OR/661212 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ, ତୁମକୁ କୃଷ୍ଣଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ପଡିବ। ଠିକ୍ ଯେପରି ତୁମେ ଯଦି କେହି ବହୁତ ମହାନ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଚାହୁଁଛ, ତେବେ କୌଣସି ପ୍ରକାରେ ତୁମକୁ ତାଙ୍କ ସହିତ କିଛି ସଂଯୋଗ କରିବାକୁ ପଡିବ, କିଛି। ତୁମକୁ ନିଜକୁ ଏକ ଉପାୟରେ ପରିଚିତ କରିବାକୁ ପଡିବ, ଏକ ବନ୍ଧୁତ୍ୱପୂର୍ଣ୍ଣ ଢଙ୍ଗରେ, ଏକ ସ୍ନେହପୂର୍ଣ୍ଣ ଢଙ୍ଗରେ । ତା’ପରେ ମହାନ ବ୍ୟକ୍ତିତ୍ୱମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ସମ୍ଭବ ଅଟେ । ତେଣୁ ଯଦି ଆମେ ନିଜକୁ ସେହି ସର୍ବୋଚ୍ଚ ଗ୍ରହ, କୃଷ୍ଣଲୋକକୁ ସ୍ଥାନାନ୍ତର କରିବାକୁ ଚାହୁଁ, ତେବେ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ, କୃଷ୍ଣଙ୍କୁ କିପରି ଭଲ ପାଇବା । ଭଗବାନଙ୍କ ପ୍ରେମ । ଯଦି ତୁମେ ପ୍ରେମ ଦ୍ୱାରା ଭଗବାନଙ୍କ ସହ ନିବିଡ଼ ଭାବରେ ସମ୍ପର୍କରେ ଅଛ ... ଆମେ ଅନ୍ୟ ସବୁ ଦ୍ଵାରା ଜୟ କରିପାରିବୁ ନାହିଁ ... ଆମେ କୌଣସି ଅନୁଗ୍ରହ ପରମପୁରୁଷଙ୍କ ଠାରୁ ଦାବି କରିପାରିବା ନାହିଁ ଯଦି ଆମେ ପ୍ରେମରେ ନଥାଉ।"
661212 - ପ୍ରବଚନ BG 09.24-26 - ନିୟୁର୍କ