OR/680506 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯିଏ ନିୟମକୁ କଡାକଡି ଭାବରେ ପାଳନ କରିଛି ଏବଂ ଅନ୍ତତଃ ପକ୍ଷେ ଷୋହଳ ମାଳା ହରେ କୃଷ୍ଣ ଜପ କରିଛି, ତାଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଉଛି। ତୃତୀୟ ସୁଯୋଗ ହେଉଛି ସନ୍ୟାସ ନେବା। ଯଦି ସେ ପ୍ରଭୁଙ୍କ ସେବାରେ ସମ୍ପୂର୍ଣ୍ଣ ନିୟୋଜିତ ହେବାକୁ ଚାହାଁନ୍ତି, ତେବେ ସନ୍ୟାସ । ଅନ୍ୟ ଦିନ ଯେପରି ଆମେ ଆଲୋଚନା କରୁଥିଲୁ, ଅନାଶ୍ରିତଃ କର୍ମଫଲଂ କାର୍ୟଂ କର୍ମ କରୋତି ଯଃ, ସ ସଂନ୍ୟାସୀ ( ଭ.ଗୀ. ୬.୧)। ଅବଶ୍ୟ, ଏଗୁଡ଼ିକ ହେଉଛି ଆନୁଷ୍ଠାନିକ ନିୟାମକ ନୀତି । ପ୍ରକୃତ ଜୀବନ ହେଉଛ, ଅନ୍ତରରେ: ପ୍ରଭୁଙ୍କ ସେବାରେ କେତେ ଆନ୍ତରିକତା ଅଛି । "
680506 - ପ୍ରବଚନ Initiation Brahmana - ବୋଷ୍ଟୋନ୍