OR/Prabhupada 1062 - ଆମ ଭିତରେ ଭୌତିକ ପ୍ରକୃତି କୁ ନିୟନ୍ତ୍ରଣ କରିବାର ପ୍ରଵୃତି ଅଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1062 - in all Languages Category:OR-Quotes - 1966 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 10: Line 10:
[[Category:Oriya Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1061 - ଏହି ଭଗବଦ ଗୀତା ରେ ପାଞ୍ଚଟି ଭିନ ବିଷୟ ବସ୍ତୁ ଅଛି|1061|OR/Prabhupada 1063 - ଆମକୁ ସବୁ କର୍ମ ଫଳ ରୁ ମୁକ୍ତି ଦିଅ|1063}}
{{1080 videos navigation - All Languages|Oriya|OR/Prabhupada 1061 - ଏହି ଭଗବଦ ଗୀତା ରେ ପାଞ୍ଚଟି ଭିନ ବିଷୟ ବସ୍ତୁ ଅଛି|1061|OR/Prabhupada 1063 - ଆମକୁ ସବୁ କର୍ମ ଫଳ ରୁ ମୁକ୍ତି ଦିଅ|1063}}
<!-- END NAVIGATION BAR -->
<!-- END NAVIGATION BAR -->
Line 21: Line 21:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|dUNonnye1zk|ଆମ ଭିତରେ ଭୌତିକ ପ୍ରକୃତି କୁ ନିୟନ୍ତ୍ରଣ କରିବାର ପ୍ରଵୃତି ଅଛି<br />- Prabhupāda 1062}}
{{youtube_right|NbgcOzY1q5Y|ଆମ ଭିତରେ ଭୌତିକ ପ୍ରକୃତି କୁ ନିୟନ୍ତ୍ରଣ କରିବାର ପ୍ରଵୃତି ଅଛି<br />- Prabhupāda 1062}}
<!-- END VIDEO LINK -->
<!-- END VIDEO LINK -->


Line 33: Line 33:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ତ ଆମେ, ଆମର ଭୁଲ ଧାରଣା | ଯେବେ ଆମେ ଜଗତରେ ବିଚିତ୍ର ଜିନିଷ ହେଉଥିବା ଦେଖୁ, ଆମକୁ ଜାଣିବା ଦରକାର ଯେ, ଏହି ଜଗତ ପଛେ ଜଣେ ନିୟନ୍ତ୍ରତା ଅଛି | ବିନା ନିୟନ୍ତ୍ରଣରେ କିଛିଭି ପ୍ରକଟ ହେବା ସମ୍ଭବ ହେବ ନାହିଁ | ନିୟନ୍ତାକୁ ନ ମାନିବା ଛୁଆଳିଆ ହେବ | ଉଧାରଣ ସ୍ୱରୂପ ଗୋଟେ ମଟର ଗାଡି ଅଛି, ବହୁତ ଅଧିକ ଗତିରେ ଯାଇପାରିବ, ଏବଂ ବହୁତ ଭଲ ଇଂଜିନୀରିଙ୍ଗ ବ୍ୟବସ୍ତା ମଧ୍ୟ ଅଛି, ରାସ୍ତା ରେ ଚାଲୁଛି | ଗୋଟେ ପିଲା ଭାବିପରେ ଯେ " ଏଇ ମଟର ଗାଡି କେମିତି ଚାଲୁଛି, ବିନା ଘୋଢା ବା କିଛି ଟାଣିବା ବ୍ୟବସ୍ଥା ନ ଥାଇକି ?" କିନ୍ତୁ ଜଣେ ବୁଦ୍ଧିମାନ ଲୋକ ବା ବଡ ଲୋକ, ସେ ଜାଣିଛି ଯେ, ମଟର ଗାଡିରେ ସବୁ ଇଂଜିନୀରିଙ୍ଗ ଥିଲେ ମଧ୍ୟ, ବିନା ଚାଳକ ଦ୍ୱାରା ଏହା ଚାଲିବନି | ଏକ ମଟର କାର ର ଇଂଜିନୀରିଙ୍ଗ ବ୍ୟବସ୍ତା, ବା ବିଦ୍ୟୁତ ଘରରେ ... ଏବେ ବର୍ତମାନ ସମୟରେ ମସୀନେରୀର ଦୁନିୟା, କିନ୍ତୁ ଆମେ ସବୁବେଳେ ଏହା ଜାଣିବା ଦରକାର ଯେ ମସୀନେରୀର ପଛରେ, ମସୀନେରୀର ଅଢଭୂତ କାମ ପଛରେ, ଜଣେ ଚାଳକ ଅଛି | ତ ପରମ ପୁରୋଶତ୍ତମ ଭଗବାନ ଚାଳକ, ଅଧ୍ୟକ୍ଷ | ସେ ପରମେଶ୍ୱର, ଯାହାଙ୍କ ନିର୍ଦେଶରେ ସବୁ କିଛି ଚାଲୁଛି | ଏବେ ଏଇ ଯିବ, ବା ପ୍ରାଣୀ, ଭଗବାନ ଦ୍ୱାରା ଭଗବଦ ଗୀତାରେ ସ୍ୱୀକାର କରିଛନ୍ତି, ଯେମିତି କି ଆମେ ସବୁ ଜାଣିଛୁ ପୁର୍ବ ଅଧ୍ୟାୟରେ, କି ସେମାନେ ସବୁ ଭଗବାନଙ୍କ ଅଂଶ ରୂପ | ମମୟୀଵଂସୋ ଯିବ-ଭୂତଃ ([[Vanisource:BG 15.7|BG 15.7]]) | ଅଂଶ ମାନେ ଅଂଶ ରୂପ | ଯେମିତି ସୁନା ର ଗୋଟେ କଣ ଭି ସୁନା ହେଇଥାଏ, ସମୁଦ୍ରର ଗୋଟେ ବିନ୍ଦୁ ମଧ୍ୟ ଖାରା ହୋଇଥାଏ, ସେଇ ପରି, ଆମେ, ଯିବ, ସର୍ବୋଚ୍ଚ ନିୟନ୍ତ୍ରକର ଅଂଶ ରୂପ, ଈଶ୍ୱର, ଭଗବାନ, ଶ୍ରୀ କୃଷ୍ଣ , ଆମେ ଯୁକ୍ତ, ମୋର କହିବା ତାତ୍ପର୍ୟ ଏହା ଯେ ସୁକ୍ଷ୍ମ ମାତ୍ରାରେ ପରେମସ୍ୱର ସବୁ ଗୁଣରେ | ଯେହେତୁ ଆମେ ସୁକ୍ଷ୍ମ ଈଶ୍ବର, ଅଧିନସ୍ଥ ଈଶ୍ବର ଅଟୁ | ଆମେ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆମେ ପ୍ରକୃତିର ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ବର୍ତ୍ତମାନ ସମୟରେ ଆପଣ ଅନ୍ତରୀକ୍ଷକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆପଣମାନେ କୁତ୍ରିମ ଗ୍ରହକୁ ଉଡିବା ପାଇଁ ଚେଷ୍ଟା କରୁଛ | ତ ନିୟନ୍ତ୍ରଣ କରିବା ବା ସୃଜନ କରିବା ପ୍ରଵୃତି ଅଛି କାରଣ ଆଂଶିକ ରୂପରେ ଆମର ଏହି ପ୍ରବୃତି ଅଛି | କିନ୍ତୁ ଆମକୁ ଜାଣିବା ଦରକାର ଯେ ଏଇ ପ୍ରଵୃତି ହେବା ପର୍ୟାପ୍ତ ନୁହେଁ | ଆମ ଭିତରେ ଭୌତିକ ପ୍ରକୃତିକୁ ନିୟନ୍ତ୍ରଣ କରିବା ର ପ୍ରବୃତି ଅଛି, ଭୌତିକ ପ୍ରକୃତି ଉପରେ ପ୍ରଭୁତ୍ୱ କରିବାର ପ୍ରବୃତି, କିନ୍ତୁ ଆମେ ପରମ ନିୟନ୍ତା ନୁହୁଁ | ତ ଏଇଆର ବ୍ୟାଖ୍ୟା ଭଗବଦ ଗୀତାରେ କୁହାଯାଇଛି |  
ତ ଆମେ, ଆମର ଭୁଲ ଧାରଣା | ଯେବେ ଆମେ ଜଗତରେ ବିଚିତ୍ର ଜିନିଷ ହେଉଥିବା ଦେଖୁ, ଆମକୁ ଜାଣିବା ଦରକାର ଯେ, ଏହି ଜଗତ ପଛେ ଜଣେ ନିୟନ୍ତ୍ରତା ଅଛି | ବିନା ନିୟନ୍ତ୍ରଣରେ କିଛିଭି ପ୍ରକଟ ହେବା ସମ୍ଭବ ହେବ ନାହିଁ | ନିୟନ୍ତାକୁ ନ ମାନିବା ଛୁଆଳିଆ ହେବ | ଉଧାରଣ ସ୍ୱରୂପ ଗୋଟେ ମଟର ଗାଡି ଅଛି, ବହୁତ ଅଧିକ ଗତିରେ ଯାଇପାରିବ, ଏବଂ ବହୁତ ଭଲ ଇଂଜିନୀରିଙ୍ଗ ବ୍ୟବସ୍ତା ମଧ୍ୟ ଅଛି, ରାସ୍ତା ରେ ଚାଲୁଛି | ଗୋଟେ ପିଲା ଭାବିପରେ ଯେ " ଏଇ ମଟର ଗାଡି କେମିତି ଚାଲୁଛି, ବିନା ଘୋଢା ବା କିଛି ଟାଣିବା ବ୍ୟବସ୍ଥା ନ ଥାଇକି ?" କିନ୍ତୁ ଜଣେ ବୁଦ୍ଧିମାନ ଲୋକ ବା ବଡ ଲୋକ, ସେ ଜାଣିଛି ଯେ, ମଟର ଗାଡିରେ ସବୁ ଇଂଜିନୀରିଙ୍ଗ ଥିଲେ ମଧ୍ୟ, ବିନା ଚାଳକ ଦ୍ୱାରା ଏହା ଚାଲିବନି | ଏକ ମଟର କାର ର ଇଂଜିନୀରିଙ୍ଗ ବ୍ୟବସ୍ତା, ବା ବିଦ୍ୟୁତ ଘରରେ ... ଏବେ ବର୍ତମାନ ସମୟରେ ମସୀନେରୀର ଦୁନିୟା, କିନ୍ତୁ ଆମେ ସବୁବେଳେ ଏହା ଜାଣିବା ଦରକାର ଯେ ମସୀନେରୀର ପଛରେ, ମସୀନେରୀର ଅଢଭୂତ କାମ ପଛରେ, ଜଣେ ଚାଳକ ଅଛି | ତ ପରମ ପୁରୋଶତ୍ତମ ଭଗବାନ ଚାଳକ, ଅଧ୍ୟକ୍ଷ | ସେ ପରମେଶ୍ୱର, ଯାହାଙ୍କ ନିର୍ଦେଶରେ ସବୁ କିଛି ଚାଲୁଛି | ଏବେ ଏଇ ଯିବ, ବା ପ୍ରାଣୀ, ଭଗବାନ ଦ୍ୱାରା ଭଗବଦ ଗୀତାରେ ସ୍ୱୀକାର କରିଛନ୍ତି, ଯେମିତି କି ଆମେ ସବୁ ଜାଣିଛୁ ପୁର୍ବ ଅଧ୍ୟାୟରେ, କି ସେମାନେ ସବୁ ଭଗବାନଙ୍କ ଅଂଶ ରୂପ | ମମୟୀଵଂସୋ ଯିବ-ଭୂତଃ ([[Vanisource:BG 15.7 (1972)|BG 15.7]]) | ଅଂଶ ମାନେ ଅଂଶ ରୂପ | ଯେମିତି ସୁନା ର ଗୋଟେ କଣ ଭି ସୁନା ହେଇଥାଏ, ସମୁଦ୍ରର ଗୋଟେ ବିନ୍ଦୁ ମଧ୍ୟ ଖାରା ହୋଇଥାଏ, ସେଇ ପରି, ଆମେ, ଯିବ, ସର୍ବୋଚ୍ଚ ନିୟନ୍ତ୍ରକର ଅଂଶ ରୂପ, ଈଶ୍ୱର, ଭଗବାନ, ଶ୍ରୀ କୃଷ୍ଣ , ଆମେ ଯୁକ୍ତ, ମୋର କହିବା ତାତ୍ପର୍ୟ ଏହା ଯେ ସୁକ୍ଷ୍ମ ମାତ୍ରାରେ ପରେମସ୍ୱର ସବୁ ଗୁଣରେ | ଯେହେତୁ ଆମେ ସୁକ୍ଷ୍ମ ଈଶ୍ବର, ଅଧିନସ୍ଥ ଈଶ୍ବର ଅଟୁ | ଆମେ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆମେ ପ୍ରକୃତିର ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ବର୍ତ୍ତମାନ ସମୟରେ ଆପଣ ଅନ୍ତରୀକ୍ଷକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆପଣମାନେ କୁତ୍ରିମ ଗ୍ରହକୁ ଉଡିବା ପାଇଁ ଚେଷ୍ଟା କରୁଛ | ତ ନିୟନ୍ତ୍ରଣ କରିବା ବା ସୃଜନ କରିବା ପ୍ରଵୃତି ଅଛି କାରଣ ଆଂଶିକ ରୂପରେ ଆମର ଏହି ପ୍ରବୃତି ଅଛି | କିନ୍ତୁ ଆମକୁ ଜାଣିବା ଦରକାର ଯେ ଏଇ ପ୍ରଵୃତି ହେବା ପର୍ୟାପ୍ତ ନୁହେଁ | ଆମ ଭିତରେ ଭୌତିକ ପ୍ରକୃତିକୁ ନିୟନ୍ତ୍ରଣ କରିବା ର ପ୍ରବୃତି ଅଛି, ଭୌତିକ ପ୍ରକୃତି ଉପରେ ପ୍ରଭୁତ୍ୱ କରିବାର ପ୍ରବୃତି, କିନ୍ତୁ ଆମେ ପରମ ନିୟନ୍ତା ନୁହୁଁ | ତ ଏଇଆର ବ୍ୟାଖ୍ୟା ଭଗବଦ ଗୀତାରେ କୁହାଯାଇଛି |  


ତ ଏହି ଭୌତିକ ପ୍ରକୃତି କଣ? ପ୍ରକୃତିର ଭି ବ୍ୟାଖ୍ୟା କରାଯାଇଛି | ପ୍ରକୃତି, ଭୌତିକ ପ୍ରକୃତିର ବ୍ୟାଖ୍ୟା ଭଗବଦ ଗୀତାରେ ଅପରା, ଅପରା ପ୍ରକୃତି ରୂପରେ ହେଇଛି | ଅପରା ପ୍ରକୃତି, ଆଉ ଯିବ ପ୍ରକୃତି (ଉତକୃଷ୍ଟ ପ୍ରକୃତି) କୁହାଯାଇଛି | ପ୍ରକୃତିର ଅର୍ଥ ଯିଏ ନିୟନ୍ତ୍ରଣରେ ଅଛି .. ପ୍ରକୃତିର ପ୍ରକୃତ ଅର୍ଥ ସ୍ତ୍ରୀ ସ୍ୱରୂପା | ଯେପରି ଜଣେ ପତି ନିଜ ସ୍ତ୍ରୀର କାର୍ଯ୍ୟକଳାପ କୁ ନିୟନ୍ତ୍ରଣ କରେ, ସେଇ ପରି, ପ୍ରକୃତି ଭି ଅଧୀନସ୍ଥ  ଅଟେ | ପ୍ରଭୁ,ପରମ ପୁରୋଶତ୍ତମ ଭଗବାନ ଅଧ୍ୟକ୍ଷ, ଏବଂ ଏହି ପ୍ରକୃତି, ଦୁହେଁ ଯିବ ଆଉ ଭୌତିକ ପ୍ରକୃତି, ଭିନ୍ନ ଭିନ୍ନ ପ୍ରକୃତି ଅଟେ, ନିୟନ୍ତ୍ରତା, ବା ଭଗବାନଙ୍କ ଦ୍ୱାରା ଅଧିଶାସିତ | ତ ଭଗବଦ ଗୀତା ଅନୁସାରେ, ଯଦିପି ସମସ୍ତ ଯିବ ପରମେଶ୍ୱର ର ଅଂଶ ରୂପ, ସେ ପ୍ରକୃତି ହିଁ ମନା ଯାଏ | ଭଗବଦ ଗୀତା ର ସପ୍ତମ ଅଧ୍ୟାୟ ର ଏହା ସ୍ପଷ୍ଟ ରୂପ ରେ ଲେଖା ଯାଇଛି ଯେ, ଅପରେୟାମୀ ତସ୍ତବନୟାଂ ବିଦ୍ଧି ଅପରା ([[Vanisource:BG 7.5|BG 7.5]]) | ଏହି ଭୌତିକ ପ୍ରକୃତି ଅପରା ଇୟମ ଅଟେ | ଇତସ ତୁ, ଆଉ ଆ ପରେ ଆଉ ଏକ ପ୍ରକୃତି ଅଛି | ଆଉ ସେ କଣ ? ଯିବ-ଭୂତ, ସେ...  
ତ ଏହି ଭୌତିକ ପ୍ରକୃତି କଣ? ପ୍ରକୃତିର ଭି ବ୍ୟାଖ୍ୟା କରାଯାଇଛି | ପ୍ରକୃତି, ଭୌତିକ ପ୍ରକୃତିର ବ୍ୟାଖ୍ୟା ଭଗବଦ ଗୀତାରେ ଅପରା, ଅପରା ପ୍ରକୃତି ରୂପରେ ହେଇଛି | ଅପରା ପ୍ରକୃତି, ଆଉ ଯିବ ପ୍ରକୃତି (ଉତକୃଷ୍ଟ ପ୍ରକୃତି) କୁହାଯାଇଛି | ପ୍ରକୃତିର ଅର୍ଥ ଯିଏ ନିୟନ୍ତ୍ରଣରେ ଅଛି .. ପ୍ରକୃତିର ପ୍ରକୃତ ଅର୍ଥ ସ୍ତ୍ରୀ ସ୍ୱରୂପା | ଯେପରି ଜଣେ ପତି ନିଜ ସ୍ତ୍ରୀର କାର୍ଯ୍ୟକଳାପ କୁ ନିୟନ୍ତ୍ରଣ କରେ, ସେଇ ପରି, ପ୍ରକୃତି ଭି ଅଧୀନସ୍ଥ  ଅଟେ | ପ୍ରଭୁ,ପରମ ପୁରୋଶତ୍ତମ ଭଗବାନ ଅଧ୍ୟକ୍ଷ, ଏବଂ ଏହି ପ୍ରକୃତି, ଦୁହେଁ ଯିବ ଆଉ ଭୌତିକ ପ୍ରକୃତି, ଭିନ୍ନ ଭିନ୍ନ ପ୍ରକୃତି ଅଟେ, ନିୟନ୍ତ୍ରତା, ବା ଭଗବାନଙ୍କ ଦ୍ୱାରା ଅଧିଶାସିତ | ତ ଭଗବଦ ଗୀତା ଅନୁସାରେ, ଯଦିପି ସମସ୍ତ ଯିବ ପରମେଶ୍ୱର ର ଅଂଶ ରୂପ, ସେ ପ୍ରକୃତି ହିଁ ମନା ଯାଏ | ଭଗବଦ ଗୀତା ର ସପ୍ତମ ଅଧ୍ୟାୟ ର ଏହା ସ୍ପଷ୍ଟ ରୂପ ରେ ଲେଖା ଯାଇଛି ଯେ, ଅପରେୟାମୀ ତସ୍ତବନୟାଂ ବିଦ୍ଧି ଅପରା ([[Vanisource:BG 7.5 (1972)|BG 7.5]]) | ଏହି ଭୌତିକ ପ୍ରକୃତି ଅପରା ଇୟମ ଅଟେ | ଇତସ ତୁ, ଆଉ ଆ ପରେ ଆଉ ଏକ ପ୍ରକୃତି ଅଛି | ଆଉ ସେ କଣ ? ଯିବ-ଭୂତ, ସେ...  


ତ ଏଇ ପ୍ରକୃତି,ଏଇ ପ୍ରକୃତି ର ସମ୍ଭିଦାନ ତିନଟି ଗୁଣ ରେ ନିର୍ମିତ: ସତ୍ଵ ଗୁଣ, ରଜୋ ଗୁଣ, ଏବଂ ତମୋ ଗୁଣ | ଏବଂ ଏହି ଗୁଣ ଉପରେ, ତିନୋଟି ଭିନ୍ନ ଭିନ୍ନ ପ୍ରକାର ଗୁଣ, ସତ୍ଵ ଗୁଣ, ରଜୋ ଗୁଣ, ମୋ କହିବା ଅର୍ଥ ତମୋ ଗୁଣ, ନିତ୍ୟ କାଳ ଅଛି, ନିତ୍ୟ କାଳ ଅଛି | ଏବଂ ପ୍ରକୃତିର ଏହି ତିନି ଗୁଣର ସଂଯୋଗରେ ଆଉ ନିତ୍ୟ କାଳର ନିୟନ୍ତ୍ରଣରେ କାର୍ଯ୍ୟକଳାପ ହୁଏ | ଏହି କାର୍ଯ୍ୟକଳାପ କୁ କର୍ମ କୁହାଯାଏ | ଏହି କାର୍ଯ୍ୟ କଳାପ ଅନାଦୀ କାଳରୁ ଚାଲି ଆସୁଛି ଏବଂ ଆମେ ସମସ୍ତେ ନିଜ ନିଜ କାର୍ଯ୍ୟକଳାପ (କର୍ମ)ର ଫଳ ସ୍ୱରୂପର ସୁଖ ବା ଦୁଃଖ ଭୋଗୁଛୁ |  
