OR/Prabhupada 0272 - ଭକ୍ତି ହେଉଛି ଦିବ୍ୟ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0272 - in all Languages Category:OR-Quotes - 1973 Category:OR-Quotes - Lec...")
 
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0271 - କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ|0271|OR/Prabhupada 0273 - ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି|0273}}
{{1080 videos navigation - All Languages|Oriya|OR/Prabhupada 0271 - କୃଷ୍ଣଙ୍କର ନାମ ହେଉଛି ଅଚ୍ୟୁତ । ସେ କଦାପି ପତୀତ ହୁଅନ୍ତି ନାହିଁ|0271|OR/Prabhupada 0273 - ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି|0273}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|fJXJwYci9Bc|ଭକ୍ତି ହେଉଛି ଦିବ୍ୟ<br />- Prabhupāda 0272}}
{{youtube_right|wpzf8eahtV0|ଭକ୍ତି ହେଉଛି ଦିବ୍ୟ<br />- Prabhupāda 0272}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>https://s3.amazonaws.com/vanipedia/clip/730816BG.LON_clip3.mp3</mp3player>
<mp3player>https://s3.amazonaws.com/vanipedia/clip/730807BG.LON_clip3.mp3</mp3player>
<!-- END AUDIO LINK -->
<!-- END AUDIO LINK -->


<!-- BEGIN VANISOURCE LINK -->
<!-- BEGIN VANISOURCE LINK -->
'''[[Vanisource:Lecture on BG 2.10 -- London, August 16, 1973|Lecture on BG 2.10 -- London, August 16, 1973]]'''
'''[[Vanisource:730807 - Lecture BG 02.07 - London|Lecture on BG 2.7 -- London, August 7, 1973]]'''
<!-- END VANISOURCE LINK -->
<!-- END VANISOURCE LINK -->


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତେବେ ଏହି କାର୍ଯ୍ୟକଳାପ ମୂର୍ଖ କାର୍ଯ୍ୟକଳାପ ଅଟେ । କିନ୍ତୁ ଯେତେବେଳେ ଜଣେ ସତ୍ଵଗୁଣରେ ଥାଏ, ସେ ହେଉଛି ଶାନ୍ତ । ସେ ବୁଝିପାରେ ଜୀବନର ମୂଲ୍ୟ କ'ଣ, ଜଣେ କିପରି ଜୀବନ ଯାପନ କରିବା କଥା, ଜୀବନର ଲକ୍ଷ୍ୟ କ'ଣ, ଜୀବନର ଉଦ୍ଦେଶ୍ୟ କ'ଣ । ଜୀବନର ଲକ୍ଷ୍ୟ ହେଉଛି ବ୍ରାହ୍ମଣକୁ ବୁଝିବା । ବ୍ରହ୍ମ ଜାନାତିତି ବ୍ରାହ୍ମଣଃ । ସେଥିପାଇଁ ଭଲ ଗୁଣ ଅର୍ଥାତ୍ ବ୍ରାହ୍ମଣ । ସେହିପରି, କ୍ଷେତ୍ରିୟ । ତେଣୁ ସେଗୁଡ଼ିକ ହେଉଛି ଗୁଣ-କର୍ମ-ବିଭାଗଶଃ । ଗୁଣ । ଗୁଣ ଉପରେ ଧ୍ୟାନ ଦେବା ଉଚିତ୍ । ଶ୍ରୀ କୃଷ୍ଣ ସେଥିପାଇଁ କହିଛନ୍ତି: ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ([[Vanisource:BG 4.13|BG 4.13]]) । ଆମେ କିଛି ପ୍ରକାରର ଗୁଣ ଅଭିଗ୍ରହଣ କରିଛୁ । ଏହା ଭାରୀ କଷ୍ଟକର । କିନ୍ତୁ ଆମେ ତୂରନ୍ତ ସମସ୍ତ ଗୁଣକୁ ଅତିକ୍ରମ କରିପାରିବା । ତୂରନ୍ତ । କିପରି? ଭକ୍ତି ଯୋଗ ପ୍ରକ୍ରିୟା ଦ୍ଵାରା । ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ ([[Vanisource:BG 14.26|BG 14.26]]) ଯଦି ତୁମେ ଭକ୍ତି ଯୋଗ ପ୍ରକ୍ରିୟା ଗ୍ରହଣ କର, ତେବେ ତୁମେ ଆଉ ପ୍ରଭାବିତ ହେବ ନାହିଁ ଏହି ତିନି ଗୁଣ ଦ୍ଵାରା, ସତ୍ଵ, ରଜୋ, ଏବଂ ତମୋ । ତାହା ମଧ୍ୟ ଭଗବଦ୍ ଗୀତାରେ କୁହାଯାଇଛି: ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ । ଯେ କେହି କୃଷ୍ଣଙ୍କର ଭକ୍ତି ଯୋଗରେ ନିଯୁକ୍ତ, ଅବ୍ୟଭିଚାରେଣ, କୌଣସି ବ୍ୟତିକ୍ରମ ବିନା, ନିଷ୍ଠାବାନ, ଗମ୍ଭୀର ଧ୍ୟାନ, ଏପରି ବ୍ୟକ୍ତି, ମାଂ ଚ ଯୋଽବ୍ୟଭିଚାରିଣୀ ଯୋଗେନ, ମାଂ ଚ ଯୋଽବ୍ୟଭିଚାରେଣ ଯୋଗେନ ଭାଜତେ ମାଂ ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ ([[Vanisource:BG 14.26|BG 14.26]]) ତୂରନ୍ତ, ସେ ସମସ୍ତ ଗୁଣକୁ ଅତିକ୍ରମ କରେ । ତେଣୁ ଭକ୍ତି ଯୋଗ ଏହି ଭୌତିକ ଗୁଣ ମଧ୍ୟରେ ନାହିଁ  । ସେଗୁଡ଼ିକ ହେଉଛନ୍ତି ଦିବ୍ୟ । ଭକ୍ତି ହେଉଛି ଦିବ୍ୟ । ସେଥିପାଇଁ, ତୁମେ ଭକ୍ତି ବିନା ଭଗବାନ କିମ୍ଵା କୃଷ୍ଣଙ୍କୁ ବୁଝିପାରିବ ନାହିଁ  । ଭକ୍ତ୍ୟା ମାମଭିଜାନାତି ([[Vanisource:BG 18.55|BG 18.55]]) । କେବଳ ଭକ୍ତ୍ୟା ମାମଭିଜାନାତି । ଅନ୍ୟଥା, ଏହା ସମ୍ଭବ ନୁହେଁ । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ । ବାସ୍ତବତା, ବାସ୍ତବରେ, ତୁମେ ଯଦି ବୁଝିବାକୁ ଚାହୁଁଛ ଭଗବାନ କ'ଣ, ତେବେ ତୁମକୁ ଏହି ଭକ୍ତି ପ୍ରକ୍ରିୟାକୁ ଗ୍ରହଣ କରିବାକୁ ହେବ, ଭକ୍ତି ଯୋଗ । ତାପରେ ତୁମେ ଅତିକ୍ରମ କରି ପାରିବ । ସେଥିପାଇଁ ଶ୍ରୀମଦ୍ ଭାଗବତରେ, ନାରଦ କୁହଁନ୍ତି ଯେ: ତ୍ୟକ୍ତ୍ଵା ସ୍ଵ ଧର୍ମମ୍ ଚରଣାମଭୁଜମ ହରେର ([[Vanisource:SB 1.5.17|SB 1.5.17]]) । ଯଦି କେହି, ଏପରିକି ଭାବନାରେ ମଧ୍ୟ, ତାର ବୃତ୍ତିଗତ କର୍ତ୍ତବ୍ୟକୁ ତ୍ୟାଗ କରେ, ଗୁଣ ଅନୁସାରେ... ତାହାକୁ ସ୍ଵଧର୍ମ କୁହାଯାଏ...ସ୍ଵଧର୍ମ ଅର୍ଥାତ୍ ଜଣଙ୍କର ଗୁଣ ହିସାବରେ ଯେଉଁ କର୍ତ୍ତବ୍ୟ ସେ ପାଇଛି । ତାହାକୁ ସ୍ଵଧର୍ମ କୁହାଯାଏ । ବ୍ରାହଣ, କ୍ଷେତ୍ରିୟ, ବୈଶ୍ୟ, ଶୂଦ୍ର, ସେମାନଙ୍କୁ ବିଭକ୍ତ କରାଯାଇଛି ଗୁଣକର୍ମବିଭାଗଶଃ ([[Vanisource:BG 4.13|BG 4.13]]), ଗୁଣ ଏବଂ କର୍ମ ଦ୍ଵାରା ।  
ତେବେ ଏହି କାର୍ଯ୍ୟକଳାପ ମୂର୍ଖ କାର୍ଯ୍ୟକଳାପ ଅଟେ । କିନ୍ତୁ ଯେତେବେଳେ ଜଣେ ସତ୍ଵଗୁଣରେ ଥାଏ, ସେ ହେଉଛି ଶାନ୍ତ । ସେ ବୁଝିପାରେ ଜୀବନର ମୂଲ୍ୟ କ'ଣ, ଜଣେ କିପରି ଜୀବନ ଯାପନ କରିବା କଥା, ଜୀବନର ଲକ୍ଷ୍ୟ କ'ଣ, ଜୀବନର ଉଦ୍ଦେଶ୍ୟ କ'ଣ । ଜୀବନର ଲକ୍ଷ୍ୟ ହେଉଛି ବ୍ରାହ୍ମଣକୁ ବୁଝିବା । ବ୍ରହ୍ମ ଜାନାତିତି ବ୍ରାହ୍ମଣଃ । ସେଥିପାଇଁ ଭଲ ଗୁଣ ଅର୍ଥାତ୍ ବ୍ରାହ୍ମଣ । ସେହିପରି, କ୍ଷେତ୍ରିୟ । ତେଣୁ ସେଗୁଡ଼ିକ ହେଉଛି ଗୁଣ-କର୍ମ-ବିଭାଗଶଃ । ଗୁଣ । ଗୁଣ ଉପରେ ଧ୍ୟାନ ଦେବା ଉଚିତ୍ । ଶ୍ରୀ କୃଷ୍ଣ ସେଥିପାଇଁ କହିଛନ୍ତି: ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ([[Vanisource:BG 4.13 (1972)|BG 4.13]]) । ଆମେ କିଛି ପ୍ରକାରର ଗୁଣ ଅଭିଗ୍ରହଣ କରିଛୁ । ଏହା ଭାରୀ କଷ୍ଟକର । କିନ୍ତୁ ଆମେ ତୂରନ୍ତ ସମସ୍ତ ଗୁଣକୁ ଅତିକ୍ରମ କରିପାରିବା । ତୂରନ୍ତ । କିପରି? ଭକ୍ତି ଯୋଗ ପ୍ରକ୍ରିୟା ଦ୍ଵାରା । ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ ([[Vanisource:BG 14.26 (1972)|BG 14.26]]) ଯଦି ତୁମେ ଭକ୍ତି ଯୋଗ ପ୍ରକ୍ରିୟା ଗ୍ରହଣ କର, ତେବେ ତୁମେ ଆଉ ପ୍ରଭାବିତ ହେବ ନାହିଁ ଏହି ତିନି ଗୁଣ ଦ୍ଵାରା, ସତ୍ଵ, ରଜୋ, ଏବଂ ତମୋ । ତାହା ମଧ୍ୟ ଭଗବଦ୍ ଗୀତାରେ କୁହାଯାଇଛି: ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ । ଯେ କେହି କୃଷ୍ଣଙ୍କର ଭକ୍ତି ଯୋଗରେ ନିଯୁକ୍ତ, ଅବ୍ୟଭିଚାରେଣ, କୌଣସି ବ୍ୟତିକ୍ରମ ବିନା, ନିଷ୍ଠାବାନ, ଗମ୍ଭୀର ଧ୍ୟାନ, ଏପରି ବ୍ୟକ୍ତି, ମାଂ ଚ ଯୋଽବ୍ୟଭିଚାରିଣୀ ଯୋଗେନ, ମାଂ ଚ ଯୋଽବ୍ୟଭିଚାରେଣ ଯୋଗେନ ଭାଜତେ ମାଂ ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ ([[Vanisource:BG 14.26 (1972)|BG 14.26]]) ତୂରନ୍ତ, ସେ ସମସ୍ତ ଗୁଣକୁ ଅତିକ୍ରମ କରେ । ତେଣୁ ଭକ୍ତି ଯୋଗ ଏହି ଭୌତିକ ଗୁଣ ମଧ୍ୟରେ ନାହିଁ  । ସେଗୁଡ଼ିକ ହେଉଛନ୍ତି ଦିବ୍ୟ । ଭକ୍ତି ହେଉଛି ଦିବ୍ୟ । ସେଥିପାଇଁ, ତୁମେ ଭକ୍ତି ବିନା ଭଗବାନ କିମ୍ଵା କୃଷ୍ଣଙ୍କୁ ବୁଝିପାରିବ ନାହିଁ  । ଭକ୍ତ୍ୟା ମାମଭିଜାନାତି ([[Vanisource:BG 18.55 (1972)|BG 18.55]]) । କେବଳ ଭକ୍ତ୍ୟା ମାମଭିଜାନାତି । ଅନ୍ୟଥା, ଏହା ସମ୍ଭବ ନୁହେଁ । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ । ବାସ୍ତବତା, ବାସ୍ତବରେ, ତୁମେ ଯଦି ବୁଝିବାକୁ ଚାହୁଁଛ ଭଗବାନ କ'ଣ, ତେବେ ତୁମକୁ ଏହି ଭକ୍ତି ପ୍ରକ୍ରିୟାକୁ ଗ୍ରହଣ କରିବାକୁ ହେବ, ଭକ୍ତି ଯୋଗ । ତାପରେ ତୁମେ ଅତିକ୍ରମ କରି ପାରିବ । ସେଥିପାଇଁ ଶ୍ରୀମଦ୍ ଭାଗବତରେ, ନାରଦ କୁହଁନ୍ତି ଯେ: ତ୍ୟକ୍ତ୍ଵା ସ୍ଵ ଧର୍ମମ୍ ଚରଣାମଭୁଜମ ହରେର ([[Vanisource:SB 1.5.17|SB 1.5.17]]) । ଯଦି କେହି, ଏପରିକି ଭାବନାରେ ମଧ୍ୟ, ତାର ବୃତ୍ତିଗତ କର୍ତ୍ତବ୍ୟକୁ ତ୍ୟାଗ କରେ, ଗୁଣ ଅନୁସାରେ... ତାହାକୁ ସ୍ଵଧର୍ମ କୁହାଯାଏ...ସ୍ଵଧର୍ମ ଅର୍ଥାତ୍ ଜଣଙ୍କର ଗୁଣ ହିସାବରେ ଯେଉଁ କର୍ତ୍ତବ୍ୟ ସେ ପାଇଛି । ତାହାକୁ ସ୍ଵଧର୍ମ କୁହାଯାଏ । ବ୍ରାହଣ, କ୍ଷେତ୍ରିୟ, ବୈଶ୍ୟ, ଶୂଦ୍ର, ସେମାନଙ୍କୁ ବିଭକ୍ତ କରାଯାଇଛି ଗୁଣକର୍ମବିଭାଗଶଃ ([[Vanisource:BG 4.13 (1972)|BG 4.13]]), ଗୁଣ ଏବଂ କର୍ମ ଦ୍ଵାରା ।  


