OR/661226 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ ମୁଁ ତୁମକୁ ପଚାରିବି କିମ୍ବା ଯେତେବେଳେ ତୁମେ ମୋତେ ପଚାରିବ," ତୁମେ କ’ଣ? ", ମୁଁ ଏହି ଶରୀର ସଂପର୍କରେ କିଛି କହୁଛି। ତୁମେ ପାଗଳ ନୁହଁ କି? ତୁମ ମଧ୍ୟରୁ କେହି କହିପାରିବେ ଯେ ତୁମେ ପାଗଳ ନୁହଁ? ଯଦି ତୁମେ, ମୁଁ କହିବାର ଅର୍ଥ, ଯେପର୍ଯ୍ୟନ୍ତ ତୁମର ପରିଚୟ, ଯଦି ତୁମେ ଏପରି କିଛି ସହିତ ପରିଚିତ କର, ଯାହା ତୁମେ ନୁହଁ, ତେବେ ତୁମେ ପାଗଳ ନୁହଁ କି? ତୁମେ ପାଗଳ ନୁହଁ କି? ତେଣୁ ସମସ୍ତେ ଯିଏ ଏହି ଶରୀରକୁ ନିଜେ ବୋଲି ପରିଚିତ କରେ, ସେ ଜଣେ ପାଗଳ ବ୍ୟକ୍ତି । ସେ ଜଣେ ପାଗଳ ବ୍ୟକ୍ତି । ଏହା ହେଉଛି । ଦୁନିଆ ପାଇଁ ଏକ ଆହ୍ୱାନ ଯିଏ ଭଗବାନଙ୍କ ସମ୍ପତ୍ତି, ଭଗବାନଙ୍କ ଭୂମି, ଭଗବାନଙ୍କ ପୃଥିବୀ, ନିଜର ସମ୍ପତ୍ତି ଭାବରେ ଦାବି କରେ, ସେ ଜଣେ ପାଗଳ ବ୍ୟକ୍ତି । ଏହା ଏକ ଆହ୍ୱାନ । ଯେକେହି ସ୍ଥାପିତ କରନ୍ତୁ ଯେ ଏହା ତାଙ୍କର ସମ୍ପତ୍ତି, ଏହା ହେଉଛି ତାଙ୍କ ଶରୀର । ଆପଣ କେବଳ, ପ୍ରକୃତି ଦ୍ୱାରା, ତୁମେ, ପ୍ରକୃତିର କୌଶଳ ଦ୍ୱାରା, ତୁମେ କୌଣସି ଜାଗାରେ ରଖାଯାଇଛ । ତୁମେ କୌଣସି ଶରୀର ଭିତରେ ରଖାଯାଇଛ । ତୁମେ କିଛି ଚେତନାରେ ରଖାଯାଇଚ୍ଛ, ଏବଂ ତୁମେ ପ୍ରକୃତିର ନିୟମ ଦ୍ୱାରା ନିର୍ଦ୍ଦେଶିତ । ଏବଂ ତୁମେ ପାଗଳ ଏହା ପଛରେ ପାଗଳ । "
661226 - ପ୍ରବଚନ BG 09.34 - ନିୟୁର୍କ