ତ ଏଇ ପ୍ରକୃତି,ଏଇ ପ୍ରକୃତି ର ସମ୍ଭିଦାନ ତିନଟି ଗୁଣ ରେ ନିର୍ମିତ: ସତ୍ଵ ଗୁଣ, ରଜୋ ଗୁଣ, ଏବଂ ତମୋ ଗୁଣ | ଏବଂ ଏହି ଗୁଣ ଉପରେ, ତିନୋଟି ଭିନ୍ନ ଭିନ୍ନ ପ୍ରକାର ଗୁଣ, ସତ୍ଵ ଗୁଣ, ରଜୋ ଗୁଣ, ମୋ କହିବା ଅର୍ଥ ତମୋ ଗୁଣ, ନିତ୍ୟ କାଳ ଅଛି, ନିତ୍ୟ କାଳ ଅଛି | ଏବଂ ପ୍ରକୃତିର ଏହି ତିନି ଗୁଣର ସଂଯୋଗରେ ଆଉ ନିତ୍ୟ କାଳର ନିୟନ୍ତ୍ରଣରେ କାର୍ଯ୍ୟକଳାପ ହୁଏ | ଏହି କାର୍ଯ୍ୟକଳାପ କୁ କର୍ମ କୁହାଯାଏ | ଏହି କାର୍ଯ୍ୟ କଳାପ ଅନାଦୀ କାଳରୁ ଚାଲି ଆସୁଛି ଏବଂ ଆମେ ସମସ୍ତେ ନିଜ ନିଜ କାର୍ଯ୍ୟକଳାପ (କର୍ମ)ର ଫଳ ସ୍ୱରୂପର ସୁଖ ବା ଦୁଃଖ ଭୋଗୁଛୁ |  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 16:08, 17 October 2018



660219-20 - Lecture BG Introduction - New York

ତ ଆମେ, ଆମର ଭୁଲ ଧାରଣା | ଯେବେ ଆମେ ଜଗତରେ ବିଚିତ୍ର ଜିନିଷ ହେଉଥିବା ଦେଖୁ, ଆମକୁ ଜାଣିବା ଦରକାର ଯେ, ଏହି ଜଗତ ପଛେ ଜଣେ ନିୟନ୍ତ୍ରତା ଅଛି | ବିନା ନିୟନ୍ତ୍ରଣରେ କିଛିଭି ପ୍ରକଟ ହେବା ସମ୍ଭବ ହେବ ନାହିଁ | ନିୟନ୍ତାକୁ ନ ମାନିବା ଛୁଆଳିଆ ହେବ | ଉଧାରଣ ସ୍ୱରୂପ ଗୋଟେ ମଟର ଗାଡି ଅଛି, ବହୁତ ଅଧିକ ଗତିରେ ଯାଇପାରିବ, ଏବଂ ବହୁତ ଭଲ ଇଂଜିନୀରିଙ୍ଗ ବ୍ୟବସ୍ତା ମଧ୍ୟ ଅଛି, ରାସ୍ତା ରେ ଚାଲୁଛି | ଗୋଟେ ପିଲା ଭାବିପରେ ଯେ " ଏଇ ମଟର ଗାଡି କେମିତି ଚାଲୁଛି, ବିନା ଘୋଢା ବା କିଛି ଟାଣିବା ବ୍ୟବସ୍ଥା ନ ଥାଇକି ?" କିନ୍ତୁ ଜଣେ ବୁଦ୍ଧିମାନ ଲୋକ ବା ବଡ ଲୋକ, ସେ ଜାଣିଛି ଯେ, ମଟର ଗାଡିରେ ସବୁ ଇଂଜିନୀରିଙ୍ଗ ଥିଲେ ମଧ୍ୟ, ବିନା ଚାଳକ ଦ୍ୱାରା ଏହା ଚାଲିବନି | ଏକ ମଟର କାର ର ଇଂଜିନୀରିଙ୍ଗ ବ୍ୟବସ୍ତା, ବା ବିଦ୍ୟୁତ ଘରରେ ... ଏବେ ବର୍ତମାନ ସମୟରେ ମସୀନେରୀର