OR/Prabhupada 0273 - ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0273 - in all Languages Category:OR-Quotes - 1973 Category:OR-Quotes - Lec...")
 
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0272 - ଭକ୍ତି ହେଉଛି ଦିବ୍ୟ|0272|OR/Prabhupada 0274 - ଆମେ ବ୍ରହ୍ମ ସମ୍ପ୍ରଦାୟର ଅଟୁ|0274}}
{{1080 videos navigation - All Languages|Oriya|OR/Prabhupada 0272 - ଭକ୍ତି ହେଉଛି ଦିବ୍ୟ|0272|OR/Prabhupada 0274 - ଆମେ ବ୍ରହ୍ମ ସମ୍ପ୍ରଦାୟର ଅଟୁ|0274}}
<!-- END NAVIGATION BAR -->
<!-- END NAVIGATION BAR -->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|H1dhQp4Zx9o|ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି<br />- Prabhupāda 0273}}
{{youtube_right|a8PC_Vvlwbk|ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି<br />- Prabhupāda 0273}}
<!-- END VIDEO LINK -->
<!-- END VIDEO LINK -->


<!-- BEGIN AUDIO LINK -->
<!-- BEGIN AUDIO LINK -->
<mp3player>https://s3.amazonaws.com/vanipedia/clip/730816BG.LON_clip4.mp3</mp3player>
<mp3player>https://s3.amazonaws.com/vanipedia/clip/730807BG.LON_clip4.mp3</mp3player>
<!-- END AUDIO LINK -->
<!-- END AUDIO LINK -->


<!-- BEGIN VANISOURCE LINK -->
<!-- BEGIN VANISOURCE LINK -->
'''[[Vanisource:Lecture on BG 2.10 -- London, August 16, 1973|Lecture on BG 2.10 -- London, August 16, 1973]]'''
'''[[Vanisource:730807 - Lecture BG 02.07 - London|Lecture on BG 2.7 -- London, August 7, 1973]]'''
<!-- END VANISOURCE LINK -->
<!-- END VANISOURCE LINK -->


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ସେ ହେଉଛି ବ୍ରାହ୍ମଣ, ଉଦାର ହେବା । ଏବଂ...ଏତ୍ଵ ବିଦିତ୍ଵା ପ୍ରୟାତି ସ ବ୍ରାହ୍ମଣଃ, ଜଣେ ଯିଏ ଜାଣିଛି... ସେଥିପାଇଁ ପ୍ରହଲ୍ଲାଦ ମହାରାଜା କୁହଁନ୍ତି: ଦୁର୍ଲଭମ ମନୁଷ୍ୟମ ଜନ୍ମ ଅଧ୍ରୁବମ ଅର୍ଥଦମ ([[Vanisource:SB 7.6.1|SB 7.6.1]]) । ସେ ତାଙ୍କର କକ୍ଷ ସାଥୀମାନଙ୍କ ମଧ୍ୟରେ ପ୍ରଚାର କରୁଥିଲେ । ସେ ଏକ ଅସୁରିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ହିରଣ୍ୟକଶିପୁ । ଏବଂ ତାଙ୍କର କକ୍ଷ ସାଥୀମାନେ ମଧ୍ୟ, ସମାନ ବର୍ଗର । ତେଣୁ ପ୍ରହଲ୍ଲାଦ ମହାରାଜା ସେମାନଙ୍କୁ ପରାମର୍ଶ ଦେଉଥିଲେ: "ମୋର ପ୍ରିୟ ଭାଈମାନେ, ଚାଲ ଆମେ କୃଷ୍ଣ ଚେତନା ଧ୍ୟାନ ଦେବା ।" ତେଣୁ ଅନ୍ୟ ବାଳକମାନେ, ସେମାନେ କୃଷ୍ଣ ଚେତନା ବିଷୟରେ କ'ଣ ଜାଣିଛନ୍ତି...? ପ୍ରହଲ୍ଲାଦ ମାହାରାଜା ଜନ୍ମରୁ ମୁକ୍ତ । ତେଣୁ ସେମାନେ କହିଲେ: "ଏହି କୃଷ୍ଣ ଚେତନା କ'ଣ?" ସେମାନେ ବୁଝିପାରୁ ନ ଥିଲେ । ତେଣୁ ସେ ସେମାନଙ୍କୁ ହୃଦବୋଧ କରାଉଥିଲେ:  ଦୁର୍ଲଭମ ମନୁଷ୍ୟମ ଜନ୍ମ ଅଧ୍ରୁବମ ଅର୍ଥଦମ । ଏହି ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭମ । ଲବ୍ଧ ସଦୁର୍ଲଭମ ଈଦମ ବହୁ ସମ୍ଭବନ୍ତେ ([[Vanisource:SB 11.9.29|SB 11.9.29]]) । ଏହି ମନୁଷ୍ୟ ଶରୀର ଭୌତିକ ପ୍ରକୃତି ଦ୍ଵାରା ଦିଆଯାଇଥିବା ଏକ ମହାନ୍ ଅନୁଦାନ । ଲୋକମାନେ ଏତେ ମୂର୍ଖ ଏବଂ ନୀଚ । ସେମାନେ ଜାଣି ପାରନ୍ତି ନାହିଁ ଏହି ମନୁଷ୍ୟ ରୂପି ଜୀବନର ମୂଲ୍ୟ କ'ଣ । ସେମାନେ ଏହି ଶରୀରକୁ କୁକୁର ବିଲେଇ ପରି ଇନ୍ଦ୍ରିୟ ସନ୍ତୁଷ୍ଟିରେ ନିଯୁକ୍ତ କରନ୍ତି । ସେଥିପାଇଁ ଶାସ୍ତ୍ର କୁହଁନ୍ତି: "ନା, ଏହି ମନୁଷ୍ୟ ରୂପି ଶରୀର ଘୁଷୁରି ଏବଂ କୁକୁରମାନଙ୍କ ପରି ନଷ୍ଟ କରବା ପାଇଁ ହୋଇ ନାହିଁ ।" ନ୍ୟାୟମ୍ ଦେହୋ ଦେହ-ଭାଜାମ ନ୍ର-ଲୋକେ । ସମସ୍ତେ ଏକ ଶରୀର ପାଇଛନ୍ତି, ଭୌତିକ ଶରୀର । କିନ୍ତୁ ନ୍ର-ଲୋକେ, ମାନବ ସମାଜରେ, ଏହି ଶରୀର ନଷ୍ଟ କରିବାକୁ ହୋଇ ନାହିଁ । ନ୍ୟାୟମ୍ ଦେହୋ ଦେହ-ଭାଜାମ ନ୍ର-ଲୋକେ କଷ୍ଟାନ କାମାନ ଅର୍ହତି ବିଦ-ଭୂଜାମ ୟେ ([[Vanisource:SB 5.5.1|SB 5.5.1]]) । ଏହି ମନୁଷ୍ୟ ରୂପି ଜୀବନ, କେବଳ ବେକାରରେ କାମ କରିବା, ଦିନ ଏବଂ ରାତି, ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ । ଏହା ଘୁଷୁରି ଏବଂ କୁକୁରମାନଙ୍କର କାମ । ସେମାନେ ମଧ୍ୟ ସେହି ସମାନ କାମ କରୁଛନ୍ତି, ପୁରା ଦିନ ଏବଂ ରାତି, କଠିନ ପରିଶ୍ରମ କରୁଛନ୍ତି ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ । ତେଣୁ ସେଥିପାଇଁ ମାନବ ସମାଜରେ ବିଭାଜନର ବ୍ୟବସ୍ଥା ହେବା ଉଚିତ୍ । ତାହାକୁ ବର୍ଣ୍ଣାଶ୍ରମ ଧର୍ମ କୁହାଯାଏ । ତାହା ହେଉଛି ବୈଦିକ ସଭ୍ୟତା । ତାହାକୁ ପ୍ରକୃତରେ ଆର୍ଯ୍ୟ-ସମାଜ କୁହାଯାଏ । ଅର୍ଯ୍ୟ-ସମାଜର ଅର୍ଥ ନୁହେଁ ଦୁର୍ଜନ ଏବଂ ମୂର୍ଖ ହେବା ଏବଂ ଭଗବାନଙ୍କର ଅସ୍ଥିତ୍ଵକୁ ଅସ୍ଵୀକାର କରିବା । ନା । ତାହା ହେଉଛି ଅନାର୍ଯ୍ୟ । ଯେପରି କୃଷ୍ଣ ଅର୍ଜୁନଙ୍କୁ ନିନ୍ଦା କରିଲେ: ଅନାର୍ଯ୍ୟ-ଜୁଷ୍ଟା । "ତୁମେ ଅନାର୍ଯ୍ୟ ପରି କଥା ହେଉଛ ।" ଜଣେ ଯିଏ କୃଷ୍ଣ ଚେତନା ଶୀଳ ନୁହେଁ, ସେ ହେଉଛି ଅନାର୍ଯ୍ୟ । ଅନାର୍ଯ୍ୟ । ଆର୍ଯ୍ୟ ଅର୍ଥାତ୍ ଯିଏ କୃଷ୍ଣ ଚେତନାରେ ଉନ୍ନତ । ତେଣୁ ବାସ୍ତବରେ ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି । ଅନ୍ୟଥା ନକଲୀ, ନକଲୀ ଆର୍ଯ୍ୟ ସମାଜ । କାରଣ ଏଠାରେ ଭଗବଦ୍ ଗୀତା କୁହେ, କୃଷ୍ଣ ଅର୍ଜୁନଙ୍କୁ କୁହଁନ୍ତି, ନିନ୍ଦା କରନ୍ତି, କାରଣ ସେ ଯୁଦ୍ଧ କରିବା ପାଇଁ ମନା କରିଦେଲେ, କାରଣ ସେ ଜାଣି ନ ଥିଲେ ତାଙ୍କର କର୍ତ୍ତବ୍ୟ କ'ଣ, ପୁଣି ଏଠାରେ ଅର୍ଜୁନ ସ୍ଵୀକାର କରୁଛନ୍ତି ଯେ କାର୍ପଣ୍ୟଦୋଷୋପହତସ୍ଵଭାବଃ ([[Vanisource:BG 2.7|BG 2.7]]) । "ହଁ, ମୁଁ ଅନାର୍ଯ୍ୟ । ମୁଁ ଅନାର୍ଯ୍ୟ ହୋଇଯାଇଛି । କାରଣ ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି ।"  
