OR/670106b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସେପରି କୌଣସି ବୁଦ୍ଧି ନାହିଁ, ସେପରି ଜ୍ଞାନ ନାହିଁ ଏବଂ ସେମାନେ ଅତ୍ୟଧିକ ଗର୍ବିତ । ତେଣୁ ଯଦି ଆମେ ପ୍ରକୃତରେ ଚାହୁଁ ... କାରଣ ଏହି ଜିନିଷଗୁଡିକ ଭଗବାନଙ୍କ ଉପହାର, ଜ୍ଞାନ ... ଏହା ଏଠାରେ ବ୍ୟାଖ୍ୟା କରାଯାଇଛି, ବୁଦ୍ଧୀର ଜ୍ଞାନମ୍ ଆସାମୋହଃ (BG 10.4) ଏହି ସବୁ ଜିନିଷ ଭଗବାନଙ୍କ ଦାନ ଅଟେ । ତେଣୁ ଆମକୁ ବ୍ୟବହାର କରିବାକୁ ପଡିବ । ଏହି ମାନବ ରୂପ ଭଗବାନଙ୍କ ଦାନକୁ ବ୍ୟବହାର କରିବା ପାଇଁ ବିକଶିତ ହୋଇଛି । ଭଗବାନ ଆମକୁ ସୁନ୍ଦର ଖାଦ୍ୟ ସାମଗ୍ରୀ ଦେଇଛନ୍ତି; ଭଗବାନ ଆମକୁ ବୁଦ୍ଧି ଦେଇଛନ୍ତି; ଭଗବାନ ଆମକୁ ଜ୍ଞାନ ଦେଇଛନ୍ତି; ବର୍ତ୍ତମାନ ଭଗବାନ ଆମକୁ ଜ୍ଞାନର ପୁସ୍ତକ ଦେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ଏହି ଭଗବଦ୍-ଗୀତା କଥା କହୁଛନ୍ତି । ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ଯଦି ଆମେ ଏହାକୁ ବ୍ୟବହାର କରୁ, ତେବେ ଆମେ ଗର୍ବିତ ହେବା ଆର୍ଯ୍ୟ କିମ୍ବା ମଣିଷ ହେଲେ ବୋଲି । "
670106 - ପ୍ରବଚନ BG 10.04-5 - ନିୟୁର୍କ