OR/680323b ପ୍ରାତଃ ଭ୍ରମଣ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେଉଁମାନେ ଅତ୍ୟଧିକ ଉତ୍ସାହୀ, ସେମାନେ ଏହି ଗ୍ରହରେ ରହିବାକୁ ଉଦ୍ଦିଷ୍ଟ। ଏହି ଗ୍ରହ ପ୍ରଣାଳୀ, ସ୍ଥିତି। ଏହି ଜଗତ ପରି ଅନ୍ୟାନ୍ୟ ଗ୍ରହ ମଧ୍ୟ ଅଛନ୍ତି। ତେଣୁ ସେମାନଙ୍କୁ ଏଠାରେ ରହିବାକୁ ଅନୁମତି ଦିଆଯାଇଛି। ଏଠାରେ ସମସ୍ତ ଜୀବ, ସେମାନେ ବହୁତ ଉତ୍ସାହୀ ଅଟନ୍ତି। । ଏବଂ ଅଧୋ ଗଚ୍ଛନ୍ତି ତାମସାଃ (Vanisource: BG 14.18 (1972) । ଭ.ଗୀ. ୧୪.୧୮) । ଏବଂ ଅନ୍ୟାନ୍ୟ ଗ୍ରହ ଅଛି, ସେମାନେ ଏହି ପୃଥିବୀ ଗ୍ରହ ତଳେ ଅନ୍ଧକାର, ତାମସିକ ଗ୍ରହ । ଏବଂ ପଶୁମାନେ ଅନ୍ଧକାରରେ ଅଛନ୍ତି। ଯଦିଓ ସେମାନେ ଏହି ଗ୍ରହରେ ଅଛନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ସେମାନେ କେଉଁଠାରେ ଅଛନ୍ତି, ତାମସିକ । ସେମାନଙ୍କର ଜ୍ଞାନ ବିକଶିତ ନୁହେଁ । ଏହା ହେଉଛି ତାମସିକ ପଦ୍ଧତିର ଫଳାଫଳ । ଏବଂ ଯେଉଁମାନେ କୃଷ୍ଣ ଭାବନାଭାବିତ, ସେମାନେ ନା ତାମସିକରେ ନା ରାଜସିକରେ, ନା ସତ୍ଵରେ ଅଛନ୍ତି । ସେମାନେ ଦିବ୍ୟ ସ୍ଥରରେ । ତେଣୁ ଯଦି ଜଣେ କୃଷ୍ଣ ଚେତନାକୁ ସୁନ୍ଦର ଭାବରେ ବିକଶିତ କରେ, ତେବେ ସେ ସଙ୍ଗେ ସଙ୍ଗେ କୃଷ୍ଣ ଲୋକାକୁ ପଦୋନ୍ନତି ପାଏ । ତାହା ଆମେ ଚାହୁଁ। "
680323 - ପ୍ରାତଃ ଭ୍ରମଣ - ସାନ୍ ଫ୍ରାନ୍ସିସ୍କୋ