OR/Prabhupada 0998 - ସମସ୍ତ ଜୀବମାନଙ୍କର କଲ୍ୟାଣ କରିବା ଏକ ସାଧୁର କର୍ତ୍ତବ୍ୟ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 0998 - in all Languages]]
[[Category:Prabhupada 0998 - in all Languages]]
[[Category:OR-Quotes - 1973]]
[[Category:OR-Quotes - 1973]]
Line 7: Line 7:
[[Category:OR-Quotes - in USA]]
[[Category:OR-Quotes - in USA]]
[[Category:OR-Quotes - in USA, New York]]
[[Category:OR-Quotes - in USA, New York]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0973 - ଯଦି ସେ ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବ, ସେ ନିଶ୍ଚିତ ଘରକୁ ଫେରିବ, ଭଗବଦ୍ ଧାମକୁ|0973|OR/Prabhupada 1000 - ମାୟା ସର୍ବଦା ସୁଯୋଗର ଖୋଜରେ ଅଛି, ଛିଦ୍ର, କିପରି ତୁମକୁ ପୁଣି ଧରିବ|1000}}
{{1080 videos navigation - All Languages|Oriya|OR/Prabhupada 0997 - କୃଷ୍ଣଙ୍କ ବ୍ୟବସାୟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ତେଣୁ ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ|0997|OR/Prabhupada 0999 - ଆତ୍ମବିତ ଅର୍ଥ ଯିଏ ଆତ୍ମାକୁ ଜାଣିଛି|0999}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 20: Line 20:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|ahUE9gWaryo|ସମସ୍ତ ଜୀବମାନଙ୍କର କଲ୍ୟାଣ କରିବା ଏକ ସାଧୁର କର୍ତ୍ତବ୍ୟ <br/>- Prabhupāda 0998}}
{{youtube_right|wk76bagXi9I|ସମସ୍ତ ଜୀବମାନଙ୍କର କଲ୍ୟାଣ କରିବା ଏକ ସାଧୁର କର୍ତ୍ତବ୍ୟ <br/>- Prabhupāda 0998}}
<!-- END VIDEO LINK -->
<!-- END VIDEO LINK -->


Line 34: Line 34:
୮,୪୦୦,୦୦୦ ଜାତିର ଜୀବ ଅଛନ୍ତି । କୃଷ୍ଣ ଦାବୀ କରନ୍ତି "ସେମାନେ, ସମସ୍ତେ, ହେଉଛନ୍ତି କୃଷ୍ଣଙ୍କର ଅଂଶ ବିଶେଷ, କିନ୍ତୁ ସେମାନେ ବିଭିନ୍ନ ପୋଷାକରେ ଆଛାଦିତ ହୋଇଛନ୍ତି । କିନ୍ତୁ ସେମାନେ ହେଉଛନ୍ତି ଜୀବ ।" ଏହା ହେଉଛି କୃଷ୍ଣ ଚେତନାର ଦୃଷ୍ଟିକୋଣ ।  
୮,୪୦୦,୦୦୦ ଜାତିର ଜୀବ ଅଛନ୍ତି । କୃଷ୍ଣ ଦାବୀ କରନ୍ତି "ସେମାନେ, ସମସ୍ତେ, ହେଉଛନ୍ତି କୃଷ୍ଣଙ୍କର ଅଂଶ ବିଶେଷ, କିନ୍ତୁ ସେମାନେ ବିଭିନ୍ନ ପୋଷାକରେ ଆଛାଦିତ ହୋଇଛନ୍ତି । କିନ୍ତୁ ସେମାନେ ହେଉଛନ୍ତି ଜୀବ ।" ଏହା ହେଉଛି କୃଷ୍ଣ ଚେତନାର ଦୃଷ୍ଟିକୋଣ ।  