ଦୁନିୟା, କିନ୍ତୁ ଆମେ ସବୁବେଳେ ଏହା ଜାଣିବା ଦରକାର ଯେ ମସୀନେରୀର ପଛରେ, ମସୀନେରୀର ଅଢଭୂତ କାମ ପଛରେ, ଜଣେ ଚାଳକ ଅଛି | ତ ପରମ ପୁରୋଶତ୍ତମ ଭଗବାନ ଚାଳକ, ଅଧ୍ୟକ୍ଷ | ସେ ପରମେଶ୍ୱର, ଯାହାଙ୍କ ନିର୍ଦେଶରେ ସବୁ କିଛି ଚାଲୁଛି | ଏବେ ଏଇ ଯିବ, ବା ପ୍ରାଣୀ, ଭଗବାନ ଦ୍ୱାରା ଭଗବଦ ଗୀତାରେ ସ୍ୱୀକାର କରିଛନ୍ତି, ଯେମିତି କି ଆମେ ସବୁ ଜାଣିଛୁ ପୁର୍ବ ଅଧ୍ୟାୟରେ, କି ସେମାନେ ସବୁ ଭଗବାନଙ୍କ ଅଂଶ ରୂପ | ମମୟୀଵଂସୋ ଯିବ-ଭୂତଃ (BG 15.7) | ଅଂଶ ମାନେ ଅଂଶ ରୂପ | ଯେମିତି ସୁନା ର ଗୋଟେ କଣ ଭି ସୁନା ହେଇଥାଏ, ସମୁଦ୍ରର ଗୋଟେ ବିନ୍ଦୁ ମଧ୍ୟ ଖାରା ହୋଇଥାଏ, ସେଇ ପରି, ଆମେ, ଯିବ, ସର୍ବୋଚ୍ଚ ନିୟନ୍ତ୍ରକର ଅଂଶ ରୂପ, ଈଶ୍ୱର, ଭଗବାନ, ଶ୍ରୀ କୃଷ୍ଣ , ଆମେ ଯୁକ୍ତ, ମୋର କହିବା ତାତ୍ପର୍ୟ ଏହା ଯେ ସୁକ୍ଷ୍ମ ମାତ୍ରାରେ ପରେମସ୍ୱର ସବୁ ଗୁଣରେ | ଯେହେତୁ ଆମେ ସୁକ୍ଷ୍ମ ଈଶ୍ବର, ଅଧିନସ୍ଥ ଈଶ୍ବର ଅଟୁ | ଆମେ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆମେ ପ୍ରକୃତିର ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ବର୍ତ୍ତମାନ ସମୟରେ ଆପଣ ଅନ୍ତରୀକ୍ଷକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆପଣମାନେ କୁତ୍ରିମ ଗ୍ରହକୁ ଉଡିବା ପାଇଁ ଚେଷ୍ଟା କରୁଛ | ତ ନିୟନ୍ତ୍ରଣ କରିବା ବା ସୃଜନ କରିବା ପ୍ରଵୃତି ଅଛି କାରଣ ଆଂଶିକ ରୂପରେ ଆମର ଏହି ପ୍ରବୃତି ଅଛି | କିନ୍ତୁ ଆମକୁ ଜାଣିବା ଦରକାର ଯେ ଏଇ ପ୍ରଵୃତି ହେବା ପର୍ୟାପ୍ତ ନୁହେଁ | ଆମ ଭିତରେ ଭୌତିକ ପ୍ରକୃତିକୁ ନିୟନ୍ତ୍ରଣ କରିବା ର ପ୍ରବୃତି ଅଛି, ଭୌତିକ ପ୍ରକୃତି ଉପରେ ପ୍ରଭୁତ୍ୱ କରିବାର ପ୍ରବୃତି, କିନ୍ତୁ ଆମେ ପରମ ନିୟନ୍ତା ନୁହୁଁ | ତ ଏଇଆର ବ୍ୟାଖ୍ୟା ଭଗବଦ ଗୀତାରେ କୁହାଯାଇଛି |

