OR/Prabhupada 0973 - ଯଦି ସେ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବ, ସେ ନିଶ୍ଚିତ ଘରକୁ ଫେରିବ, ଭଗବଦ୍ ଧାମକୁ: Difference between revisions

(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 French Pages with Videos]]
[[Category:1080 Oriya Pages with Videos]]
[[Category:Oriya Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 0973 - in all Languages]]
[[Category:Prabhupada 0973 - in all Languages]]
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, New York]]
[[Category:OR-Quotes - in USA, New York]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0915 - ସଧୁ ହେଉଛି ମୋର ହୃଦୟ, ଏବଂ ମୁଁ ମଧ୍ୟ ସାଧୁଙ୍କର ହୃଦୟ|0915|OR/Prabhupada 1057 - ଭାଗବତ ଗିତା କୁ ଗୀତ ଉପନିଷଦ ମଧ୍ୟ କୁହା ଯାଏ, ସବୁ ବେଦ ଶାସ୍ତ୍ର ର ସାର|1057}}
{{1080 videos navigation - All Languages|Oriya|OR/Prabhupada 0972 - ବୁଝିବାକୁ ଚେଷ୍ଟା କର 'ମୁଁ ପରବର୍ତ୍ତୀ ସମୟରେ କେଉଁ ପ୍ରକାର ଶରୀର ପାଇବି?'|0972|OR/Prabhupada 0974 - ଆମର ମହାନତା ବହୁତ, ବହୁତ ଛୋଟ, ଅତିସୁକ୍ଷ୍ମ । ଭଗବାନ୍ ମହାନ୍|0974}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 20: Line 20:

<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|T51k3EG9xRQ|ଯଦି ସେ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବ, ସେ ନିଶ୍ଚିତ ଘରକୁ ଫେରିବ, ଭଗବଦ୍ ଧାମକୁ <br/>- Prabhupāda 0973}}
{{youtube_right|MDLnXhOltnQ|ଯଦି ସେ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବ, ସେ ନିଶ୍ଚିତ ଘରକୁ ଫେରିବ, ଭଗବଦ୍ ଧାମକୁ <br/>- Prabhupāda 0973}}
<!-- END VIDEO LINK -->
<!-- END VIDEO LINK -->

Line 32: Line 32:

<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ପ୍ରଭୁପାଦ: ତେବେ ବୁଦ୍ଧିମାନ କିଏ? ଯଦି ତୁମେ ପଚାରିବ ଗ୍ରହକୁ ଯିବା, ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବାର ଲାଭ କ'ଣ? ତାହା ଭଗବଦ୍ ଗୀତାରେ ଆଶ୍ଵସନା ଦିଆଯାଇଛି: ମାମୁପେତ୍ୟ ତୁ କୌନ୍ତେୟ ଦୁଃଖାଳୟଶାଶ୍ଵତମ୍ ନାପ୍ରୁବନ୍ତି ([[Vanisource:BG 8.15|BG 8.15]]) । "ଯଦି ତୁମେ ମୋ ପାଖକୁ ଆସିବ, ତେବେ ତୁମକୁ ଏହି ଭୌତିକ ଶରୀର ପୁଣି ଗ୍ରହଣ କରିବାକୁ ପଡ଼ିବ ନାହିଁ, ଯାହା ଦୟନୀୟ ଅବସ୍ଥାରେ ପୂର୍ଣ୍ଣ । ତୁମେ ତୁମର ଆଧ୍ୟାତ୍ମିକ ଶରୀରରେ ରହିବ ।"  
ପ୍ରଭୁପାଦ: ତେବେ ବୁଦ୍ଧିମାନ କିଏ? ଯଦି ତୁମେ ପଚାରିବ ଗ୍ରହକୁ ଯିବା, ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବାର ଲାଭ କ'ଣ? ତାହା ଭଗବଦ୍ ଗୀତାରେ ଆଶ୍ଵସନା ଦିଆଯାଇଛି: ମାମୁପେତ୍ୟ ତୁ କୌନ୍ତେୟ ଦୁଃଖାଳୟଶାଶ୍ଵତମ୍ ନାପ୍ରୁବନ୍ତି ([[Vanisource:BG 8.15 (1972)|BG 8.15]]) । "ଯଦି ତୁମେ ମୋ ପାଖକୁ ଆସିବ, ତେବେ ତୁମକୁ ଏହି ଭୌତିକ ଶରୀର ପୁଣି ଗ୍ରହଣ କରିବାକୁ ପଡ଼ିବ ନାହିଁ, ଯାହା ଦୟନୀୟ ଅବସ୍ଥାରେ ପୂର୍ଣ୍ଣ । ତୁମେ ତୁମର ଆଧ୍ୟାତ୍ମିକ ଶରୀରରେ ରହିବ ।"  

