OR/680316b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମନ୍-ମନା ଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ ( BG ୧୮.୬୫) କୃଷ୍ଣ କହିଛନ୍ତି ଯେ "ତୁମ ମନରେ ସର୍ବଦା ମୋ ବିଷୟରେ ଚିନ୍ତା କର।" । ମନ୍-ମନା । ମନଃ ଅର୍ଥ ମନ । ମନ୍-ମନା ଭବ ମଦ୍ଭକ୍ତୋ, ଏବଂ ମୋର ଭକ୍ତ ହୁଅ । ମୋତେ ତୁମର ଶତ୍ରୁ ବୋଲି ଭାବ ନାହିଁ। ବେଳେବେଳେ କୃଷ୍ଣଙ୍କୁ ଶତ୍ରୁ ଭାବରେ ବିବେଚନା କରାଯାଏ । ସେହି ପ୍ରକାର ଚିନ୍ତା ବ୍ୟର୍ଥ ଅଟେ । ଅଦରକାରୀ ନୁହେଁ । ଅବଶ୍ୟ, ଶତ୍ରୁମାନେ ଯେଉଁମାନେ ସର୍ବଦା କୃଷ୍ଣ ବିଷୟରେ ଚିନ୍ତା କରୁଥିଲେ, ସେମାନେ ମଧ୍ୟ ମୁକ୍ତି ପାଇଲେ । କାରଣ, ସର୍ବଶେଷରେ, ସେମାନେ କୃଷ୍ଣଙ୍କ ବିଷୟରେ ଚିନ୍ତା କଲେ । କିନ୍ତୁ ସେପରି ନୁହେଁ। "
680316 - ପ୍ରବଚନ Excerpt - ସାନ୍ ଫ୍ରାନ୍ସିସ୍କୋ