OR/661223 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି
From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଯଦି ଆପଣ କାଲିଫର୍ନିଆ ଯିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସେଠାକୁ ଯିବାକୁ ପଡିବ। କେବଳ ମୁଁ ଭାବୁଛି, 'ମୁଁ କାଲିଫର୍ନିଆ, କାଲିଫର୍ନିଆ ଯାଉଛି', ତାହା ହେବ କି?? ନା। ସେହିପରି ଭାବରେ, ପ୍ରକୃତରେ ଯଦି ଆପଣ ଶାନ୍ତି ଚାହୁଁଛନ୍ତି, ତେବେ ଆପଣଙ୍କୁ କରିବାକୁ ପଡିବ । ପ୍ରକ୍ରିୟା ସେଠାରେ ଅଛି। ପ୍ରକ୍ରିୟା ସମସ୍ତଙ୍କ ପାଇଁ ଖୋଲା ଅଛି, କିନ୍ତୁ ଆପଣଙ୍କୁ ଏହାକୁ ନେବାକୁ ପଡିବ। ଅନ୍ୟଥା ଏହା ସମ୍ଭବ ନୁହେଁ। ତେଣୁ ପ୍ରଭୁ ଚୈତନ୍ୟ କୁହନ୍ତି, ମନୁଷ୍ୟ-ଜନ୍ମ ସର୍ଥାକ କରି : "ଆପଣ ସର୍ବପ୍ରଥମେ ନିଜକୁ ସିଦ୍ଧ କର; ତାପରେ ପ୍ରଚାର କର। "ନିର୍ବୋଧ ହୁଅ ନାହିଁ, ଏବଂ ତୁମେ ଜଣେ ପ୍ରଚାରକ ହୁଅ। ନା।" |
661223 - ପ୍ରବଚନ CC Madhya 20.330-335 - ନିୟୁର୍କ |