ହେଉଛି ଉପାୟ । ବାସ୍ତବରେ ଆମେ ପତିତ ନୁହଁ । କାହାର ପତନ ହୋଇପାରିବ ନାହିଁ । ସମାନ ଉଦାହରଣ: ପ୍ରକୃତରେ କୌଣସି ବାଘ ନାହିଁ; ଏହା ସ୍ୱପ୍ନ । ସେହିଭଳି, ଆମର ପତିତ ଅବସ୍ଥା ମଧ୍ୟ ସ୍ୱପ୍ନ । ଆମେ ପଡ଼ି ନାହୁଁ । ଆମେ ଯେକୌଣସି ମୁହୂର୍ତ୍ତରେ ସେହି ଭ୍ରମାତ୍ମକ ଅବସ୍ଥାକୁ ତ୍ୟାଗ କରିପାରିବା ।"|Vanisource:720423 - Lecture SB 02.09.01 - Tokyo|720423 - ପ୍ରବଚନ SB 02.09.01 - ଟୋକିଓ}} |
Latest revision as of 06:03, 25 December 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଏହି ପରିସ୍ଥିତି, ଭୌତିକତା ସହିତ ଆମର ସମ୍ପର୍କ, ସ୍ୱପ୍ନ ଭଳି ଅଟେ । ବାସ୍ତବରେ ଆମେ ପତିତ ହୋଇ ନାହୁଁ । ତେଣୁ, ଆମେ ପତିତ ହୋଇନଥିବାରୁ, ଯେକୌଣସି ମୁହୂର୍ତ୍ତରେ ଆମେ ଆମର କୃଷ୍ଣ ଚେତନାକୁ ପୁନର୍ଜୀବିତ କରିପାରିବା । ଯେତେ ଶୀଘ୍ର ଆମେ ବୁଝିବା ଯେ 'ମୋର କିଛି କରିବାର ନାହିଁ । ମୁଁ କେବଳ କୃଷ୍ଣଙ୍କର ସେବକ, ଚିର ସେବକ । କେବଳ ସେତିକି', ତୁରନ୍ତ ସେ ମୁକ୍ତ ହୋଇଯାଏ । ଠିକ୍ ସେହିପରି: ତୁମେ ଯେତେ ଶୀଘ୍ର ... ବେଳେବେଳେ ଆମେ ତାହା କରିଥାଉ । ଯେତେବେଳେ ଭୟଭୀତ ସ୍ୱପ୍ନ ଅତ୍ୟଧିକ ଅସହିଷ୍ଣୁ ହୋଇଯାଏ, ଆମେ ସ୍ୱପ୍ନକୁ ଭାଙ୍ଗିବା । ଆମେ ସ୍ୱପ୍ନକୁ ଭାଙ୍ଗୁ; ନଚେତ୍ ଏହା ଅସହିଷ୍ଣୁ ହୋଇଯାଏ । ସେହିପରି ଭାବରେ, ଆମେ କୃଷ୍ଣ ଚେତନା ସ୍ଥଳରେ ପହଞ୍ଚିବା ମାତ୍ରେ ଏହି ଭୌତିକ ସଂଯୋଗକୁ ଭାଙ୍ଗି ପାରିବା: 'ଓଃ, କୃଷ୍ଣ ମୋର ଚିର ମାଲିକ । ମୁଁ ତାଙ୍କର ସେବକ' । ଖାଲି ଏତିକି। ଏହା ହେଉଛି ଉପାୟ । ବାସ୍ତବରେ ଆମେ ପତିତ ନୁହଁ । କାହାର ପତନ ହୋଇପାରିବ ନାହିଁ । ସମାନ ଉଦାହରଣ: ପ୍ରକୃତରେ କୌଣସି ବାଘ ନାହିଁ; ଏହା ସ୍ୱପ୍ନ । ସେହିଭଳି, ଆମର ପତିତ ଅବସ୍ଥା ମଧ୍ୟ ସ୍ୱପ୍ନ । ଆମେ ପଡ଼ି ନାହୁଁ । ଆମେ ଯେକୌଣସି ମୁହୂର୍ତ୍ତରେ ସେହି ଭ୍ରମାତ୍ମକ ଅବସ୍ଥାକୁ ତ୍ୟାଗ କରିପାରିବା ।" |
720423 - ପ୍ରବଚନ SB 02.09.01 - ଟୋକିଓ |