OR/680327b ପ୍ରାତଃ ଭ୍ରମଣ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଜଣେ ଭୌତିକ ସଚେତନ ବ୍ୟକ୍ତି ସନ୍ତୁଷ୍ଟ ହେବେ, ତୁମେ ତାଙ୍କୁ ବ୍ୟକ୍ତିଗତ ଉପଭୋଗ ପାଇଁ ଏକ ସୁନ୍ଦର, ସୁଗନ୍ଧିତ ଫୁଲ ଦିଅ; ଏବଂ କୃଷ୍ଣ ସଚେତନ ବ୍ୟକ୍ତି, ସେ ସଙ୍ଗେ ସଙ୍ଗେ ଭାବନ୍ତି,"ଏହା ବହୁତ ସୁନ୍ଦର ଫୁଲ; ଏହା କୃଷ୍ଣଙ୍କୁ ଦିଆଯିବା ଉଚିତ୍। " ଫୁଲ ଏକ, ସେ ବ୍ୟକ୍ତି ଏକ, ଚେତନା ବଦଳି ଯାଇଛି। ସେତିକି କେବଳ। ସେ ସବୁକିଛି କୃଷ୍ଣଙ୍କ ସହ ସମ୍ପର୍କ ବିଷୟରେ ଚିନ୍ତା କରୁଛନ୍ତି।"
680327 - ପ୍ରାତଃ ଭ୍ରମଣ - ସାନ୍ ଫ୍ରାନ୍ସିସ୍କୋ