ସେ ହେଉଛି ବ୍ରାହ୍ମଣ, ଉଦାର ହେବା । ଏବଂ...ଏତ୍ଵ ବିଦିତ୍ଵା ପ୍ରୟାତି ସ ବ୍ରାହ୍ମଣଃ, ଜଣେ ଯିଏ ଜାଣିଛି... ସେଥିପାଇଁ ପ୍ରହଲ୍ଲାଦ ମହାରାଜା କୁହଁନ୍ତି: ଦୁର୍ଲଭମ ମନୁଷ୍ୟମ ଜନ୍ମ ଅଧ୍ରୁବମ ଅର୍ଥଦମ ([[Vanisource:SB 7.6.1|SB 7.6.1]]) । ସେ ତାଙ୍କର କକ୍ଷ ସାଥୀମାନଙ୍କ ମଧ୍ୟରେ ପ୍ରଚାର କରୁଥିଲେ । ସେ ଏକ ଅସୁରିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ହିରଣ୍ୟକଶିପୁ । ଏବଂ ତାଙ୍କର କକ୍ଷ ସାଥୀମାନେ ମଧ୍ୟ, ସମାନ ବର୍ଗର । ତେଣୁ ପ୍ରହଲ୍ଲାଦ ମହାରାଜା ସେମାନଙ୍କୁ ପରାମର୍ଶ ଦେଉଥିଲେ: "ମୋର ପ୍ରିୟ ଭାଈମାନେ, ଚାଲ ଆମେ କୃଷ୍ଣ ଚେତନା ଧ୍ୟାନ ଦେବା ।" ତେଣୁ ଅନ୍ୟ ବାଳକମାନେ, ସେମାନେ କୃଷ୍ଣ ଚେତନା ବିଷୟରେ କ'ଣ ଜାଣିଛନ୍ତି...? ପ୍ରହଲ୍ଲାଦ ମାହାରାଜା ଜନ୍ମରୁ ମୁକ୍ତ । ତେଣୁ ସେମାନେ କହିଲେ: "ଏହି କୃଷ୍ଣ ଚେତନା କ'ଣ?" ସେମାନେ ବୁଝିପାରୁ ନ ଥିଲେ । ତେଣୁ ସେ ସେମାନଙ୍କୁ ହୃଦବୋଧ କରାଉଥିଲେ:  ଦୁର୍ଲଭମ ମନୁଷ୍ୟମ ଜନ୍ମ ଅଧ୍ରୁବମ ଅର୍ଥଦମ । ଏହି ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭମ । ଲବ୍ଧ ସଦୁର୍ଲଭମ ଈଦମ ବହୁ ସମ୍ଭବନ୍ତେ ([[Vanisource:SB 11.9.29|SB 11.9.29]]) । ଏହି ମନୁଷ୍ୟ ଶରୀର ଭୌତିକ ପ୍ରକୃତି ଦ୍ଵାରା ଦିଆଯାଇଥିବା ଏକ ମହାନ୍ ଅନୁଦାନ । ଲୋକମାନେ ଏତେ ମୂର୍ଖ ଏବଂ ନୀଚ । ସେମାନେ ଜାଣି ପାରନ୍ତି ନାହିଁ ଏହି ମନୁଷ୍ୟ ରୂପି ଜୀବନର ମୂଲ୍ୟ କ'ଣ । ସେମାନେ ଏହି ଶରୀରକୁ କୁକୁର ବିଲେଇ ପରି ଇନ୍ଦ୍ରିୟ ସନ୍ତୁଷ୍ଟିରେ ନିଯୁକ୍ତ କରନ୍ତି । ସେଥିପାଇଁ ଶାସ୍ତ୍ର କୁହଁନ୍ତି: "ନା, ଏହି ମନୁଷ୍ୟ ରୂପି ଶରୀର ଘୁଷୁରି ଏବଂ କୁକୁରମାନଙ୍କ ପରି ନଷ୍ଟ କରବା ପାଇଁ ହୋଇ ନାହିଁ ।" ନ୍ୟାୟମ୍ ଦେହୋ ଦେହ-ଭାଜାମ ନ୍ର-ଲୋକେ । ସମସ୍ତେ ଏକ ଶରୀର ପାଇଛନ୍ତି, ଭୌତିକ ଶରୀର । କିନ୍ତୁ ନ୍ର-ଲୋକେ, ମାନବ ସମାଜରେ, ଏହି ଶରୀର ନଷ୍ଟ କରିବାକୁ ହୋଇ ନାହିଁ । ନ୍ୟାୟମ୍ ଦେହୋ ଦେହ-ଭାଜାମ ନ୍ର-ଲୋକେ କଷ୍ଟାନ କାମାନ ଅର୍ହତି ବିଦ-ଭୂଜାମ ୟେ ([[Vanisource:SB 5.5.1|SB 5.5.1]]) । ଏହି ମନୁଷ୍ୟ ରୂପି ଜୀବନ, କେବଳ ବେକାରରେ କାମ କରିବା, ଦିନ ଏବଂ ରାତି, ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ । ଏହା ଘୁଷୁରି ଏବଂ କୁକୁରମାନଙ୍କର କାମ । ସେମାନେ ମଧ୍ୟ ସେହି ସମାନ କାମ କରୁଛନ୍ତି, ପୁରା ଦିନ ଏବଂ ରାତି, କଠିନ ପରିଶ୍ରମ କରୁଛନ୍ତି ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ । ତେଣୁ ସେଥିପାଇଁ ମାନବ ସମାଜରେ ବିଭାଜନର ବ୍ୟବସ୍ଥା ହେବା ଉଚିତ୍ । ତାହାକୁ ବର୍ଣ୍ଣାଶ୍ରମ ଧର୍ମ କୁହାଯାଏ । ତାହା ହେଉଛି ବୈଦିକ ସଭ୍ୟତା । ତାହାକୁ ପ୍ରକୃତରେ ଆର୍ଯ୍ୟ-ସମାଜ କୁହାଯାଏ । ଅର୍ଯ୍ୟ-ସମାଜର ଅର୍ଥ ନୁହେଁ ଦୁର୍ଜନ ଏବଂ ମୂର୍ଖ ହେବା ଏବଂ ଭଗବାନଙ୍କର ଅସ୍ଥିତ୍ଵକୁ ଅସ୍ଵୀକାର କରିବା । ନା । ତାହା ହେଉଛି ଅନାର୍ଯ୍ୟ । ଯେପରି କୃଷ୍ଣ ଅର୍ଜୁନଙ୍କୁ ନିନ୍ଦା କରିଲେ: ଅନାର୍ଯ୍ୟ-ଜୁଷ୍ଟା । "ତୁମେ ଅନାର୍ଯ୍ୟ ପରି କଥା ହେଉଛ ।" ଜଣେ ଯିଏ କୃଷ୍ଣ ଚେତନା ଶୀଳ ନୁହେଁ, ସେ ହେଉଛି ଅନାର୍ଯ୍ୟ । ଅନାର୍ଯ୍ୟ । ଆର୍ଯ୍ୟ ଅର୍ଥାତ୍ ଯିଏ କୃଷ୍ଣ ଚେତନାରେ ଉନ୍ନତ । ତେଣୁ ବାସ୍ତବରେ ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି । ଅନ୍ୟଥା ନକଲୀ, ନକଲୀ ଆର୍ଯ୍ୟ ସମାଜ । କାରଣ ଏଠାରେ ଭଗବଦ୍ ଗୀତା କୁହେ, କୃଷ୍ଣ ଅର୍ଜୁନଙ୍କୁ କୁହଁନ୍ତି, ନିନ୍ଦା କରନ୍ତି, କାରଣ ସେ ଯୁଦ୍ଧ କରିବା ପାଇଁ ମନା କରିଦେଲେ, କାରଣ ସେ ଜାଣି ନ ଥିଲେ ତାଙ୍କର କର୍ତ୍ତବ୍ୟ କ'ଣ, ପୁଣି ଏଠାରେ ଅର୍ଜୁନ ସ୍ଵୀକାର କରୁଛନ୍ତି ଯେ କାର୍ପଣ୍ୟଦୋଷୋପହତସ୍ଵଭାବଃ ([[Vanisource:BG 2.7 (1972)|BG 2.7]]) । "ହଁ, ମୁଁ ଅନାର୍ଯ୍ୟ । ମୁଁ ଅନାର୍ଯ୍ୟ ହୋଇଯାଇଛି । କାରଣ ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି ।"  


ତେଣୁ ବାସ୍ତବରେ ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ସମାଜ, ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ...ତାହା ହେଉଛି ଆର୍ଯ୍ୟ । ନକଲୀ ନୁହେଁ । ତେଣୁ ଏଠାରେ, ଅର୍ଜୁନ ବର୍ଣ୍ଣନା କରୁଛନ୍ତି, ନିଜକୁ ସେହି ସ୍ଥିତିରେ ରଖି: "ହଁ, କାର୍ପଣ୍ୟ ଦୋଷୋ । କାରନ ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି, ସେଥିପାଇଁ ଉପହତ ସ୍ଵଭାବଃ, ମୁଁ ମୋର ନିଜର ପ୍ରବୃତ୍ତିରେ ଭ୍ରମିତ ହେଉଛି ।" ଏକ କ୍ଷେତ୍ରିୟ ସର୍ବଦା ସକ୍ରିୟ ରହିବା ଉଚିତ୍ । ଯେତେବେଳେ ସଂଗ୍ରମ ହୁଏ, ଯୁଦ୍ଧ ହୁଏ, ସେମାନେ ବହୁତ ବେଶୀ ଉତ୍ସାହି ହେବା ଉଚିତ୍ । ଏକ କ୍ଷେତ୍ରିୟ, ଯଦି ଅନ୍ୟ ଏକା କ୍ଷେତ୍ରିୟ କୁହେ: "ମୁଁ ତୁମ ସହିତ ଯୁଦ୍ଧ କରିବାକୁ ଚାହୁଁଛି," ସେ, ଓ, ସେ ମନା କରି ପାରିବ ନାହିଁ । "ହଁ, ଆସ । ଯୁଦ୍ଧ କରିବା । ଖଣ୍ତା ଉଠାଅ ।" ତୂରନ୍ତ: "ଆସ ।" ତାହା ହେଉଛି କ୍ଷେତ୍ରିୟ । ବର୍ତ୍ତମାନ ସେ ମାନା କରୁଛି ଯୁଦ୍ଧ କରିବାକୁ । ସେଥିପାଇଁ, ସେ ବୁଝିପାରିଲେ...ତୁମେ ଏହି ପକ୍ଷରେ ଛିଡା ହୋଇ ପାରିବ, ସମ୍ମୁଖରେ ନୁହେଁ । ସେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଉଛନ୍ତି, କ୍ଷେତ୍ରିୟର କର୍ତ୍ତବ୍ୟ । ସେଥିପାଇଁ, ସେ ସ୍ଵୀକାର କରୁଛନ୍ତି: ହଁ, କାର୍ପଣ୍ୟ ଦୋଷୋ । କାର୍ପଣ୍ୟ-ଦୋଷୋପହତ-ସ୍ଵଭାବଃ ([[Vanisource:BG 2.7|BG 2.7]]) । "ମୋର ପ୍ରାକୃତିକ କର୍ତ୍ତବ୍ୟ ମୁଁ ଭୁଲି ଯାଉଛି । ସେଥିପାଇଁ ମୁଁ କୃପଣ ହୋଇଯାଇଛି । ସେଥିପାଇଁ ମୋର..." ଯେତେବେଳେ ତୁମେ କୃପଣ ହୋଇଯାଅ, ତାହା ହେଉଛି ଏକ ବ୍ୟାଧିଗ୍ରସ୍ତ ଅବସ୍ଥା । ତେବେ ତୁମର କର୍ତ୍ତବ୍ୟ କ'ଣ? ତେବେ ଏକ ବ୍ୟକ୍ତି ପାଖକୁ ଯାଅ ଯିଏ କରିପାରିବ... ଯେପରି ଯେତେବେଳେ ତୁମେ ରୋଗ ଗ୍ରସ୍ତ ହୁଅ, ତୁମେ ଚିକିତ୍ସକ ପାଖକୁ ଯାଅ ଏବଂ ତାଙ୍କୁ ପଚାର "ମହାଶୟ, କ'ଣ କରିବି? ମୁଁ ବର୍ତ୍ତମାନ ଏହି ରୋଗରେ ପୀଡିତ ।" ଏହା ତୁମର କର୍ତ୍ତବ୍ୟ । ସେହିପରି, ଯେତେବେଳେ ଆମେ ଆମର କର୍ତ୍ତବ୍ୟରେ ଭ୍ରମିତ ହେଉ, କିମ୍ଵା ଆମେ ଆମର କର୍ତ୍ତବ୍ୟ ଭୁଲିଯାଉ, ଏହା ବହୁତ ଭଲ ଏକ ବରିଷ୍ଠ ବ୍ୟକ୍ତି ପାଖକୁ ଯିବା ଏବଂ ତାଙ୍କୁ ପଚାରିବା କ'ଣ କରିବା ଉଚିତ୍ । ତେବେ କୃଷ୍ଣଙ୍କ ଠାରୁ ବରିଷ୍ଠ ବ୍ୟକ୍ତି କିଏ? ସେଥିପାଇଁ ଅର୍ଜୁନ କୁହଁନ୍ତି: ପୃଚ୍ଛାମି ତ୍ଵାଂ । "ମୁଁ ଅାପଣଙ୍କୁ ପଚାରୁଛି । କାରଣ ଏହା ହେଉଛି ମୋର କର୍ତ୍ତବ୍ୟ । ବର୍ତ୍ତମାନ ମୁଁ ମୋର କର୍ତ୍ତବ୍ୟରୁ ତଳକୁ ଖସିଯାଇଛି, ଦୋଷୀ । ତେବେ ଏହା ଭଲ ନୁହେଁ । ତେଣୁ ମୋତେ ଜଣଙ୍କୁ ପଚାରିବାକୁ ହେବ ଯିଏ ମୋ ଠାରୁ ବରିଷ୍ଠ ।" ତାହା ହେଉଛି କର୍ତ୍ତବ୍ୟ । ତଦ୍ ବିଜ୍ଞାନାର୍ଥମ ସ ଗୁରୁମ ଏବ ଅଭୀଗଚ୍ଛେତ (MU 1.2.12) । ଏହା ହେଉଛି ବୈଦିକ କର୍ତ୍ତବ୍ୟ । ସମସ୍ତେ ଭ୍ରମିତ । ସମସ୍ତେ ଏହି ଭୌତିକ ଦୁନିଆରେ ପୀଡ଼ିତ ହେଉଛନ୍ତି, ଭ୍ରମିତ ହୋଇ । କିନ୍ତୁ ସେ ଏକ ଯଥାର୍ଥ ଗୁରୁ ଖୋଜୁ ନାହିଁ । ନା । ତାହା ହେଉଛି କାର୍ପଣ୍ୟ ଦୋଷୋ । ତାହା ହେଉଛି କାର୍ପଣ୍ୟ ଦୋଷୋ । ଏଠାରେ, ଅର୍ଜୁନ କାର୍ପଣ୍ୟ ଦୋଷୋରୁ ବାହାରକୁ ଆସୁଛନ୍ତି । କିପରି? ବର୍ତ୍ତମାନ ସେ କୃଷ୍ଣଙ୍କୁ ପଚାରୁଛନ୍ତି । ପୃଚ୍ଛାମି ତ୍ଵାଂ । "ମୋର ପ୍ରିୟ କୃଷ୍ଣ, ଆମଣ ହେଉଛନ୍ତି ସବୁଠାରୁ ବରିଷ୍ଠ ବ୍ୟକ୍ତି । ତାହା ମୁଁ ଜାଣିଛି । ଆପଣ ହେଉଛନ୍ତି କୃଷ୍ଣ । ତେଣୁ ମୁଁ ଭ୍ରମିତ ଅଛି । ବାସ୍ତବରେ, ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି । ସେଥିପାଇଁ, ମୁଁ ଆପଣଙ୍କୁ ପଚାରୁଛି ।"  
ତେଣୁ ବାସ୍ତବରେ ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ସମାଜ, ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ...ତାହା ହେଉଛି ଆର୍ଯ୍ୟ । ନକଲୀ ନୁହେଁ । ତେଣୁ ଏଠାରେ, ଅର୍ଜୁନ ବର୍ଣ୍ଣନା କରୁଛନ୍ତି, ନିଜକୁ ସେହି ସ୍ଥିତିରେ ରଖି: "ହଁ, କାର୍ପଣ୍ୟ ଦୋଷୋ । କାରନ ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି, ସେଥିପାଇଁ ଉପହତ ସ୍ଵଭାବଃ, ମୁଁ ମୋର ନିଜର ପ୍ରବୃତ୍ତିରେ ଭ୍ରମିତ ହେଉଛି ।" ଏକ କ୍ଷେତ୍ରିୟ ସର୍ବଦା ସକ୍ରିୟ ରହିବା ଉଚିତ୍ । ଯେତେବେଳେ ସଂଗ୍ରମ ହୁଏ, ଯୁଦ୍ଧ ହୁଏ, ସେମାନେ ବହୁତ ବେଶୀ ଉତ୍ସାହି ହେବା ଉଚିତ୍ । ଏକ କ୍ଷେତ୍ରିୟ, ଯଦି ଅନ୍ୟ ଏକା କ୍ଷେତ୍ରିୟ କୁହେ: "ମୁଁ ତୁମ ସହିତ ଯୁଦ୍ଧ କରିବାକୁ ଚାହୁଁଛି," ସେ, ଓ, ସେ ମନା କରି ପାରିବ ନାହିଁ । "ହଁ, ଆସ । ଯୁଦ୍ଧ କରିବା । ଖଣ୍ତା ଉଠାଅ ।" ତୂରନ୍ତ: "ଆସ ।" ତାହା ହେଉଛି କ୍ଷେତ୍ରିୟ । ବର୍ତ୍ତମାନ ସେ ମାନା କରୁଛି ଯୁଦ୍ଧ କରିବାକୁ । ସେଥିପାଇଁ, ସେ ବୁଝିପାରିଲେ...ତୁମେ ଏହି ପକ୍ଷରେ ଛିଡା ହୋଇ ପାରିବ, ସମ୍ମୁଖରେ ନୁହେଁ । ସେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଉଛନ୍ତି, କ୍ଷେତ୍ରିୟର କର୍ତ୍ତବ୍ୟ । ସେଥିପାଇଁ, ସେ ସ୍ଵୀକାର କରୁଛନ୍ତି: ହଁ, କାର୍ପଣ୍ୟ ଦୋଷୋ । କାର୍ପଣ୍ୟ-ଦୋଷୋପହତ-ସ୍ଵଭାବଃ ([[Vanisource:BG 2.7 (1972)|BG 2.7]]) । "ମୋର ପ୍ରାକୃତିକ କର୍ତ୍ତବ୍ୟ ମୁଁ ଭୁଲି ଯାଉଛି । ସେଥିପାଇଁ ମୁଁ କୃପଣ ହୋଇଯାଇଛି । ସେଥିପାଇଁ ମୋର..." ଯେତେବେଳେ ତୁମେ କୃପଣ ହୋଇଯାଅ, ତାହା ହେଉଛି ଏକ ବ୍ୟାଧିଗ୍ରସ୍ତ ଅବସ୍ଥା । ତେବେ ତୁମର କର୍ତ୍ତବ୍ୟ କ'ଣ? ତେବେ ଏକ ବ୍ୟକ୍ତି