OR/660525 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏକ ଈଶ୍ୱର ବିହୀନ ସଭ୍ୟତା ପ୍ରତିଷ୍ଠା କରି ଆମେ ସୁଖୀ ନୁହଁ। ଆମେ ମଧ୍ୟ ସୁଖୀ ନୁହଁ, ଠିକ୍ ସେହିପରି ଭାବରେ, ପେଟକୁ ଖାଦ୍ୟ ସାମଗ୍ରୀ ଯୋଗାଉ ନାହୁଁ, ଆମେ ଖୁସି ହେବାକୁ ଚିନ୍ତା କରୁଛୁ। ନା, ତାହା ହୋଇପାରିବ ନାହିଁ। ଯଦି ଶରୀରର ଇନ୍ଦ୍ରିୟ ଓ ଶରୀରର ଅଂଶ ସୁଖୀ ହେବାକୁ ଚାହାଁନ୍ତି, ତା’ପରେ ସେ, ଇନ୍ଦ୍ରିୟ ଏବଂ ଶରୀରର ଅଙ୍ଗ, ସେମାନଙ୍କୁ ପେଟକୁ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ପଡିବ । ସେହିପରି ଭାବରେ, ଯଦି ଆପଣ ଏହି ଦୁନିଆରେ ଖୁସି ହେବାକୁ ଚାହାଁନ୍ତି, କୌଣସି ବିକଳ୍ପ ନାହିଁ, କହିବା ଅର୍ଥ, ଯଜ୍ଞ କର । "
660525 - ପ୍ରବଚନ BG 03.16-17 - ନିୟୁର୍କ