OR/661127 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ବୁଝାମଣା ହେଉଛି ଯେ ଆମେ କୃଷ୍ଣଙ୍କ ସହିତ ଅନନ୍ତକାଳୀନ ସମ୍ପର୍କିତ। ଏହି ସମ୍ପର୍କକୁ ଭୁଲି ଆମେ ବର୍ତ୍ତମାନ ଏହି ଭୌତିକ ଶରୀର ସହିତ ଜଡିତ ଅଛୁ, ଯାହା ମୁଁ ନୁହେଁ। ତେଣୁ ମୋତେ ମୋର କାର୍ଯ୍ୟକଳାପକୁ ପୁନର୍ଜୀବିତ କରିବାକୁ ପଡିବ ଯାହାକି କୃଷ୍ଣଙ୍କ ସହ ସିଧାସଳଖ ସମ୍ପର୍କ ଅଟେ। ଏବଂ ତାହାକୁ କୃଷ୍ଣ ଚେତନାରେ କାର୍ଯ୍ୟ କରିବା କୁହାଯାଏ। ଏବଂ ସେହି କୃଷ୍ଣ ଚେତନାର ବିକାଶ କୃଷ୍ଣଙ୍କ ପ୍ରେମ, ସମ୍ପୂର୍ଣ୍ଣ ପ୍ରେମ ସହିତ ସମାପ୍ତ ହେବ । ଯେତେବେଳେ ଆମେ ସେହି ପର୍ଯ୍ୟାୟରେ ପହଞ୍ଚିବା, ଭଗବାନଙ୍କୁ ପ୍ରେମ, କୃଷ୍ଣଙ୍କୁ ପ୍ରେମ କରିବା, ସେତେବେଳେ ଆମେ ସମସ୍ତଙ୍କୁ ଭଲପାଉ କାରଣ କୃଷ୍ଣ ସମସ୍ତେ ଅଟନ୍ତି । ବିନା ସେହି କେନ୍ଦ୍ରୀୟ ବିନ୍ଦୁକୁ ଆସି, ଜୀବନର ଭୌତିକ ଧାରଣା ଉପରେ ଆମର ପ୍ରେମ - ସମାନତା, ଭ୍ରାତୃତ୍ୱ, ଭାଇଚାରା - ସେମାନେ ସମସ୍ତେ କେବଳ ପ୍ରତାରଣା ପ୍ରକ୍ରିୟା । ତାହା ସମ୍ଭବ ନୁହେଁ । "
661127 - ପ୍ରବଚନ CC Madhya 20.125 - ନିୟୁର୍କ