ପାଖକୁ ଯାଅ ଯିଏ କରିପାରିବ... ଯେପରି ଯେତେବେଳେ ତୁମେ ରୋଗ ଗ୍ରସ୍ତ ହୁଅ, ତୁମେ ଚିକିତ୍ସକ ପାଖକୁ ଯାଅ ଏବଂ ତାଙ୍କୁ ପଚାର "ମହାଶୟ, କ'ଣ କରିବି? ମୁଁ ବର୍ତ୍ତମାନ ଏହି ରୋଗରେ ପୀଡିତ ।" ଏହା ତୁମର କର୍ତ୍ତବ୍ୟ । ସେହିପରି, ଯେତେବେଳେ ଆମେ ଆମର କର୍ତ୍ତବ୍ୟରେ ଭ୍ରମିତ ହେଉ, କିମ୍ଵା ଆମେ ଆମର କର୍ତ୍ତବ୍ୟ ଭୁଲିଯାଉ, ଏହା ବହୁତ ଭଲ ଏକ ବରିଷ୍ଠ ବ୍ୟକ୍ତି ପାଖକୁ ଯିବା ଏବଂ ତାଙ୍କୁ ପଚାରିବା କ'ଣ କରିବା ଉଚିତ୍ । ତେବେ କୃଷ୍ଣଙ୍କ ଠାରୁ ବରିଷ୍ଠ ବ୍ୟକ୍ତି କିଏ? ସେଥିପାଇଁ ଅର୍ଜୁନ କୁହଁନ୍ତି: ପୃଚ୍ଛାମି ତ୍ଵାଂ । "ମୁଁ ଅାପଣଙ୍କୁ ପଚାରୁଛି । କାରଣ ଏହା ହେଉଛି ମୋର କର୍ତ୍ତବ୍ୟ । ବର୍ତ୍ତମାନ ମୁଁ ମୋର କର୍ତ୍ତବ୍ୟରୁ ତଳକୁ ଖସିଯାଇଛି, ଦୋଷୀ । ତେବେ ଏହା ଭଲ ନୁହେଁ । ତେଣୁ ମୋତେ ଜଣଙ୍କୁ ପଚାରିବାକୁ ହେବ ଯିଏ ମୋ ଠାରୁ ବରିଷ୍ଠ ।" ତାହା ହେଉଛି କର୍ତ୍ତବ୍ୟ । ତଦ୍ ବିଜ୍ଞାନାର୍ଥମ ସ ଗୁରୁମ ଏବ ଅଭୀଗଚ୍ଛେତ (MU 1.2.12) । ଏହା ହେଉଛି ବୈଦିକ କର୍ତ୍ତବ୍ୟ । ସମସ୍ତେ ଭ୍ରମିତ । ସମସ୍ତେ ଏହି ଭୌତିକ ଦୁନିଆରେ ପୀଡ଼ିତ ହେଉଛନ୍ତି, ଭ୍ରମିତ ହୋଇ । କିନ୍ତୁ ସେ ଏକ ଯଥାର୍ଥ ଗୁରୁ ଖୋଜୁ ନାହିଁ । ନା । ତାହା ହେଉଛି କାର୍ପଣ୍ୟ ଦୋଷୋ । ତାହା ହେଉଛି କାର୍ପଣ୍ୟ ଦୋଷୋ । ଏଠାରେ, ଅର୍ଜୁନ କାର୍ପଣ୍ୟ ଦୋଷୋରୁ ବାହାରକୁ ଆସୁଛନ୍ତି । କିପରି? ବର୍ତ୍ତମାନ ସେ କୃଷ୍ଣଙ୍କୁ ପଚାରୁଛନ୍ତି । ପୃଚ୍ଛାମି ତ୍ଵାଂ । "ମୋର ପ୍ରିୟ କୃଷ୍ଣ, ଆମଣ ହେଉଛନ୍ତି ସବୁଠାରୁ ବରିଷ୍ଠ ବ୍ୟକ୍ତି । ତାହା ମୁଁ ଜାଣିଛି । ଆପଣ ହେଉଛନ୍ତି କୃଷ୍ଣ । ତେଣୁ ମୁଁ ଭ୍ରମିତ ଅଛି । ବାସ୍ତବରେ, ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି । ସେଥିପାଇଁ, ମୁଁ ଆପଣଙ୍କୁ ପଚାରୁଛି ।"  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 12:37, 12 August 2021



Lecture on BG 2.7 -- London, August 7, 1973

ସେ ହେଉଛି ବ୍ରାହ୍ମଣ, ଉଦାର ହେବା । ଏବଂ...ଏତ୍ଵ ବିଦିତ୍ଵା ପ୍ରୟାତି ସ ବ୍ରାହ୍ମଣଃ, ଜଣେ ଯିଏ ଜାଣିଛି... ସେଥିପାଇଁ ପ୍ରହଲ୍ଲାଦ ମହାରାଜା କୁହଁନ୍ତି: ଦୁର୍ଲଭମ ମନୁଷ୍ୟମ ଜନ୍ମ ଅଧ୍ରୁବମ ଅର୍ଥଦମ (SB 7.6.1) । ସେ ତାଙ୍କର କକ୍ଷ ସାଥୀମାନଙ୍କ ମଧ୍ୟରେ ପ୍ରଚାର କରୁଥିଲେ । ସେ ଏକ ଅସୁରିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ହିରଣ୍ୟକଶିପୁ । ଏବଂ ତାଙ୍କର କକ୍ଷ ସାଥୀମାନେ ମଧ୍ୟ, ସମାନ ବର୍ଗର । ତେଣୁ ପ୍ରହଲ୍ଲାଦ ମହାରାଜା ସେମାନଙ୍କୁ ପରାମର୍ଶ ଦେଉଥିଲେ: "ମୋର ପ୍ରିୟ ଭାଈମାନେ, ଚାଲ ଆମେ କୃଷ୍ଣ ଚେତନା ଧ୍ୟାନ ଦେବା ।" ତେଣୁ ଅନ୍ୟ ବାଳକମାନେ, ସେମାନେ କୃଷ୍ଣ ଚେତନା ବିଷୟରେ କ'ଣ ଜାଣିଛନ୍ତି...? ପ୍ରହଲ୍ଲାଦ ମାହାରାଜା ଜନ୍ମରୁ ମୁକ୍ତ । ତେଣୁ ସେମାନେ କହିଲେ: "ଏହି କୃଷ୍ଣ ଚେତନା କ'ଣ?" ସେମାନେ ବୁଝିପାରୁ ନ ଥିଲେ । ତେଣୁ ସେ ସେମାନଙ୍କୁ ହୃଦବୋଧ କରାଉଥିଲେ: ଦୁର୍ଲଭମ ମନୁଷ୍ୟମ ଜନ୍ମ ଅଧ୍ରୁବମ ଅର୍ଥଦମ । ଏହି ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭମ । ଲବ୍ଧ ସଦୁର୍ଲଭମ ଈଦମ ବହୁ ସମ୍ଭବନ୍ତେ (SB 11.9.29) । ଏହି ମନୁଷ୍ୟ ଶରୀର ଭୌତିକ ପ୍ରକୃତି ଦ୍ଵାରା ଦିଆଯାଇଥିବା ଏକ ମହାନ୍ ଅନୁଦାନ । ଲୋକମାନେ ଏତେ ମୂର୍ଖ ଏବଂ ନୀଚ । ସେମାନେ ଜାଣି ପାରନ୍ତି ନାହିଁ ଏହି ମନୁଷ୍ୟ ରୂପି ଜୀବନର ମୂଲ୍ୟ କ'ଣ । ସେମାନେ ଏହି ଶରୀରକୁ କୁକୁର ବିଲେଇ ପରି ଇନ୍ଦ୍ରିୟ ସନ୍ତୁଷ୍ଟିରେ ନିଯୁକ୍ତ କରନ୍ତି । ସେଥିପାଇଁ ଶାସ୍ତ୍ର କୁହଁନ୍ତି: "ନା, ଏହି ମନୁଷ୍ୟ ରୂପି ଶରୀର ଘୁଷୁରି ଏବଂ କୁକୁରମାନଙ୍କ ପରି ନଷ୍ଟ କରବା ପାଇଁ ହୋଇ ନାହିଁ ।" ନ୍ୟାୟମ୍ ଦେହୋ ଦେହ-ଭାଜାମ ନ୍ର-ଲୋକେ । ସମସ୍ତେ ଏକ ଶରୀର ପାଇଛନ୍ତି, ଭୌତିକ ଶରୀର । କିନ୍ତୁ ନ୍ର-ଲୋକେ, ମାନବ ସମାଜରେ, ଏହି ଶରୀର ନଷ୍ଟ କରିବାକୁ ହୋଇ ନାହିଁ । ନ୍ୟାୟମ୍ ଦେହୋ ଦେହ-ଭାଜାମ ନ୍ର-ଲୋକେ କଷ୍ଟାନ କାମାନ ଅର୍ହତି ବିଦ-ଭୂଜାମ ୟେ (SB 5.5.1) । ଏହି ମନୁଷ୍ୟ ରୂପି ଜୀବନ, କେବଳ ବେକାରରେ କାମ କରିବା, ଦିନ ଏବଂ ରାତି, ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ । ଏହା ଘୁଷୁରି ଏବଂ କୁକୁରମାନଙ୍କର କାମ । ସେମାନେ ମଧ୍ୟ ସେହି ସମାନ କାମ କରୁଛନ୍ତି, ପୁରା ଦିନ ଏବଂ ରାତି, କଠିନ ପରିଶ୍ରମ କରୁଛନ୍ତି ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ । ତେଣୁ ସେଥିପାଇଁ ମାନବ ସମାଜରେ ବିଭାଜନର ବ୍ୟବସ୍ଥା ହେବା ଉଚିତ୍ । ତାହାକୁ ବର୍ଣ୍ଣାଶ୍ରମ ଧର୍ମ କୁହାଯାଏ । ତାହା ହେଉଛି ବୈଦିକ ସଭ୍ୟତା । ତାହାକୁ ପ୍ରକୃତରେ ଆର୍ଯ୍ୟ-ସମାଜ କୁହାଯାଏ । ଅର୍ଯ୍ୟ-ସମାଜର ଅର୍ଥ ନୁହେଁ ଦୁର୍ଜନ ଏବଂ ମୂର୍ଖ ହେବା ଏବଂ ଭଗବାନଙ୍କର ଅସ୍ଥିତ୍ଵକୁ ଅସ୍ଵୀକାର କରିବା । ନା । ତାହା ହେଉଛି ଅନାର୍ଯ୍ୟ । ଯେପରି କୃଷ୍ଣ ଅର୍ଜୁନଙ୍କୁ ନିନ୍ଦା କରିଲେ: ଅନାର୍ଯ୍ୟ-ଜୁଷ୍ଟା । "ତୁମେ ଅନାର୍ଯ୍ୟ ପରି କଥା ହେଉଛ ।" ଜଣେ ଯିଏ କୃଷ୍ଣ ଚେତନା ଶୀଳ ନୁହେଁ, ସେ ହେଉଛି ଅନାର୍ଯ୍ୟ । ଅନାର୍ଯ୍ୟ । ଆର୍ଯ୍ୟ ଅର୍ଥାତ୍ ଯିଏ କୃଷ୍ଣ ଚେତନାରେ ଉନ୍ନତ । ତେଣୁ ବାସ୍ତବରେ ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି । ଅନ୍ୟଥା ନକଲୀ, ନକଲୀ ଆର୍ଯ୍ୟ ସମାଜ । କାରଣ ଏଠାରେ ଭଗବଦ୍ ଗୀତା କୁହେ, କୃଷ୍ଣ ଅର୍ଜୁନଙ୍କୁ କୁହଁନ୍ତି, ନିନ୍ଦା କରନ୍ତି, କାରଣ ସେ ଯୁଦ୍ଧ କରିବା ପାଇଁ ମନା କରିଦେଲେ, କାରଣ ସେ ଜାଣି ନ ଥିଲେ ତାଙ୍କର କର୍ତ୍ତବ୍ୟ କ'ଣ, ପୁଣି ଏଠାରେ ଅର୍ଜୁନ ସ୍ଵୀକାର କରୁଛନ୍ତି ଯେ କାର୍ପଣ୍ୟଦୋଷୋପହତସ୍ଵଭାବଃ (BG 2.7) । "ହଁ, ମୁଁ ଅନାର୍ଯ୍ୟ । ମୁଁ ଅନାର୍ଯ୍ୟ ହୋଇଯାଇଛି । କାରଣ ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି ।"

