OR/720624 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଜଣେ ନିଶ୍ଚିତ ଭାବରେ ସତ୍ୟକୁ ଦେଖିଥିବେ, ସତ୍ୟକୁ ହୃଦୟଙ୍ଗମ କରିଥିବେ। ତଦ ବିଜ୍ଞାନାର୍ଥଂ ସ ଗୁରୁଂ ଏବାଭିଗଛେତ (ମୁ.ଉ. ୧.୨.୧୨)। ତାହା ହେଉଛି ଗୁରୁ, ଅର୍ଥାତ୍ ଯିଏ ସତ୍ୟ ଦେଖିଛି। ସେ କିପରି ସତ୍ୟକୁ ଦେଖିଛନ୍ତି? ପରମ୍ପରା ମାଧ୍ୟମରେ । କୃଷ୍ଣ ଏହା କହିଥିଲେ, ଏବଂ ତାପରେ ବ୍ରହ୍ମା ସମାନ କଥା କହିଥିଲେ, ତାପରେ ନାରଦ ସମାନ କଥା କହିଥିଲେ, ବ୍ୟାସଦେବ ମଧ୍ୟ ସମାନ କଥା କହିଥିଲେ, ଏବଂ ତା’ପରେ ପରମ୍ପରା, ମାଧବାଚାର୍ଯ୍ୟ, ମଧଭେନ୍ଦ୍ରପୁରୀ, ଈଶ୍ୱର ପୁରୀ, ଭଗବାନ ଚୈତନ୍ୟ, ସଡ଼-ଗୋସ୍ୱାମୀ, କୃଷ୍ଣଦାସ କବିରାଜ ଗୋସ୍ୱାମୀ, ନରୋତ୍ତମଃ ଦାସ ଠାକୁର, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର - ଏହି ପ୍ରଣାଳୀରେ - ଜଗନ୍ନାଥ ଦାସ ବାବାଜୀ, ଗୌରକିଶୋରେ ଦାସ ବାବାଜୀ, ଭକ୍ତିସିଦ୍ଧାନ୍ତ ସରସ୍ୱତୀ । ତା’ପରେ ଆମେ ସମାନ କଥା କହୁଛୁ । ତାହା ନୁହେଁ ଯେ 'କାରଣ ଆମେ ଆଧୁନିକୀକରଣ ହୋଇଛୁ, ଆମେ, ଆଧୁନିକ ବିଜ୍ଞାନ ବଦଳିଛି' । କିଛି ପରିବର୍ତ୍ତନ ହୋଇନାହିଁ । ଏହା ସବୁ ମୂର୍ଖତା। "
720624 - ପ୍ରବଚନ SB 02.04.01 - ଲସ ଆ଼ଞ୍ଜେଲ୍ସ