ସେଥିପାଇଁ ଜଣେ ଯିଏ ପ୍ରକୃତରେ କୃଷ୍ଣ ଚେତନାଶୀଳ, ପଣ୍ଡିତ, ପଣ୍ଡିତଃ ସମ ଦର୍ଶିନାଃ ([[Vanisource:BG 5.18|BG 5.18]]) । ପଣ୍ଡିତଃ, ସେ ବାହ୍ୟ ପୋଷାକ କୁ ଦେଖେନାହିଁ; ସେ ଦେଖେ ଯେ ଜୀବ ଏକ ନିର୍ଦ୍ଦିଷ୍ଟ ପୋଷାକରେ ଘୋଡାଇଅଛି । ତେଣୁ ଏହି ଶରୀର ସହ ତାର କିଛି ସମ୍ବନ୍ଧ ହିଁ  ନାହିଁ । ସେଥିପାଇଁ ଏକ ସାଧୁ ସର୍ବଦା ସମସ୍ତଙ୍କର ମଂଗଳ ପାଇଁ ଚିନ୍ତା କରେ । ଠିକ ଯେପରି ରୂପ ଗୋସ୍ଵାମୀ, ସନାତନ ଗୋସ୍ଵାମୀ । ଗୋସ୍ଵାମୀ ମାନଙ୍କ ସମ୍ଵନ୍ଧରେ ଏହା କୁହାଯାଇଛି, ଲୋକାନାଂ ହିତ-କରିଣୌ ତ୍ରି-ଭୁବନେ ମାନ୍ୟୈ । କାରଣ ସେମାନେ ସମସ୍ତ ଜୀବଙ୍କର ମଂଗଳକାରୀ ଅଟନ୍ତି, ସେଥିପାଇଁ ସେମାନଙ୍କୁ ତାଙ୍କୁ ତ୍ର-ଭୁବନେ ବୋଲି ସମ୍ମାନିତ କରାଯାଇଛି, ତିନି ଲୋକରେ । ତ୍ରି-ଭୁବନେ । ଲୋକାନାଂ ହିତ କରିଣୈ । ନାନା-ଶାସ୍ତ୍ର-ବିଚାରଣୈ-ନିପଣୌ । ସମସ୍ତ ଜୀବମାନଙ୍କର କଲ୍ୟାଣ କରିବା ଏକ ସାଧୁର କର୍ତ୍ତବ୍ୟ । ଏକ ସାଧୁ ଏକ ବୃକ୍ଷକୁ ମଧ୍ୟ କାଟିବାକୁ ପସନ୍ଦ କରେନାହିଁ, କାରଣ ସେ ଜାଣିଛି, "ତାହା ଏକ ଜୀବ । ସେ ତାର କର୍ମ ଯୋଗୁଁ ବହୁ ବର୍ଷ ଧରି ଏଠି ଠିଆ ହୋଇଛି, ଏବଂ ସେ ଏହାକୁ ଆହୁରି ଅନେକ ବର୍ଷ କରିବାକୁ ହେବ । ତେଣୁ ସେ ଏହାକୁ ରୋକିପାରିବ ନାହିଁ କାରଣ ଏହା ହେଉଛି ପ୍ରକୃତିର ନିୟମ ।" ଠିକ ଯେପରି ଯଦି ତୁମକୁ ଛଅ ମାସ ପାଇଁ କାରାଗାରରେ ବନ୍ଦି କରାଯାଏ, କେହି ମଧ୍ୟ ତୁମକୁ ସାହାଯ୍ୟ କରିପାରିବେ ନାହିଁ, କେହି ମଧ୍ୟ ତୁମର ଶିକ୍ଷାକୁ କମ କରିପାରିବେ ନାହିଁ, ଛଅମାସରୁ ଗୋଟିଏ ଦିନେ ମଧ୍ୟ । ତେବେ ଆମେ ଆମର ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ପାଉ, ଆମକୁ ସେହି ଶରୀରରେ ପ୍ରକୃତିର ନିୟମ ଦ୍ଵାରା ଏକ ନିଶ୍ଚିତ ଅବଧି ପର୍ଯ୍ୟନ୍ତ ରହିବାକୁ ପଡ଼େ । ତେଣୁ ଶରୀର କାଟିବା ଦ୍ଵାରା - ଜୀବ ମରେ ନାହିଁ - ମରିବା - କିନ୍ତୁ କାରଣ ଆମେ ତାର ନିରନ୍ତର ଅବଧିକୁ ରୋକୁ, ସେଥିପାଇଁ ଆମେ ପାପୀ । ତୁମେ ଏକ ବୃକ୍ଷକୁ ମଧ୍ୟ କାଟିପାରିବ ନାହିଁ କୃଷ୍ଣଙ୍କ ଉଦ୍ଦେଶ୍ୟ ବିନା । କୃଷ୍ଣଙ୍କ ଉଦ୍ଦେଶ୍ୟ ବିନା ଆମେ ଏକ ପିମ୍ପୁଡିକୁ ମଧ୍ୟ ମାରିପାରିବା ନାହିଁ, ଆମେ ଏକ ବୃକ୍ଷକୁ ମଧ୍ୟ କାଟିପାରିବା ନାହିଁ, ତେବେ ଆମେ ଦଣ୍ଡର ଉତ୍ତରଦାୟୀ ହୋଇଯିବୁ । ତେଣୁ ଏକ ସାଧୁ ଦେଖେ ଯେ "ସେ ଏକ ଜୀବ ।" ପଣ୍ଡିତାଃ ସମ...  
