OR/670416 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଆମ ଗାନ୍ଧୀଙ୍କ ପରି: ସେ ଭଗବଦ୍-ଗୀତାରୁ ଅହିଂସା ପ୍ରମାଣ କରିବାକୁ ଚାହୁଁଥିଲେ। ଭଗବଦ୍-ଗୀତା ଯୁଦ୍ଧ ଯୁଦ୍ଧକ୍ଷେତ୍ରରେ ପ୍ରଚାର କରାଯାଉଛି ଏବଂ ଏହା ସମ୍ପୂର୍ଣ୍ଣ ହିଂସା। ସେ କିପରି ପ୍ରମାଣ କରିପାରିବେ? ତେଣୁ ସେ ଏହାର ଅର୍ଥକୁ ନିଜ ଭାବରେ ଟାଣି ନେଉଛନ୍ତି ... ଏହା ଅତ୍ୟନ୍ତ ଅସୁବିଧାଜନକ, ଏବଂ ଯିଏ ଏହିପରି ବ୍ୟାଖ୍ୟା ପଢ଼ିବ, ସେ ବୁଡିବ । ସେ ବିନାଶ ହେବେ କାରଣ ଭଗବଦ୍-ଗୀତା ଆପଣଙ୍କ କୃଷ୍ଣ ଚେତନାକୁ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ । ଯଦି ତାହା ଜାଗ୍ରତ ହୁଏ ନାହିଁ, ତେବେ ଏହା ସମୟର ଅପବ୍ୟୟ ଅଟେ । ଯେପରି ଚୈତନ୍ୟ ମହାପ୍ରଭୂ ବ୍ରହ୍ମଣଙ୍କୁ ଆଲିଙ୍ଗନ କରିଥିଲେ, ଯିଏ ଅପାଠୁଆ ଥିଲେ କିନ୍ତୁ ସେ ଭଗବଦ୍-ଗୀତାର ମର୍ମ, ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଗ୍ରହଣ କରିଥିଲେ । ତେଣୁ, ଯଦି ଆମେ ବାସ୍ତବକୁ ଗ୍ରହଣ ନକରିବା, ମୋର କହିବା ଅର୍ଥ କୌଣସି ସାହିତ୍ୟର ସାର, ତେବେ ଏହା କେବଳ ସମୟ ଅପଚୟ ଅଟେ ।
670416 - ପ୍ରବଚନ CC Adi 07.109-114 - ନିୟୁର୍କ