OR/670313 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ବେଳେବେଳେ, ଯେତେବେଳେ ଆମେ ଏହି ଭୌତିକ ଜୀବନକୁ ଘୃଣା କରୁ, ଆମେ ଭୁଲିଯିବାକୁ ଚାହୁଁ, ସବୁ ଜିନିଷ ଭୁଲିଯିବାକୁ ଚାହୁଁ। ବେଳେବେଳେ ଜଣେ ବ୍ୟକ୍ତି ମଦ୍ୟପାନ କରିବାକୁ ଲାଗେ: "ଓଃ, ବ୍ୟବସାୟ ଚିନ୍ତା, ଅନେକ ଚିନ୍ତା ସମାଧାନ କରିପାରିବ ନାହିଁ । ମୋତେ ପିଇବାକୁ ଦିଅ । ଆହା। "। ତେଣୁ ବେଳେବେଳେ ଆମେ LSD କିମ୍ବା ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ, ଗଞ୍ଜା, ପାନ କୁ ନେଇଥାଉ । ତେଣୁ ଏହା ହେଉଛି ... ସୁଷୁପ୍ତିଃର ଏକ ପ୍ରବୃତ୍ତି, ସୁଷୁପ୍ତିଃର ସ୍ଥରକୁ ଯାଉଛି। ବେଳେବେଳେ ସେମାନେ ଭଲ ଭାବରେ ଶୋଇବା ପାଇଁ ଇଞ୍ଜେକ୍ସନ୍ ନିଅନ୍ତି । ବର୍ତ୍ତମାନ ଶୋଇବା ବଟିକା ମଧ୍ୟ ଅଛି, ଅନେକ ଜିନିଷ। ତେଣୁ ପ୍ରକୃତରେ, ନିର୍ମଳ ଜୀବାତ୍ମା ଭାବରେ, ମୁଁ ଭୁଲିଯିବାକୁ ଚାହେଁ, କିନ୍ତୁ କାରଣ ମୁଁ ପ୍ରକୃତ ପଥ ଗ୍ରହଣ କରେ ନାହିଁ, ଏହି ଭୌତିକ ଅସ୍ତିତ୍ୱରୁ କିପରି ମୁକ୍ତି ପାଇବି, ତେଣୁ ଆମକୁ କିଛି ସଂକଳ୍ପିତ ମାର୍ଗ ଗ୍ରହଣ କରିବାକୁ ପଡିବ । ତାହା ଆମକୁ ରକ୍ଷା କରିବ ନାହିଁ । ତାହା ଆମକୁ ରକ୍ଷା କରିବ ନାହିଁ। "
670313 - ପ୍ରବଚନ SB 07.07.25-28 - ସାନ୍ ଫ୍ରାନ୍ସିସ୍କୋ