OR/720701 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସାନ ଡିଓଗ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସମସ୍ତଙ୍କ ପାଇଁ କୃଷ୍ଣ। ଭାବନ୍ତୁ ନାହିଁ ଯେ କୃଷ୍ଣ ଯେପରି ଆପଣଙ୍କର ଇଂରାଜୀ ଅଭିଧାନରେ ଦର୍ଶାଯାଇଛି, 'କୃଷ୍ଣ ଜଣେ ହିନ୍ଦୁ ଭଗବାନ'। ସେ ହିନ୍ଦୁ ନୁହଁନ୍ତି, ସେ ମୁସଲମାନ ନୁହଁନ୍ତି କିମ୍ବା ସେ ଖ୍ରୀଷ୍ଟିଆନ ନୁହଁନ୍ତି। ସେ ଭଗବାନ । ଭଗବାନ ନା ହିନ୍ଦୁ, ନା ମୁସଲମାନ କିମ୍ବା ଖ୍ରୀଷ୍ଟିଆନ। ଏହା ଶାରୀରିକ ପଦବୀ, 'ମୁଁ ହିନ୍ଦୁ, ତୁମେ ଖ୍ରୀଷ୍ଟିଆନ' । ଏହା ଶରୀର ... ଠିକ୍ ପୋଷାକ ପରି । ତୁମର କଳା କୋଟ ଅଛି, ଅନ୍ୟର ଧଳା କୋଟ ଅଛି । ଏହାର ଅର୍ଥ ନୁହେଁ ଯେ ଆମେ ଭିନ୍ନ ଅଟୁ କାରଣ ଆମେ ଭିନ୍ନ କୋଟ କିମ୍ବା ସାର୍ଟରେ ଅଛୁ । ମଣିଷ ଭାବରେ, ଆମେ ସମସ୍ତେ ଭଗବାନଙ୍କ ପୁତ୍ର । ଆମେ ସମସ୍ତେ ଏକ। ତାହା ହେଉଛି ଧାରଣା । ତେଣୁ ବର୍ତ୍ତମାନର ମୁହୂର୍ତ୍ତରେ, ଆମେ ଏହି ସାର୍ଟ ଏବଂ କୋଟ୍ ଯୋଗୁଁ ବିଶ୍ୱକୁ ବିଭକ୍ତ କରିଛୁ । ତାହା ନୁହେଁ । ତାହା ଭଲ ନୁହେଁ । ବାସ୍ତବରେ, ସମଗ୍ର ବିଶ୍ୱ ବା ସମଗ୍ର ବ୍ରହ୍ମାଣ୍ଡ ଭଗବାନଙ୍କର ଅଟେ । ଏହା ହେଉଛି କୃଷ୍ଣ ଚେଭାବନାମୃତ। "
720701 - ପ୍ରବଚନ Hare Krishna Festival - ସାନ ଡିଓଗ୍