OR/680108 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"'କୃଷ୍ଣଙ୍କର ଅର୍ଥ ହେଉଛି ଭଗବାନ। ଯଦି ତୁମେ ଭଗବାନଙ୍କ ଅନ୍ୟ କୌଣସି ନାମ ପାଇଛ, ତେବେ ତୁମେ ମଧ୍ୟ ଜପ କରିପାରିବ। ଏହା ନୁହେଁ ଯେ ତୁମେ 'କୃଷ୍ଣ' ଜପ କରିବାକୁ ପଡିବ। କିନ୍ତୁ 'କୃଷ୍ଣ' ଅର୍ଥ ଭଗବାନ। କୃଷ୍ଣ ଶବ୍ଦର ଅର୍ଥ ହେଉଛି' ସବୁ- ଆକର୍ଷଣୀୟ '। କୃଷ୍ଣ, ତାଙ୍କର ସୌନ୍ଦର୍ଯ୍ୟ, ସମସ୍ତ-ଆକର୍ଷଣୀୟ । ତାଙ୍କ ଶକ୍ତି, ସେ ସମସ୍ତ-ଆକର୍ଷଣୀୟ । ତାଙ୍କର ଦର୍ଶନ, ସେ ସମସ୍ତ-ଆକର୍ଷଣୀୟ । ତାଙ୍କର ତ୍ୟାଗ, ସେ ସମସ୍ତ-ଆକର୍ଷଣୀୟ । ତାଙ୍କର ଖ୍ୟାତି, ସେ ସମସ୍ତ-ଆକର୍ଷଣୀୟ । ପାଞ୍ଚ ହଜାର ବର୍ଷ ପୂର୍ବେ, କୃଷ୍ଣ ଏହି ଭଗବଦ୍-ଗୀତା କଥା କହିଥିଲେ; ତଥାପି ଶକ୍ତିଶାଳୀ । ସେ ଏତେ ପ୍ରସିଦ୍ଧ । "
680108 - ପ୍ରବଚନ CC Madhya 06.254 - ଲସ ଆ଼ଞ୍ଜେଲ୍ସ