OR/670120b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏପର୍ଯ୍ୟନ୍ତ ପରିତ୍ରାଣ ଚିନ୍ତିତ, ଭକ୍ତି ବିନା, ଭକ୍ତିମୟ ସେବା ବିନା କାହାକୁ ମୁକ୍ତ କରାଯାଇପାରିବ ନାହିଁ। ଭକ୍ତି ବିନା, ଭକ୍ତି ବିନା, କିମ୍ବା ଭଗବାନଙ୍କ ପ୍ରେମ ବିନା, ପ୍ରାପ୍ତ ନକରି ... ତାହା ହେଉଛି ଶ୍ରୀମଦ୍-ଭାଗବତମ୍ ର ନିର୍ଣ୍ଣୟ । ଯେତେ ଦିନ ପର୍ଯ୍ୟନ୍ତ ଜଣେ ପରମପୁରୁଷ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିନାହାନ୍ତି, ଏହି ଭୌତିକ ଜଗତରୁ ମୁକ୍ତି ହେବାର ପ୍ରଶ୍ନ ନାହିଁ। "
670120 - ପ୍ରବଚନ CC Madhya 25.19-30 - ସାନ୍ ଫ୍ରାନ୍ସିସ୍କୋ