ତେଣୁ ଏଠାରେ ଅର୍ଜୁନ କହିଛନ୍ତି ଯେ କାର୍ପଣ୍ୟଦୋଷୋପହତସ୍ଵଭାବଃ ([[Vanisource:BG 2.7|BG 2.7]]) । "ମୁଁ ହେଉଛି କ୍ଷେତ୍ରିୟ ।" ସେ ବୁଝିପାରିଲେ ଯେ: "ମୁଁ ଭୁଲ କରୁଛି । ମୁଁ ଯୁଦ୍ଧ କରିବା ପାଇଁ ମନା କରୁଛି । ସେଥିପାଇଁ, ଏହା ହେଉଛି କାର୍ପଣ୍ୟ-ଦୋଷ, କୃପଣତା ।" କୃପଣତା ଅର୍ଥାତ୍ ମୋ ପାଖରେ ଖର୍ଚ୍ଚ କରିବା ପାଇଁ କିଛି ସାଧନ ଅଛି, କିନ୍ତୁ ଯଦି ମୁଁ ଏହା ଖର୍ଚ୍ଚ କରିବି ନାହିଁ ଏହାକୁ କୃପଣତା କୁହାଯାଏ, କୃପଣତା । ତେବେ କୃପଣତା, ଦୁଇଟି ଶ୍ରେଣୀର ଲୋକ ଅଛନ୍ତି, ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଅର୍ଥାତ୍ ସେ କୃପଣ ନୁହେଁ । ତାକୁ ସୁଯୋଗ ମିଳିଛି, ଏହି ମନୁଷ୍ୟ ଜୀବନ ରୂପରେ ମାହାନ୍ ସମ୍ପତ୍ତି, ଅନେକ ଲକ୍ଷ ଡଲାର ମୂଲ୍ୟର, ଏହି ମନୁଷ୍ୟ...କିନ୍ତୁ ସେ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରୁନାହିଁ । କେବଳ ଏହାକୁ ଦେଖୁଛି: "ମୁଁ କେତେ ସୁନ୍ଦର ।" ବାସ୍ । କେବଳ ତୁମର ସୁନ୍ଦରତାକୁ ଖର୍ଚ୍ଚ କର କିମ୍ଵା ତୁମର ସମ୍ପତ୍ତିର ଉପଯୋଗ କର, ମନୁଷ୍ୟ... ସେ ହେଉଛି ବ୍ରାହ୍ମଣ, ଉଦାର ହେବା ।  
ତେଣୁ ଏଠାରେ ଅର୍ଜୁନ କହିଛନ୍ତି ଯେ କାର୍ପଣ୍ୟଦୋଷୋପହତସ୍ଵଭାବଃ ([[Vanisource:BG 2.7 (1972)|BG 2.7]]) । "ମୁଁ ହେଉଛି କ୍ଷେତ୍ରିୟ ।" ସେ ବୁଝିପାରିଲେ ଯେ: "ମୁଁ ଭୁଲ କରୁଛି । ମୁଁ ଯୁଦ୍ଧ କରିବା ପାଇଁ ମନା କରୁଛି । ସେଥିପାଇଁ, ଏହା ହେଉଛି କାର୍ପଣ୍ୟ-ଦୋଷ, କୃପଣତା ।" କୃପଣତା ଅର୍ଥାତ୍ ମୋ ପାଖରେ ଖର୍ଚ୍ଚ କରିବା ପାଇଁ କିଛି ସାଧନ ଅଛି, କିନ୍ତୁ ଯଦି ମୁଁ ଏହା ଖର୍ଚ୍ଚ କରିବି ନାହିଁ ଏହାକୁ କୃପଣତା କୁହାଯାଏ, କୃପଣତା । ତେବେ କୃପଣତା, ଦୁଇଟି ଶ୍ରେଣୀର ଲୋକ ଅଛନ୍ତି, ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଅର୍ଥାତ୍ ସେ କୃପଣ ନୁହେଁ । ତାକୁ ସୁଯୋଗ ମିଳିଛି, ଏହି ମନୁଷ୍ୟ ଜୀବନ ରୂପରେ ମାହାନ୍ ସମ୍ପତ୍ତି, ଅନେକ ଲକ୍ଷ ଡଲାର ମୂଲ୍ୟର, ଏହି ମନୁଷ୍ୟ...କିନ୍ତୁ ସେ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରୁନାହିଁ । କେବଳ ଏହାକୁ ଦେଖୁଛି: "ମୁଁ କେତେ ସୁନ୍ଦର ।" ବାସ୍ । କେବଳ ତୁମର ସୁନ୍ଦରତାକୁ ଖର୍ଚ୍ଚ କର କିମ୍ଵା ତୁମର ସମ୍ପତ୍ତିର ଉପଯୋଗ କର, ମନୁଷ୍ୟ... ସେ ହେଉଛି ବ୍ରାହ୍ମଣ, ଉଦାର ହେବା ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 12:37, 12 August 2021



Lecture on BG 2.7 -- London, August 7, 1973

ତେବେ ଏହି କାର୍ଯ୍ୟକଳାପ ମୂର୍ଖ କାର୍ଯ୍ୟକଳାପ ଅଟେ । କିନ୍ତୁ ଯେତେବେଳେ ଜଣେ ସତ୍ଵଗୁଣରେ ଥାଏ, ସେ ହେଉଛି ଶାନ୍ତ । ସେ ବୁଝିପାରେ ଜୀବନର ମୂଲ୍ୟ କ'ଣ, ଜଣେ କିପରି ଜୀବନ ଯାପନ କରିବା କଥା, ଜୀବନର ଲକ୍ଷ୍ୟ କ'ଣ, ଜୀବନର ଉଦ୍ଦେଶ୍ୟ କ'ଣ । ଜୀବନର ଲକ୍ଷ୍ୟ ହେଉଛି ବ୍ରାହ୍ମଣକୁ ବୁଝିବା । ବ୍ରହ୍ମ ଜାନାତିତି ବ୍ରାହ୍ମଣଃ । ସେଥିପାଇଁ ଭଲ ଗୁଣ ଅର୍ଥାତ୍ ବ୍ରାହ୍ମଣ । ସେହିପରି, କ୍ଷେତ୍ରିୟ । ତେଣୁ ସେଗୁଡ଼ିକ ହେଉଛି ଗୁଣ-କର୍ମ-ବିଭାଗଶଃ । ଗୁଣ । ଗୁଣ ଉପରେ ଧ୍ୟାନ ଦେବା ଉଚିତ୍ । ଶ୍ରୀ କୃଷ୍ଣ ସେଥିପାଇଁ କହିଛନ୍ତି: ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (BG 4.13) । ଆମେ କିଛି ପ୍ରକାରର ଗୁଣ ଅଭିଗ୍ରହଣ କରିଛୁ । ଏହା ଭାରୀ କଷ୍ଟକର । କିନ୍ତୁ ଆମେ ତୂରନ୍ତ ସମସ୍ତ ଗୁଣକୁ ଅତିକ୍ରମ କରିପାରିବା । ତୂରନ୍ତ । କିପରି? ଭକ୍ତି ଯୋଗ ପ୍ରକ୍ରିୟା ଦ୍ଵାରା । ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ (BG 14.26) ଯଦି ତୁମେ ଭକ୍ତି ଯୋଗ ପ୍ରକ୍ରିୟା ଗ୍ରହଣ କର, ତେବେ ତୁମେ ଆଉ ପ୍ରଭାବିତ ହେବ ନାହିଁ ଏହି ତିନି ଗୁଣ ଦ୍ଵାରା, ସତ୍ଵ, ରଜୋ, ଏବଂ ତମୋ । ତାହା ମଧ୍ୟ ଭଗବଦ୍ ଗୀତାରେ କୁହାଯାଇଛି: ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ । ଯେ କେହି କୃଷ୍ଣଙ୍କର ଭକ୍ତି ଯୋଗରେ ନିଯୁକ୍ତ, ଅବ୍ୟଭିଚାରେଣ, କୌଣସି ବ୍ୟତିକ୍ରମ ବିନା, ନିଷ୍ଠାବାନ, ଗମ୍ଭୀର ଧ୍ୟାନ, ଏପରି ବ୍ୟକ୍ତି, ମାଂ ଚ ଯୋଽବ୍ୟଭିଚାରିଣୀ ଯୋଗେନ, ମାଂ ଚ ଯୋଽବ୍ୟଭିଚାରେଣ ଯୋଗେନ ଭାଜତେ ମାଂ ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ (BG 14.26) ତୂରନ୍ତ, ସେ ସମସ୍ତ ଗୁଣକୁ ଅତିକ୍ରମ କରେ । ତେଣୁ ଭକ୍ତି ଯୋଗ ଏହି ଭୌତିକ ଗୁଣ ମଧ୍ୟରେ ନାହିଁ । ସେଗୁଡ଼ିକ ହେଉଛନ୍ତି ଦିବ୍ୟ । ଭକ୍ତି ହେଉଛି ଦିବ୍ୟ । ସେଥିପାଇଁ, ତୁମେ ଭକ୍ତି ବିନା ଭଗବାନ କିମ୍ଵା କୃଷ୍ଣଙ୍କୁ ବୁଝିପାରିବ ନାହିଁ । ଭକ୍ତ୍ୟା ମାମଭିଜାନାତି (BG 18.55) । କେବଳ ଭକ୍ତ୍ୟା ମାମଭିଜାନାତି । ଅନ୍ୟଥା, ଏହା ସମ୍ଭବ ନୁହେଁ । