OR/680112 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି
From Vanipedia
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଶ୍ରୀମଦ-ଭାଗବତରେ ଏହା ନିର୍ଦ୍ଦେଶିତ, ତସମାଦ୍ ଗୁରୁଂ ପ୍ରପଦ୍ୟେତ ( ଭା. ୧୧.୩.୨୧): "ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟରେ ଆତ୍ମସମର୍ପଣ କରିବା ଉଚିତ୍।" । ତସମାଦ୍ ଗୁରୁଂ ପ୍ରପଦ୍ୟେତ ଜିଜ୍ଞାଶୁ । କିଏ ଶରଣାଗତ ହେବ? ଯିଏ ଅତ୍ୟନ୍ତ ଅନୁସନ୍ଧାନକାରୀ ହୋଇପାରିଛି, "ଭଗବାନ କ’ଣ?" ଉଦାହରଣ ସ୍ୱରୂପ, "ଭଗବାନ କ’ଣ? ମୁଁ କ’ଣ? "ବର୍ତ୍ତମାନ, ଯଦି କେହି ଏହି ବିଷୟରେ ଅତି ଗମ୍ଭୀର ଭାବରେ ଅନୁସନ୍ଧାନ ନକରନ୍ତି, ତେବେ ଆଧ୍ୟାତ୍ମିକ ଗୁରୁଙ୍କ ଆବଶ୍ୟକତା ନାହିଁ ।" |
680112 - ପ୍ରବଚନ SB 01.05.04 - ଲସ ଆ଼ଞ୍ଜେଲ୍ସ |