ତେବେ ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ, ମୋର କହିବାର ଅର୍ଥ ହେଲା, ଅବକାଶ ଦେବା, ସମସ୍ତ ଜୀବମାନଙ୍କର ଉଦ୍ଧାର କରିବା ପାଇଁ... ଅବଶ୍ୟ, ଏହା ସମସ୍ତଙ୍କ ପାଇଁ ନୁହେଁ । ଏହା ଭାରୀ କଷ୍ଟକର । କିନ୍ତୁ ଯେ କେହି ଏହି କୃଷ୍ଣ ଚେତନା ଆନ୍ଦୋଳନ ଗ୍ରହଣ କରିଛି, ଯଦି ସେ ସିଦ୍ଧାନ୍ତ ଅନୁସରଣ କରେ, ତେବେ ସେ ନିଶ୍ଚିତ ରୂପରେ ଘରକୁ ଯିବ, ଘରକୁ ଫେରିବ, ଭଗବଦ୍ ଧାମକୁ । ତାହା ସୁନିଶ୍ଚିତ । କିନ୍ତୁ ତୁମେ ଯଦି ପଥଚ୍ୟୁତ ହୁଅ, ଯଦି ତୁମେ ମାୟା ଦ୍ଵାରା ଆକର୍ଷିତ ହୁଅ, ତାହା ହେଉଛି ତୁମର କାମ । କିନ୍ତୁ ଆମେ ତୁମକୁ ସୂଚନା ଦେଉଛୁ: ଏହା ହେଉଛି ପ୍ରକ୍ରିୟା, ଏକ ସରଳ ପ୍ରକ୍ରିୟା । ହରେ କୃଷ୍ଣ ମାହାମନ୍ତ୍ର ଜପ କର, ଶୁଦ୍ଧ ହୁଅ, ହୁଅ...,ଭୌତିକ ଜାଲରୁ ସର୍ବଦା ମୁକ୍ତ ରୁହ, ଏବଂ ତ୍ୟକ୍ତ୍ଵା ଦେହଂ । ମମ ଉପେତ୍ୟ । ଜନ୍ମ କର୍ମ ମେ ଦିବ୍ୟମ ଯୋ ଜାନାତି... ଯଦି ତୁମେ କେବଳ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରିବ, ତେବେ ତ୍ୟକ୍ତ୍ଵା ଦେହଂ, ଏହି ଶରୀର ତ୍ୟାଗ କରିଲା ପରେ, ମାମ ଏତି, "ତୁମେ ମୋ ପାଖକୁ ଆସିବ ।"  

Latest revision as of 08:17, 1 January 2022

730400 - Lecture BG 02.13 - New York

ପ୍ରଭୁପାଦ: ତେବେ ବୁଦ୍ଧିମାନ କିଏ? ଯଦି ତୁମେ ପଚାରିବ ଗ୍ରହକୁ ଯିବା, ଘରକୁ ଫେରିବା, ଭଗବଦ୍ ଧାମକୁ ଫେରିବାର ଲାଭ କ'ଣ? ତାହା ଭଗବଦ୍ ଗୀତାରେ ଆଶ୍ଵସନା ଦିଆଯାଇଛି: ମାମୁପେତ୍ୟ ତୁ କୌନ୍ତେୟ ଦୁଃଖାଳୟଶାଶ୍ଵତମ୍ ନାପ୍ରୁବନ୍ତି (BG 8.15) । "ଯଦି ତୁମେ ମୋ ପାଖକୁ ଆସିବ, ତେବେ ତୁମକୁ ଏହି ଭୌତିକ ଶରୀର ପୁଣି ଗ୍ରହଣ କରିବାକୁ ପଡ଼ିବ ନାହିଁ, ଯାହା ଦୟନୀୟ ଅବସ୍ଥାରେ ପୂର୍ଣ୍ଣ । ତୁମେ ତୁମର ଆଧ୍ୟାତ୍ମିକ ଶରୀରରେ ରହିବ ।"

