OR/720815 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ମୂର୍ଖ, ସେମାନେ ଜାଣନ୍ତି ନାହିଁ ଯେ "କିପରି ମୁଁ ଭଗବାନଙ୍କୁ ଦେଖିବି, ଯଦି ମୋର ଯୋଗ୍ୟତା ନାହିଁ ?" ମେସିନ୍ ଖରାପ ହୋଇଛି, ମୁଁ ମେସିନ୍ ଦେଖୁଛି । ଏବଂ ଇଞ୍ଜିନିୟର, ମେକାନିକ୍, ସେ ମଧ୍ୟ ମେସିନ୍ ଦେଖୁଛନ୍ତି । କିନ୍ତୁ ତାଙ୍କର ଦେଖିବା ଏବଂ ମୋର ଦେଖିବା ଅଲଗା ଅଟେ । ସେ ଦେଖିବା ପାଇଁ ଯୋଗ୍ୟ ଅଟନ୍ତି । ତେଣୁ ଯେତେବେଳେ ମେସିନ୍ ଖରାପ ହୋଇଗଲା, ତୁରନ୍ତ ସେ କିଛି ଅଂଶକୁ ସ୍ପର୍ଶ କରନ୍ତି, ଏହା ଚାଲିଥାଏ । ତେଣୁ ଯଦି ଏକ ମେସିନ୍ ପାଇଁ ଆମକୁ ଏତେ ଯୋଗ୍ୟତା ଆବଶ୍ୟକ ହୁଏ, ଏବଂ ଆମେ କୌଣସି ଯୋଗ୍ୟତା ବିନା ଭଗବାନଙ୍କୁ ଦେଖିବାକୁ ଚାହିଁବୁ? କେବଳ ମଜା ଦେଖନ୍ତୁ । କୌଣସି ଯୋଗ୍ୟତା ବିନା । ଧୂର୍ତ୍ତ, ସେମାନେ ଏତେ ଧୂର୍ତ୍ତ, ଏତେ ମୂର୍ଖ, ଯେ ସେମାନେ ସେମାନଙ୍କର ଅଯୋଗ୍ୟ ଯୋଗ୍ୟତା ସହିତ ଭଗବାନଙ୍କୁ ଦେଖିବା କୁ ଚାହାଁନ୍ତି । "
720815 - ପ୍ରବଚନ SB 01.02.12 - ଲସ ଆ଼ଞ୍ଜେଲ୍ସ