ସେଥିପାଇଁ ଜଣେ ଯିଏ ପ୍ରକୃତରେ କୃଷ୍ଣ ଚେତନାଶୀଳ, ପଣ୍ଡିତ, ପଣ୍ଡିତଃ ସମ ଦର୍ଶିନାଃ ([[Vanisource:BG 5.18 (1972)|BG 5.18]]) । ପଣ୍ଡିତଃ, ସେ ବାହ୍ୟ ପୋଷାକ କୁ ଦେଖେନାହିଁ; ସେ ଦେଖେ ଯେ ଜୀବ ଏକ ନିର୍ଦ୍ଦିଷ୍ଟ ପୋଷାକରେ ଘୋଡାଇଅଛି । ତେଣୁ ଏହି ଶରୀର ସହ ତାର କିଛି ସମ୍ବନ୍ଧ ହିଁ  ନାହିଁ । ସେଥିପାଇଁ ଏକ ସାଧୁ ସର୍ବଦା ସମସ୍ତଙ୍କର ମଂଗଳ ପାଇଁ ଚିନ୍ତା କରେ । ଠିକ ଯେପରି ରୂପ ଗୋସ୍ଵାମୀ, ସନାତନ ଗୋସ୍ଵାମୀ । ଗୋସ୍ଵାମୀ ମାନଙ୍କ ସମ୍ଵନ୍ଧରେ ଏହା କୁହାଯାଇଛି, ଲୋକାନାଂ ହିତ-କରିଣୌ ତ୍ରି-ଭୁବନେ ମାନ୍ୟୈ । କାରଣ ସେମାନେ ସମସ୍ତ ଜୀବଙ୍କର ମଂଗଳକାରୀ ଅଟନ୍ତି, ସେଥିପାଇଁ ସେମାନଙ୍କୁ ତାଙ୍କୁ ତ୍ର-ଭୁବନେ ବୋଲି ସମ୍ମାନିତ କରାଯାଇଛି, ତିନି ଲୋକରେ । ତ୍ରି-ଭୁବନେ । ଲୋକାନାଂ ହିତ କରିଣୈ । ନାନା-ଶାସ୍ତ୍ର-ବିଚାରଣୈ-ନିପଣୌ । ସମସ୍ତ ଜୀବମାନଙ୍କର କଲ୍ୟାଣ କରିବା ଏକ ସାଧୁର କର୍ତ୍ତବ୍ୟ । ଏକ ସାଧୁ ଏକ ବୃକ୍ଷକୁ ମଧ୍ୟ କାଟିବାକୁ ପସନ୍ଦ କରେନାହିଁ, କାରଣ ସେ ଜାଣିଛି, "ତାହା ଏକ ଜୀବ । ସେ ତାର କର୍ମ ଯୋଗୁଁ ବହୁ ବର୍ଷ ଧରି ଏଠି ଠିଆ ହୋଇଛି, ଏବଂ ସେ ଏହାକୁ ଆହୁରି ଅନେକ ବର୍ଷ କରିବାକୁ ହେବ । ତେଣୁ ସେ ଏହାକୁ ରୋକିପାରିବ ନାହିଁ କାରଣ ଏହା ହେଉଛି ପ୍ରକୃତିର ନିୟମ ।" ଠିକ ଯେପରି ଯଦି ତୁମକୁ ଛଅ ମାସ ପାଇଁ କାରାଗାରରେ ବନ୍ଦି କରାଯାଏ, କେହି ମଧ୍ୟ ତୁମକୁ ସାହାଯ୍ୟ କରିପାରିବେ ନାହିଁ, କେହି ମଧ୍ୟ ତୁମର ଶିକ୍ଷାକୁ କମ କରିପାରିବେ ନାହିଁ, ଛଅମାସରୁ ଗୋଟିଏ ଦିନେ ମଧ୍ୟ । ତେବେ ଆମେ ଆମର ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ପାଉ, ଆମକୁ ସେହି ଶରୀରରେ ପ୍ରକୃତିର ନିୟମ ଦ୍ଵାରା ଏକ ନିଶ୍ଚିତ ଅବଧି ପର୍ଯ୍ୟନ୍ତ ରହିବାକୁ ପଡ଼େ । ତେଣୁ ଶରୀର କାଟିବା ଦ୍ଵାରା - ଜୀବ ମରେ ନାହିଁ - ମରିବା - କିନ୍ତୁ କାରଣ ଆମେ ତାର ନିରନ୍ତର ଅବଧିକୁ ରୋକୁ, ସେଥିପାଇଁ ଆମେ ପାପୀ । ତୁମେ ଏକ ବୃକ୍ଷକୁ ମଧ୍ୟ କାଟିପାରିବ ନାହିଁ କୃଷ୍ଣଙ୍କ ଉଦ୍ଦେଶ୍ୟ ବିନା । କୃଷ୍ଣଙ୍କ ଉଦ୍ଦେଶ୍ୟ ବିନା ଆମେ ଏକ ପିମ୍ପୁଡିକୁ ମଧ୍ୟ ମାରିପାରିବା ନାହିଁ, ଆମେ ଏକ ବୃକ୍ଷକୁ ମଧ୍ୟ କାଟିପାରିବା ନାହିଁ, ତେବେ ଆମେ ଦଣ୍ଡର ଉତ୍ତରଦାୟୀ ହୋଇଯିବୁ । ତେଣୁ ଏକ ସାଧୁ ଦେଖେ ଯେ "ସେ ଏକ ଜୀବ ।" ପଣ୍ଡିତାଃ ସମ...  


<div class="quote_verse">
<div class="quote_verse">
Line 41: Line 41:
:ଶୁନି ଚୈବ ଶ୍ଵପାକେ ଚ  
:ଶୁନି ଚୈବ ଶ୍ଵପାକେ ଚ  
:ପଣ୍ଡିତାଃ ସମଦର୍ଶନଃ  
:ପଣ୍ଡିତାଃ ସମଦର୍ଶନଃ  
:([[Vanisource:BG 5.18|BG 5.18]])  
:([[Vanisource:BG 5.18 (1972)|BG 5.18]])  
</div>
</div>


ପଣ୍ଡିତଃ କୌଣସି ଭେଦ ଭାବ କରେ ନାହିଁ ଯେ "ସେ ଗୋଟେ ପଶୁ, ସେ ଜଣେ ମନୁଷ୍ୟ ।" ନା, ସେ ଦେଖେ, "ପଶୁ ମଧ୍ୟ କୃଷ୍ଣଙ୍କର ଅଂଶ ବିଶେଷ ।" ସେ ଏକ ଭିନ୍ନ ପ୍ରକାରର ଶରୀର ପାଇଛି, ଏବଂ ମନୁଷ୍ୟ ମଧ୍ୟ, ସେ ମଧ୍ୟ ଭଗବାନଙ୍କର ଅଂଶ ବିଶେଷ, ସେ ଅନ୍ୟ ଏକ ଶରୀର ଧାରଣ କରିଛି । କର୍ମାନା, ଜଣଙ୍କର କର୍ମ ଅନୁସାରେ, ତାକୁ ବିଭିନ୍ନ ପ୍ରକାରରେ ପକାଯାଏ ।" ତେଣୁ ଲୋକ ହିତମ ([[Vanisource:SB 2.1.1|SB 2.1.1]]) ।   
ପଣ୍ଡିତଃ କୌଣସି ଭେଦ ଭାବ କରେ ନାହିଁ ଯେ "ସେ ଗୋଟେ ପଶୁ, ସେ ଜଣେ ମନୁଷ୍ୟ ।" ନା, ସେ ଦେଖେ, "ପଶୁ ମଧ୍ୟ କୃଷ୍ଣଙ୍କର ଅଂଶ ବିଶେଷ ।" ସେ ଏକ ଭିନ୍ନ ପ୍ରକାରର ଶରୀର ପାଇଛି, ଏବଂ ମନୁଷ୍ୟ ମଧ୍ୟ, ସେ ମଧ୍ୟ ଭଗବାନଙ୍କର ଅଂଶ ବିଶେଷ, ସେ ଅନ୍ୟ ଏକ ଶରୀର ଧାରଣ କରିଛି । କର୍ମାନା, ଜଣଙ୍କର କର୍ମ ଅନୁସାରେ, ତାକୁ ବିଭିନ୍ନ ପ୍ରକାରରେ ପକାଯାଏ ।" ତେଣୁ ଲୋକ ହିତମ ([[Vanisource:SB 2.1.1|SB 2.1.1]]) ।   
