OR/661231 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପରମପୁରୁଷ ଭଗବାନ ସମସ୍ତଙ୍କ ମଧ୍ୟରେ ସର୍ବ ପୁରାତନ, କିନ୍ତୁ ଯେତେବେଳେ ବି ତୁମେ ଦେଖିବ, ତୁମେ ଜଣେ ଯୁବକ ପରି ପାଇବ। ଆଦ୍ୟଂ ପୁରାଣ ପୁରୁଷଂ ନବ-ୟୌଵନଂ ଚ (BS 5.33)। ନବ-ୟୌଵନଂ ଅର୍ଥ ଏକ ନୂତନ ଯୁବକ। ତେଣୁ ତାହା ବର୍ଣ୍ଣନା କରାଯାଇଅଛି, ପ୍ରଭୁ ଚୈତନ୍ୟ ବର୍ଣ୍ଣନା କରିଛନ୍ତି , ତାଙ୍କ ବୟସ.. ଏହା ଭଗବାନଙ୍କର ଅନ୍ୟ ଏକ ଗୁଣ । କିଶୋରା-ଶେଖରା-ଧର୍ମ ବ୍ରଜେନ୍ଦ୍ର-ନନ୍ଦନ । କିଶୋରା-ଶେଖର । କିଶୋର । କିଶୋର ହେଉଛି ... କିଶୋର ବୟସକୁ ଏଗାର ବର୍ଷରୁ ଷୋହଳ ବର୍ଷ କୁହାଯାଏ । ଏହି ଅବଧି, ଇଂରାଜୀରେ କ’ଣ କୁହାଯାଏ? ଆଡୋଲସେଣ୍ଟ କିଶୋର? ହଁ ଏହା, ଏହି ବୟସ ... ତେଣୁ କୃଷ୍ଣ ଏକାଦଶରୁ ଷୋହଳ ବର୍ଷର ବାଳକ ପରି ନିଜକୁ ଉପସ୍ଥାପନା କରନ୍ତି । ତାହାଠାରୁ ଅଧିକ ନୁହେଁ । କୁରୁକ୍ଷେତ୍ର ଯୁଦ୍ଧରେ ମଧ୍ୟ ଯେତେବେଳେ ସେ ଜେଜେବାପା ଥିଲେ, ତଥାପି ତାଙ୍କର ରୂପ ଏକ ଛୋଟ ବାଳକ ପରି ଥିଲା।"
661231 - ପ୍ରବଚନ CC Madhya 20.367-384 - ନିୟୁର୍କ