OR/660918 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କାରଣ ଆମେ ଦୁର୍ବଳ, ଏବଂ ମାୟା (ଭୌତିକ ଶକ୍ତି) ଅତ୍ୟନ୍ତ ଶକ୍ତିଶାଳୀ, ତେଣୁ ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିବା ଅର୍ଥ ଅଳ୍ପ ଭୁତ ମାୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା। ଭୌତିକ, ଭ୍ରମାତ୍ମକ ଶକ୍ତି, ସେ ଏହି ଜୀବ ଆତ୍ମାକୁ ଯଥାସମ୍ଭବ ରୋକିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ, ଯେତେବେଳେ ଜୀବତ୍ମା ଜ୍ଞାନର ଆଧ୍ୟାତ୍ମିକ ଅଗ୍ରଗତି ଦ୍ୱାରା ତାର କବଳରୁ ବାହାରକୁ ଯିବାକୁ ଚେଷ୍ଟା କରେ, ଓଃ, ସେ ଅଧିକ କଠୋର ହୋଇଯାଏ । ହଁ । ସେ ପରୀକ୍ଷା କରିବାକୁ ଚାହାଁନ୍ତି, "ଏହି ବ୍ୟକ୍ତି କେତେ ବାସ୍ତବିକ?" ତେଣୁ ସେଠାରେ ଅନେକ ପ୍ରଲୋଭନ ଦିଆଯିବ ମାୟା ଶକ୍ତି ଦ୍ୱାରା। "
660918 - ପ୍ରବଚନ BG 06.40-43 - ନିୟୁର୍କ