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ । ବାସ୍ତବତା, ବାସ୍ତବରେ, ତୁମେ ଯଦି ବୁଝିବାକୁ ଚାହୁଁଛ ଭଗବାନ କ'ଣ, ତେବେ ତୁମକୁ ଏହି ଭକ୍ତି ପ୍ରକ୍ରିୟାକୁ ଗ୍ରହଣ କରିବାକୁ ହେବ, ଭକ୍ତି ଯୋଗ । ତାପରେ ତୁମେ ଅତିକ୍ରମ କରି ପାରିବ । ସେଥିପାଇଁ ଶ୍ରୀମଦ୍ ଭାଗବତରେ, ନାରଦ କୁହଁନ୍ତି ଯେ: ତ୍ୟକ୍ତ୍ଵା ସ୍ଵ ଧର୍ମମ୍ ଚରଣାମଭୁଜମ ହରେର (SB 1.5.17) । ଯଦି କେହି, ଏପରିକି ଭାବନାରେ ମଧ୍ୟ, ତାର ବୃତ୍ତିଗତ କର୍ତ୍ତବ୍ୟକୁ ତ୍ୟାଗ କରେ, ଗୁଣ ଅନୁସାରେ... ତାହାକୁ ସ୍ଵଧର୍ମ କୁହାଯାଏ...ସ୍ଵଧର୍ମ ଅର୍ଥାତ୍ ଜଣଙ୍କର ଗୁଣ ହିସାବରେ ଯେଉଁ କର୍ତ୍ତବ୍ୟ ସେ ପାଇଛି । ତାହାକୁ ସ୍ଵଧର୍ମ କୁହାଯାଏ । ବ୍ରାହଣ, କ୍ଷେତ୍ରିୟ, ବୈଶ୍ୟ, ଶୂଦ୍ର, ସେମାନଙ୍କୁ ବିଭକ୍ତ କରାଯାଇଛି ଗୁଣକର୍ମବିଭାଗଶଃ (BG 4.13), ଗୁଣ ଏବଂ କର୍ମ ଦ୍ଵାରା ।

ତେଣୁ ଏଠାରେ ଅର୍ଜୁନ କହିଛନ୍ତି ଯେ କାର୍ପଣ୍ୟଦୋଷୋପହତସ୍ଵଭାବଃ (BG 2.7) । "ମୁଁ ହେଉଛି କ୍ଷେତ୍ରିୟ ।" ସେ ବୁଝିପାରିଲେ ଯେ: "ମୁଁ ଭୁଲ କରୁଛି । ମୁଁ ଯୁଦ୍ଧ କରିବା ପାଇଁ ମନା କରୁଛି । ସେଥିପାଇଁ, ଏହା ହେଉଛି କାର୍ପଣ୍ୟ-ଦୋଷ, କୃପଣତା ।" କୃପଣତା ଅର୍ଥାତ୍ ମୋ ପାଖରେ ଖର୍ଚ୍ଚ କରିବା ପାଇଁ କିଛି ସାଧନ ଅଛି, କିନ୍ତୁ ଯଦି ମୁଁ ଏହା ଖର୍ଚ୍ଚ କରିବି ନାହିଁ ଏହାକୁ କୃପଣତା କୁହାଯାଏ, କୃପଣତା । ତେବେ କୃପଣତା, ଦୁଇଟି ଶ୍ରେଣୀର ଲୋକ ଅଛନ୍ତି, ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଅର୍ଥାତ୍ ସେ କୃପଣ ନୁହେଁ । ତାକୁ ସୁଯୋଗ ମିଳିଛି, ଏହି ମନୁଷ୍ୟ ଜୀବନ ରୂପରେ ମାହାନ୍ ସମ୍ପତ୍ତି, ଅନେକ ଲକ୍ଷ ଡଲାର ମୂଲ୍ୟର, ଏହି ମନୁଷ୍ୟ...କିନ୍ତୁ ସେ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରୁନାହିଁ । କେବଳ ଏହାକୁ ଦେଖୁଛି: "ମୁଁ କେତେ ସୁନ୍ଦର ।" ବାସ୍ । କେବଳ ତୁମର ସୁନ୍ଦରତାକୁ ଖର୍ଚ୍ଚ କର କିମ୍ଵା ତୁମର ସମ୍ପତ୍ତିର ଉପଯୋଗ କର, ମନୁଷ୍ୟ... ସେ ହେଉଛି ବ୍ରାହ୍ମଣ, ଉଦାର ହେବା ।