ତେଣୁ ବାସ୍ତବରେ ଆର୍ଯ୍ୟ ସମାଜ ଅର୍ଥାତ୍ କୃଷ୍ଣ ଚେତନାଶୀଳ ସମାଜ, ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କୃଷ୍ଣ...ତାହା ହେଉଛି ଆର୍ଯ୍ୟ । ନକଲୀ ନୁହେଁ । ତେଣୁ ଏଠାରେ, ଅର୍ଜୁନ ବର୍ଣ୍ଣନା କରୁଛନ୍ତି, ନିଜକୁ ସେହି ସ୍ଥିତିରେ ରଖି: "ହଁ, କାର୍ପଣ୍ୟ ଦୋଷୋ । କାରନ ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି, ସେଥିପାଇଁ ଉପହତ ସ୍ଵଭାବଃ, ମୁଁ ମୋର ନିଜର ପ୍ରବୃତ୍ତିରେ ଭ୍ରମିତ ହେଉଛି ।" ଏକ କ୍ଷେତ୍ରିୟ ସର୍ବଦା ସକ୍ରିୟ ରହିବା ଉଚିତ୍ । ଯେତେବେଳେ ସଂଗ୍ରମ ହୁଏ, ଯୁଦ୍ଧ ହୁଏ, ସେମାନେ ବହୁତ ବେଶୀ ଉତ୍ସାହି ହେବା ଉଚିତ୍ । ଏକ କ୍ଷେତ୍ରିୟ, ଯଦି ଅନ୍ୟ ଏକା କ୍ଷେତ୍ରିୟ କୁହେ: "ମୁଁ ତୁମ ସହିତ ଯୁଦ୍ଧ କରିବାକୁ ଚାହୁଁଛି," ସେ, ଓ, ସେ ମନା କରି ପାରିବ ନାହିଁ । "ହଁ, ଆସ । ଯୁଦ୍ଧ କରିବା । ଖଣ୍ତା ଉଠାଅ ।" ତୂରନ୍ତ: "ଆସ ।" ତାହା ହେଉଛି କ୍ଷେତ୍ରିୟ । ବର୍ତ୍ତମାନ ସେ ମାନା କରୁଛି ଯୁଦ୍ଧ କରିବାକୁ । ସେଥିପାଇଁ, ସେ ବୁଝିପାରିଲେ...ତୁମେ ଏହି ପକ୍ଷରେ ଛିଡା ହୋଇ ପାରିବ, ସମ୍ମୁଖରେ ନୁହେଁ । ସେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଉଛନ୍ତି, କ୍ଷେତ୍ରିୟର କର୍ତ୍ତବ୍ୟ । ସେଥିପାଇଁ, ସେ ସ୍ଵୀକାର କରୁଛନ୍ତି: ହଁ, କାର୍ପଣ୍ୟ ଦୋଷୋ । କାର୍ପଣ୍ୟ-ଦୋଷୋପହତ-ସ୍ଵଭାବଃ (BG 2.7) । "ମୋର ପ୍ରାକୃତିକ କର୍ତ୍ତବ୍ୟ ମୁଁ ଭୁଲି ଯାଉଛି । ସେଥିପାଇଁ ମୁଁ କୃପଣ ହୋଇଯାଇଛି । ସେଥିପାଇଁ ମୋର..." ଯେତେବେଳେ ତୁମେ କୃପଣ ହୋଇଯାଅ, ତାହା ହେଉଛି ଏକ ବ୍ୟାଧିଗ୍ରସ୍ତ ଅବସ୍ଥା । ତେବେ ତୁମର କର୍ତ୍ତବ୍ୟ କ'ଣ? ତେବେ ଏକ ବ୍ୟକ୍ତି ପାଖକୁ ଯାଅ ଯିଏ କରିପାରିବ... ଯେପରି ଯେତେବେଳେ ତୁମେ ରୋଗ ଗ୍ରସ୍ତ ହୁଅ, ତୁମେ ଚିକିତ୍ସକ ପାଖକୁ ଯାଅ ଏବଂ ତାଙ୍କୁ ପଚାର "ମହାଶୟ, କ'ଣ କରିବି? ମୁଁ ବର୍ତ୍ତମାନ ଏହି ରୋଗରେ ପୀଡିତ ।" ଏହା ତୁମର କର୍ତ୍ତବ୍ୟ । ସେହିପରି, ଯେତେବେଳେ ଆମେ ଆମର କର୍ତ୍ତବ୍ୟରେ ଭ୍ରମିତ ହେଉ, କିମ୍ଵା ଆମେ ଆମର କର୍ତ୍ତବ୍ୟ ଭୁଲିଯାଉ, ଏହା ବହୁତ ଭଲ ଏକ ବରିଷ୍ଠ ବ୍ୟକ୍ତି ପାଖକୁ ଯିବା ଏବଂ ତାଙ୍କୁ ପଚାରିବା କ'ଣ କରିବା ଉଚିତ୍ । ତେବେ କୃଷ୍ଣଙ୍କ ଠାରୁ ବରିଷ୍ଠ ବ୍ୟକ୍ତି କିଏ? ସେଥିପାଇଁ ଅର୍ଜୁନ କୁହଁନ୍ତି: ପୃଚ୍ଛାମି ତ୍ଵାଂ । "ମୁଁ ଅାପଣଙ୍କୁ ପଚାରୁଛି । କାରଣ ଏହା ହେଉଛି ମୋର କର୍ତ୍ତବ୍ୟ । ବର୍ତ୍ତମାନ ମୁଁ ମୋର କର୍ତ୍ତବ୍ୟରୁ ତଳକୁ ଖସିଯାଇଛି, ଦୋଷୀ । ତେବେ ଏହା ଭଲ ନୁହେଁ । ତେଣୁ ମୋତେ ଜଣଙ୍କୁ ପଚାରିବାକୁ ହେବ ଯିଏ ମୋ ଠାରୁ ବରିଷ୍ଠ ।" ତାହା ହେଉଛି କର୍ତ୍ତବ୍ୟ । ତଦ୍ ବିଜ୍ଞାନାର୍ଥମ ସ ଗୁରୁମ ଏବ ଅଭୀଗଚ୍ଛେତ (MU 1.2.12) । ଏହା ହେଉଛି ବୈଦିକ କର୍ତ୍ତବ୍ୟ । ସମସ୍ତେ ଭ୍ରମିତ । ସମସ୍ତେ ଏହି ଭୌତିକ ଦୁନିଆରେ ପୀଡ଼ିତ ହେଉଛନ୍ତି, ଭ୍ରମିତ ହୋଇ । କିନ୍ତୁ ସେ ଏକ ଯଥାର୍ଥ ଗୁରୁ ଖୋଜୁ ନାହିଁ । ନା । ତାହା ହେଉଛି କାର୍ପଣ୍ୟ ଦୋଷୋ । ତାହା ହେଉଛି କାର୍ପଣ୍ୟ ଦୋଷୋ । ଏଠାରେ, ଅର୍ଜୁନ କାର୍ପଣ୍ୟ ଦୋଷୋରୁ ବାହାରକୁ ଆସୁଛନ୍ତି । କିପରି? ବର୍ତ୍ତମାନ ସେ କୃଷ୍ଣଙ୍କୁ ପଚାରୁଛନ୍ତି । ପୃଚ୍ଛାମି ତ୍ଵାଂ । "ମୋର ପ୍ରିୟ କୃଷ୍ଣ, ଆମଣ ହେଉଛନ୍ତି ସବୁଠାରୁ ବରିଷ୍ଠ ବ୍ୟକ୍ତି । ତାହା ମୁଁ ଜାଣିଛି । ଆପଣ ହେଉଛନ୍ତି କୃଷ୍ଣ । ତେଣୁ ମୁଁ ଭ୍ରମିତ ଅଛି । ବାସ୍ତବରେ, ମୁଁ ମୋର କର୍ତ୍ତବ୍ୟ ଭୁଲି ଯାଇଛି । ସେଥିପାଇଁ, ମୁଁ ଆପଣଙ୍କୁ ପଚାରୁଛି ।"