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 08:17, 13 December 2021



730406 - Lecture SB 02.01.01-2 - New York

୮,୪୦୦,୦୦୦ ଜାତିର ଜୀବ ଅଛନ୍ତି । କୃଷ୍ଣ ଦାବୀ କରନ୍ତି "ସେମାନେ, ସମସ୍ତେ, ହେଉଛନ୍ତି କୃଷ୍ଣଙ୍କର ଅଂଶ ବିଶେଷ, କିନ୍ତୁ ସେମାନେ ବିଭିନ୍ନ ପୋଷାକରେ ଆଛାଦିତ ହୋଇଛନ୍ତି । କିନ୍ତୁ ସେମାନେ ହେଉଛନ୍ତି ଜୀବ ।" ଏହା ହେଉଛି କୃଷ୍ଣ ଚେତନାର ଦୃଷ୍ଟିକୋଣ ।

ସେଥିପାଇଁ ଜଣେ ଯିଏ ପ୍ରକୃତରେ କୃଷ୍ଣ ଚେତନାଶୀଳ, ପଣ୍ଡିତ, ପଣ୍ଡିତଃ ସମ ଦର୍ଶିନାଃ (BG 5.18) । ପଣ୍ଡିତଃ, ସେ ବାହ୍ୟ ପୋଷାକ କୁ ଦେଖେନାହିଁ; ସେ ଦେଖେ ଯେ ଜୀବ ଏକ ନିର୍ଦ୍ଦିଷ୍ଟ ପୋଷାକରେ ଘୋଡାଇଅଛି । ତେଣୁ ଏହି ଶରୀର ସହ ତାର କିଛି ସମ୍ବନ୍ଧ ହିଁ ନାହିଁ । ସେଥିପାଇଁ ଏକ ସାଧୁ ସର୍ବଦା ସମସ୍ତଙ୍କର ମଂଗଳ ପାଇଁ ଚିନ୍ତା କରେ । ଠିକ ଯେପରି ରୂପ ଗୋସ୍ଵାମୀ, ସନାତନ ଗୋସ୍ଵାମୀ । ଗୋସ୍ଵାମୀ ମାନଙ୍କ ସମ୍ଵନ୍ଧରେ ଏହା କୁହାଯାଇଛି, ଲୋକାନାଂ ହିତ-କରିଣୌ ତ୍ରି-ଭୁବନେ ମାନ୍ୟୈ । କାରଣ ସେମାନେ ସମସ୍ତ ଜୀବଙ୍କର ମଂଗଳକାରୀ ଅଟନ୍ତି, ସେଥିପାଇଁ ସେମାନଙ୍କୁ ତାଙ୍କୁ ତ୍ର-ଭୁବନେ ବୋଲି ସମ୍ମାନିତ କରାଯାଇଛି, ତିନି ଲୋକରେ । ତ୍ରି-ଭୁବନେ । ଲୋକାନାଂ ହିତ କରିଣୈ । ନାନା-ଶାସ୍ତ୍ର-ବିଚାରଣୈ-ନିପଣୌ । ସମସ୍ତ ଜୀବମାନଙ୍କର କଲ୍ୟାଣ କରିବା ଏକ ସାଧୁର କର୍ତ୍ତବ୍ୟ । ଏକ ସାଧୁ ଏକ ବୃକ୍ଷକୁ ମଧ୍ୟ କାଟିବାକୁ ପସନ୍ଦ କରେନାହିଁ, କାରଣ ସେ ଜାଣିଛି, "ତାହା ଏକ ଜୀବ । ସେ ତାର କର୍ମ ଯୋଗୁଁ ବହୁ ବର୍ଷ ଧରି ଏଠି ଠିଆ ହୋଇଛି, ଏବଂ ସେ ଏହାକୁ ଆହୁରି ଅନେକ ବର୍ଷ କରିବାକୁ ହେବ । ତେଣୁ ସେ ଏହାକୁ ରୋକିପାରିବ ନାହିଁ କାରଣ ଏହା ହେଉଛି ପ୍ରକୃତିର ନିୟମ ।" ଠିକ ଯେପରି ଯଦି ତୁମକୁ ଛଅ ମାସ ପାଇଁ କାରାଗାରରେ ବନ୍ଦି କରାଯାଏ, କେହି ମଧ୍ୟ ତୁମକୁ ସାହାଯ୍ୟ କରିପାରିବେ ନାହିଁ, କେହି ମଧ୍ୟ ତୁମର ଶିକ୍ଷାକୁ କମ କରିପାରିବେ ନାହିଁ, ଛଅମାସରୁ ଗୋଟିଏ ଦିନେ ମଧ୍ୟ । ତେବେ ଆମେ ଆମର ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ପାଉ, ଆମକୁ ସେହି ଶରୀରରେ ପ୍ରକୃତିର ନିୟମ ଦ୍ଵାରା ଏକ ନିଶ୍ଚିତ ଅବଧି ପର୍ଯ୍ୟନ୍ତ ରହିବାକୁ ପଡ଼େ । ତେଣୁ ଶରୀର କାଟିବା ଦ୍ଵାରା - ଜୀବ ମରେ ନାହିଁ - ମରିବା - କିନ୍ତୁ କାରଣ ଆମେ ତାର ନିରନ୍ତର ଅବଧିକୁ ରୋକୁ, ସେଥିପାଇଁ ଆମେ ପାପୀ । ତୁମେ ଏକ ବୃକ୍ଷକୁ ମଧ୍ୟ କାଟିପାରିବ ନାହିଁ କୃଷ୍ଣଙ୍କ ଉଦ୍ଦେଶ୍ୟ ବିନା । କୃଷ୍ଣଙ୍କ ଉଦ୍ଦେଶ୍ୟ ବିନା ଆମେ ଏକ ପିମ୍ପୁଡିକୁ ମଧ୍ୟ ମାରିପାରିବା ନାହିଁ, ଆମେ ଏକ ବୃକ୍ଷକୁ ମଧ୍ୟ କାଟିପାରିବା ନାହିଁ, ତେବେ ଆମେ ଦଣ୍ଡର ଉତ୍ତରଦାୟୀ ହୋଇଯିବୁ । ତେଣୁ ଏକ ସାଧୁ ଦେଖେ ଯେ "ସେ ଏକ ଜୀବ ।" ପଣ୍ଡିତାଃ ସମ...

ବିଦ୍ୟା-ବିନୟ-ସମ୍ପନ୍ନେ
ବ୍ରାହ୍ମଣେ ଗବି ହସ୍ତିନି
ଶୁନି ଚୈବ ଶ୍ଵପାକେ ଚ
ପଣ୍ଡିତାଃ ସମଦର୍ଶନଃ
(BG 5.18)

ପଣ୍ଡିତଃ କୌଣସି ଭେଦ ଭାବ କରେ ନାହିଁ ଯେ "ସେ ଗୋଟେ ପଶୁ, ସେ ଜଣେ ମନୁଷ୍ୟ ।" ନା, ସେ ଦେଖେ, "ପଶୁ ମଧ୍ୟ କୃଷ୍ଣଙ୍କର ଅଂଶ ବିଶେଷ ।" ସେ ଏକ ଭିନ୍ନ ପ୍ରକାରର ଶରୀର ପାଇଛି, ଏବଂ ମନୁଷ୍ୟ ମଧ୍ୟ, ସେ ମଧ୍ୟ ଭଗବାନଙ୍କର ଅଂଶ ବିଶେଷ, ସେ ଅନ୍ୟ ଏକ ଶରୀର ଧାରଣ କରିଛି । କର୍ମାନା, ଜଣଙ୍କର କର୍ମ ଅନୁସାରେ, ତାକୁ ବିଭିନ୍ନ ପ୍ରକାରରେ ପକାଯାଏ ।" ତେଣୁ ଲୋକ ହିତମ (SB 2.1.1) ।