OR/661125 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ-ଦ୍ଵୈପାୟନ ବ୍ୟାସ କୃଷ୍ଣଙ୍କର ଏକ ଶକ୍ତିଶାଳୀ ଅବତାର ବୋଲି ବିବେଚନା କରାଯାଏ। ଯଦି ସେ ଜଣେ ନ ଥିଲେ, ସେ ଜଣେ ଅବତାର ନ ଥିଲେ, ଏତେ ସଂଖ୍ୟକ ପୁସ୍ତକ ଲେଖିବା ସମ୍ଭବ ନୁହେଁ। ସେଠାରେ ଅଷ୍ଟାଦଶ ପୁରାଣ ଏବଂ ଚାରି ବେଦ ଏବଂ ୧୦୮ ଉପନିଷଦ, ଏବଂ ବେଦାନ୍ତ ଅଛି, ତାପରେ ମହାଭାରତ, ତାପରେ ଶ୍ରୀମଦ-ଭାଗବତମ୍। ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକରେ ହଜାର ହଜାର ଏବଂ ଲକ୍ଷ ଲକ୍ଷ ପଦ ଅଛି । ତେଣୁ ଆମେ କଳ୍ପନା କରିପାରିବୁ ନାହିଁ ଯେ ଜଣେ ବ୍ୟକ୍ତି ସେପରି ଲେଖି ପାରିବେ। ଆପଣ ଦେଖନ୍ତୁ । ତେଣୁ ବେଦ-ବ୍ୟାସ କୃଷ୍ଣଙ୍କର ଅବତାର ବୋଲି ବିବେଚନା କରାଯାଏ, ଏବଂ ସେ ଥିଲେ। ଲେଖାରେ ବହୁତ ଶକ୍ତିଶାଳୀ । "
661125 - ପ୍ରବଚନ CC Madhya 20.121-124 - ନିୟୁର୍କ