ତ ଏହି ଭୌତିକ ପ୍ରକୃତି କଣ? ପ୍ରକୃତିର ଭି ବ୍ୟାଖ୍ୟା କରାଯାଇଛି | ପ୍ରକୃତି, ଭୌତିକ ପ୍ରକୃତିର ବ୍ୟାଖ୍ୟା ଭଗବଦ ଗୀତାରେ ଅପରା, ଅପରା ପ୍ରକୃତି ରୂପରେ ହେଇଛି | ଅପରା ପ୍ରକୃତି, ଆଉ ଯିବ ପ୍ରକୃତି (ଉତକୃଷ୍ଟ ପ୍ରକୃତି) କୁହାଯାଇଛି | ପ୍ରକୃତିର ଅର୍ଥ ଯିଏ ନିୟନ୍ତ୍ରଣରେ ଅଛି .. ପ୍ରକୃତିର ପ୍ରକୃତ ଅର୍ଥ ସ୍ତ୍ରୀ ସ୍ୱରୂପା | ଯେପରି ଜଣେ ପତି ନିଜ ସ୍ତ୍ରୀର କାର୍ଯ୍ୟକଳାପ କୁ ନିୟନ୍ତ୍ରଣ କରେ, ସେଇ ପରି, ପ୍ରକୃତି ଭି ଅଧୀନସ୍ଥ ଅଟେ | ପ୍ରଭୁ,ପରମ ପୁରୋଶତ୍ତମ ଭଗବାନ ଅଧ୍ୟକ୍ଷ, ଏବଂ ଏହି ପ୍ରକୃତି, ଦୁହେଁ ଯିବ ଆଉ ଭୌତିକ ପ୍ରକୃତି, ଭିନ୍ନ ଭିନ୍ନ ପ୍ରକୃତି ଅଟେ, ନିୟନ୍ତ୍ରତା, ବା ଭଗବାନଙ୍କ ଦ୍ୱାରା ଅଧିଶାସିତ | ତ ଭଗବଦ ଗୀତା ଅନୁସାରେ, ଯଦିପି ସମସ୍ତ ଯିବ ପରମେଶ୍ୱର ର ଅଂଶ ରୂପ, ସେ ପ୍ରକୃତି ହିଁ ମନା ଯାଏ | ଭଗବଦ ଗୀତା ର ସପ୍ତମ ଅଧ୍ୟାୟ ର ଏହା ସ୍ପଷ୍ଟ ରୂପ ରେ ଲେଖା ଯାଇଛି ଯେ, ଅପରେୟାମୀ ତସ୍ତବନୟାଂ ବିଦ୍ଧି ଅପରା (BG 7.5) | ଏହି ଭୌତିକ ପ୍ରକୃତି ଅପରା ଇୟମ ଅଟେ | ଇତସ ତୁ, ଆଉ ଆ ପରେ ଆଉ ଏକ ପ୍ରକୃତି ଅଛି | ଆଉ ସେ କଣ ? ଯିବ-ଭୂତ, ସେ...

ତ ଏଇ ପ୍ରକୃତି,ଏଇ ପ୍ରକୃତି ର ସମ୍ଭିଦାନ ତିନଟି ଗୁଣ ରେ ନିର୍ମିତ: ସତ୍ଵ ଗୁଣ, ରଜୋ ଗୁଣ, ଏବଂ ତମୋ ଗୁଣ | ଏବଂ ଏହି ଗୁଣ ଉପରେ, ତିନୋଟି ଭିନ୍ନ ଭିନ୍ନ ପ୍ରକାର ଗୁଣ, ସତ୍ଵ ଗୁଣ, ରଜୋ ଗୁଣ, ମୋ କହିବା ଅର୍ଥ ତମୋ ଗୁଣ, ନିତ୍ୟ କାଳ ଅଛି, ନିତ୍ୟ କାଳ ଅଛି | ଏବଂ ପ୍ରକୃତିର ଏହି ତିନି ଗୁଣର ସଂଯୋଗରେ ଆଉ ନିତ୍ୟ କାଳର ନିୟନ୍ତ୍ରଣରେ କାର୍ଯ୍ୟକଳାପ ହୁଏ | ଏହି କାର୍ଯ୍ୟକଳାପ କୁ କର୍ମ କୁହାଯାଏ | ଏହି କାର୍ଯ୍ୟ କଳାପ ଅନାଦୀ କାଳରୁ ଚାଲି ଆସୁଛି ଏବଂ ଆମେ ସମସ୍ତେ ନିଜ ନିଜ କାର୍ଯ୍ୟକଳାପ (କର୍ମ)ର ଫଳ ସ୍ୱରୂପର ସୁଖ ବା ଦୁଃଖ ଭୋଗୁଛୁ |