OR/680510 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ବୋଷ୍ଟୋନ୍ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଅସ୍ଥାୟୀ ଜିନିଷ ପ୍ରତି ଅତ୍ୟନ୍ତ ବିଚାରଶୀଳ, ଶରୀର, ଯାହା ବିଦ୍ୟମାନ ରହିବ ନାହିଁ, ଯାହାକି କିଛି ବର୍ଷ ପରେ ନଷ୍ଟ ହେବ, କିନ୍ତୁ ଅବିନାଶୀ ଚେତନାର ଯତ୍ନ ନେଉନାହୁଁ, ଯାହା ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ବଦଳୁଛି। ଏହା ହେଉଛି ଆଧୁନିକ ସଭ୍ୟତାର ତ୍ରୁଟି। ଏବଂ ଯେତେ ଦିନ ପର୍ଯ୍ୟନ୍ତ ଆମେ ଶରୀରରେ ଆତ୍ମାର ଉପସ୍ଥିତି ବିଷୟରେ ଜାଣି ନାହୁଁ, ସେତେ ଦିନ ପର୍ଯ୍ୟନ୍ତ ଆମେ ଆତ୍ମା କ’ଣ ପଚାରିବୁ ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଆମର ସମସ୍ତ କାର୍ଯ୍ୟକଳାପ କେବଳ ସମୟ ନଷ୍ଟ କରୁଛି ।"
680510 - ପ୍ରବଚନ at Boston College - ବୋଷ୍ଟୋନ୍