OR/Prabhupada 0961 - ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 0961 - in all Languages]]
[[Category:Prabhupada 0961 - in all Languages]]
[[Category:OR-Quotes - 1974]]
[[Category:OR-Quotes - 1974]]
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, San Francisco]]
[[Category:OR-Quotes - in USA, San Francisco]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0955 - ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି|0955|OR/Prabhupada 0973 - ଯଦି ସେ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବ, ସେ ନିଶ୍ଚିତ ଘରକୁ ଫେରିବ, ଭଗବଦ୍ ଧାମକୁ|0973}}
{{1080 videos navigation - All Languages|Oriya|OR/Prabhupada 0955 - ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି|0955|OR/Prabhupada 0972 - ବୁଝିବାକୁ ଚେଷ୍ଟା କର 'ମୁଁ ପରବର୍ତ୍ତୀ ସମୟରେ କେଉଁ ପ୍ରକାର ଶରୀର ପାଇବି?'|0972}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 20: Line 20:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|Gnjcuw4GTDg|ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ <br/>- Prabhupāda 0961}}
{{youtube_right|pzBD-WxM1EE|ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ <br/>- Prabhupāda 0961}}
<!-- END VIDEO LINK -->
<!-- END VIDEO LINK -->



Latest revision as of 08:17, 1 January 2022



740707 - Lecture Festival Ratha-yatra - San Francisco

୫୦୦ ବର୍ଷପୂର୍ବେ ଏହି ଆନ୍ଦୋଳନ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ପ୍ରାରମ୍ଭ ହୋଇଥିଲା ... ତାହା ପୂର୍ବରୁ ପାଞ୍ଚ ହଜାର ବର୍ଷ ପୂର୍ବେ ଭଗବାନ କୃଷ୍ଣ । କୁରୁକ୍ଷେତ୍ରର ଯୁଦ୍ଧଭୁମିରେ ଏହି ମହାନ ଭଗବଦ୍ ଗୀତା କହିଥିଲେ । ତୁମମାନଙ୍କ ମଧ୍ୟରୁ ବହୁ ଜଣ, ତାର ନାମ ଶୁଣିଥିବ ଏବଂ ଏବଂ ଆମେ ମଧ୍ୟ "ଭଗବଦ୍ ଗୀତା ମୌଳିକ ରୂପରେ" ପ୍ରକାଶିତ କରିଛୁ । ଏହି କୃଷ୍ଣ ଚେତନା ଆନ୍ଦୋଳନର ଆଧାର ହେଉଛି "ଭଗବଦ୍ ଗୀତା ମୌଳିକ ରୂପରେ ।" ଭଗବଦ୍ ଗୀତା... ଭଗବଦ୍ ଗୀତାର ଉଦ୍ଦେଶ୍ୟ ହେଉଛି ତୁମକୁ ମନେ ପକାଇବା ଯେ ତୁମେ ସମସ୍ତେ... ତୁମେ ମାନେ ସମସ୍ତ ଜୀବ, କେବଳ ମନୁଷ୍ୟ ନୁହଁନ୍ତି, କିନ୍ତୁ ମଧ୍ୟ ମନୁଷ୍ୟ ବ୍ୟତୀତ ଅନ୍ୟ ଜୀବମାନେ । ପଶୁ, ଗଛ, ପକ୍ଷୀ, ଜଳଜୀବମାନେ । ଯେକୌଣସି ସ୍ଥାନରେ ତୁମେ ଜୀବାତ୍ମା ଦେଖୁଛ, ତାହା ହେଉଛି ଭଗବାନଙ୍କର ଅଂଶ ବିଶେଷ । ଭଗବାନ ମଧ୍ୟ ଏକ ଜୀବ, କିନ୍ତୁ ଯେପରି ବେଦରେ ବର୍ଣ୍ଣନା କରିଯାଇଛି, ପ୍ରଧାନ ଜୀବ । କଥା ଉପୋନିଷଦରେ କୁହାଯାଇଛି, ନିତ୍ୟୋ ନିତ୍ୟାନାମ୍ ଚେତନାସ୍ ଚେତନାନାମ୍ । ଭଗବାନ ମଧ୍ୟ ଏକ ଜୀବ ଆମ ଭଳିଆ, କିନ୍ତୁ ଭଗବାନ ଏବଂ ଆମ ମଧ୍ୟରେ ପାର୍ଥକ୍ୟ ହେଉଛି ଏହା: ଏକୋ ଯୋ ବହୁନାମ ବିଦଧାତେ କାମାନ । ସେ ଏକ ଜୀବ ଅନ୍ୟ ସମସ୍ତ ଜୀବମାନଙ୍କୁ ଯୋଗାଉଛନ୍ତି, ପୋଷଣ କରୁଛନ୍ତି । ତେଣୁ ଆମର ସ୍ଥିତିକୁ ଭଗବାନ ପୋଷଣ କରୁଛନ୍ତି ଏବଂ ଭଗବାନ ହେଉଛନ୍ତି ଅନୁରକ୍ଷକ । ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ । ତେଣୁ, ଏହି ଭୌତିକ ଜଗତରେ, ଜୀବ, ଯେଉଁ ଜୀବମାନେ ଭଗବାଙ୍କ ଭଳି ହେବାକୁ ଚାହାଁନ୍ତି...

ତେଣୁ ଏହି ମନୁଷ୍ୟ ଜନ୍ମ ହେଉଛି ଅବକାଶ ଜନ୍ମ ଏବଂ ମୃତ୍ୟୁ, ବ୍ୟାଧି ଏବଂ ଜରାରୁ ମୁକ୍ତ ହେବା ପାଇଁ । ଏବଂ କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଏହି ମହାନ ବିଜ୍ଞାନ ସମ୍ଵନ୍ଧରେ ଶିକ୍ଷା ଦେବା । ତେଣୁ ଆମେମାନେ ପୂର୍ବରୁ ହିଁ କୋଡିଏଟି ପୁସ୍ତକ ପ୍ରକାଶିତ କରିଛୁ, ପ୍ରତ୍ୟେକେ ଚାରିଶହ ପୃଷ୍ଠା, କୃଷ୍ଣ ଚେତନାର ଏହି ବିଜ୍ଞାନକୁ ବିସ୍ତାର କରିବା ପାଇଁ । ତେଣୁ ଏହି ବୈଜ୍ଞାନିକ, ତତ୍ଵଜ୍ଞାନୀ, ସେମାନେ ମଧ୍ୟ ଆମର ପୁସ୍ତକ ପଢି ବୁଝିପାରିବେ ଏବଂ ଆଗକୁ ଆହୁରି ପୁସ୍ତକ ଆସୁଛି