ତେବେ ଆମର କୃଷ୍ଣ ଚେତନା ଆନ୍ଦୋଳନର ଉଦ୍ଦେଶ୍ୟ, ମୋର କହିବାର ଅର୍ଥ ହେଲା, ଅବକାଶ ଦେବା, ସମସ୍ତ ଜୀବମାନଙ୍କର ଉଦ୍ଧାର କରିବା ପାଇଁ... ଅବଶ୍ୟ, ଏହା ସମସ୍ତଙ୍କ ପାଇଁ ନୁହେଁ । ଏହା ଭାରୀ କଷ୍ଟକର । କିନ୍ତୁ ଯେ କେହି ଏହି କୃଷ୍ଣ ଚେତନା ଆନ୍ଦୋଳନ ଗ୍ରହଣ କରିଛି, ଯଦି ସେ ସିଦ୍ଧାନ୍ତ ଅନୁସରଣ କରେ, ତେବେ ସେ ନିଶ୍ଚିତ ରୂପରେ ଘରକୁ ଯିବ, ଘରକୁ ଫେରିବ, ଭଗବଦ୍ ଧାମକୁ । ତାହା ସୁନିଶ୍ଚିତ । କିନ୍ତୁ ତୁମେ ଯଦି ପଥଚ୍ୟୁତ ହୁଅ, ଯଦି ତୁମେ ମାୟା ଦ୍ଵାରା ଆକର୍ଷିତ ହୁଅ, ତାହା ହେଉଛି ତୁମର କାମ । କିନ୍ତୁ ଆମେ ତୁମକୁ ସୂଚନା ଦେଉଛୁ: ଏହା ହେଉଛି ପ୍ରକ୍ରିୟା, ଏକ ସରଳ ପ୍ରକ୍ରିୟା । ହରେ କୃଷ୍ଣ ମାହାମନ୍ତ୍ର ଜପ କର, ଶୁଦ୍ଧ ହୁଅ, ହୁଅ...,ଭୌତିକ ଜାଲରୁ ସର୍ବଦା ମୁକ୍ତ ରୁହ, ଏବଂ ତ୍ୟକ୍ତ୍ଵା ଦେହଂ । ମମ ଉପେତ୍ୟ । ଜନ୍ମ କର୍ମ ମେ ଦିବ୍ୟମ ଯୋ ଜାନାତି... ଯଦି ତୁମେ କେବଳ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରିବ, ତେବେ ତ୍ୟକ୍ତ୍ଵା ଦେହଂ, ଏହି ଶରୀର ତ୍ୟାଗ କରିଲା ପରେ, ମାମ ଏତି, "ତୁମେ ମୋ ପାଖକୁ ଆସିବ ।"

ତେବେ ଏହା ହେଉଛି ଆମର ତତ୍ତ୍ଵଜ୍ଞାନ । ଏହା ଭାରୀ ସରଳ । ଏବଂ ସବୁକିଛି ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ତୁମେ ଅନୁଭବ କରିବାକୁ ଚେଷ୍ଟା କର ଏବଂ ସମଗ୍ର ବିଶ୍ଵର ଲାଭ ପାଇଁ ଏହି ଧର୍ମର ପ୍ରଚାର କର । ତେବେ ସମସ୍ତେ ଖୁସୀ ହେବେ । ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ, ଶ୍ରୀଲା ପ୍ରଭୁପାଦଙ୍କର ଜୟ!