OR/680323 ପ୍ରାତଃ ଭ୍ରମଣ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଅଛୁ। ଅତ୍ୟନ୍ତ ଅନୁକୂଳ ଅବସ୍ଥାରେ। ସବୁଠାରୁ ଭଲ କଥା ହେଉଛି କୃଷ୍ଣଙ୍କୁ ପ୍ରାର୍ଥନା କରିବା, 'ଦୟାକରି ମୋତେ ଶୀଘ୍ର ଉଠାଇ ଦିଅ ଏବଂ ମୋତେ ତୁମ ସ୍ଥାନକୁ ଫେରିବାକୁ ଦିଅ'। ଯଦି ତୁମକୁ ପୁନର୍ବାର ଫେରିବାକୁ ପଡିବ, ଓହ, ତୁମେ ଜାଣ ନାହିଁ ଆମକୁ କେତେ ଦୁଃଖ ଭୋଗିବାକୁ ପଡିବ । କାରଣ କଳି-ଯୁଗର ଅଗ୍ରଗତି ସହିତ ସବୁକିଛି ଦିନକୁ ଦିନ ଦୁଃଖଦାୟକ ହୋଇଯାଉଛି । ପାରିବାରିକ ଜୀବନରେ ସୁଖ ନାହିଁ, ସାମାଜିକ ଜୀବନରେ ସୁଖ ନାହିଁ, ରାଜନୈତିକ ଜୀବନରେ ସୁଖ ନାହିଁ, ରୋଜଗାରରେ କୌଣସି ସୁଖ ନାହିଁ। ସବୁକିଛି ଭରଗ୍ରସ୍ଥ। "
680323 - ପ୍ରାତଃ ଭ୍ରମଣ - ସାନ୍ ଫ୍ରାନ୍ସିସ୍କୋ