OR/720801 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗ୍ଲାସଗୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ କେତେ ଅଜ୍ଞ, ତାହା ବୁଝିବାକୁ ଚେଷ୍ଟା କର । ଆମେ ସମସ୍ତେ ଅଜ୍ଞ। ଏହି ଶିକ୍ଷା ଆବଶ୍ୟକ, କାରଣ ଲୋକମାନେ, ଏହି ଅଜ୍ଞତା ଦ୍ୱାରା, ସେମାନେ ପରସ୍ପର ସହିତ ଲଢୁଛନ୍ତି । ଗୋଟିଏ ରାଷ୍ଟ୍ର ଅନ୍ୟ ଦେଶ ସହିତ ଲଢୁଛନ୍ତି, ଗୋଟିଏ ଧର୍ମବାଦୀ ଅନ୍ୟ ଧର୍ମ ସହିତ ଲଢୁଛନ୍ତି। କିନ୍ତୁ ଏହା ସବୁ ଅଜ୍ଞତା ଉପରେ ଆଧାରିତ । ମୁଁ ଏହି ଶରୀର ନୁହେଁ । ତେଣୁ ଶାସ୍ତ୍ର କୁହନ୍ତି, ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ ( ଭା. ୧୦.୮୪.୧୩) । ଆତ୍ମ-ବୁଦ୍ଧିଃ କୁଣପେ, ଏହା ହାଡ ଏବଂ ମାଂସପେଶୀର ଏକ ଥଳି, ଏବଂ ଏହା ତିନୋଟି ଧାତୁ ଦ୍ୱାରା ନିର୍ମିତ । ଧାତୁର ଅର୍ଥ ହେଉଛି ଉପାଦାନ । ଆୟୁର୍ବେଦ ଅନୁଯାୟୀ: କଫ, ପିତ, ବାୟୁ । ଭୌତିକ ଜିନିଷ । ତେଣୁ ମୁଁ ଏକ ଆଧ୍ୟାତ୍ମିକ ଆତ୍ମା ଅଟେ । ମୁଁ ଭଗବାନଙ୍କ ଅଂଶ ବିଶେଷ ଅଟେ । ଅହଂ ବ୍ରହ୍ମସ୍ମୀ । ଏହା ହେଉଛି ବୈଦିକ ଶିକ୍ଷା । ବୁଝିବାକୁ ଚେଷ୍ଟା କର ଯେ ତୁମେ ଏହି ଭୌତିକ ଜଗତର ନୁହଁ । ତୁମେ ଆଧ୍ୟାତ୍ମିକ ଜଗତର ଅଟ । ତୁମେ ଭଗବାନଙ୍କ ଅଂଶ ବିଶେଷ । "
720801 - ପ୍ରବଚନ BG 02.11 - ଗ୍ଲାସଗୋ